ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଯୋଡ଼ି ଏହିସବୁ ଫିଲ୍ମରେ ହିଟ୍‌ ହୋଇଥିଲା

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କୁ ବିଗ୍‌ ଟାଉନର ବେଷ୍ଟ ଯୋଡ଼ି କୁହାଯାଏ। ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଯୋଡ଼ି ରିଲ୍‌ରେ ଦର୍ଶକଙ୍କ ଯେତିକି ପସନ୍ଦ ଆସିଥାଏ ରିୟଲରେ ମଧ୍ୟ ତା’ଠୁ ବେଶୀ ପସନ୍ଦ ଆସିଥାଏ। ଅଭି ପରିବାରର ଆଦର୍ଶ। ସେ କେବଳ ଜଣେ ଭଲ ପୁଅ ନୁହନ୍ତି, ଜଣେ ଭଲ ସ୍ବାମୀ ଆଉ ଭଲ ବାପା ମଧ୍ୟ। ଆଜିର ଠିକ୍‌ ଏହି ଦିନରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହକୁ ୧୨ ବର୍ଷ ପୂରିଛି। ଆସନ୍ତୁ ଆଜିର ଦିନରେ ତାଙ୍କ ଫିଲ୍ମ କ୍ୟାରିୟର ସମ୍ପର୍କରେ ଜାଣିବା। କେଉଁ ଫିଲ୍ମରେ ଦୁଇଜଣ ଧମାଲ କରିଥିଲେ।

ଢାଇ ଅକ୍ଷର ପ୍ରେମ କେ : ଐଶ୍ୱର୍ଯ୍ୟା ଏବଂ ଅଭିଷେକ ପ୍ରଥମେ ‘ଢାଇ ଅକ୍ଷର ପ୍ରେମ କେ’ରେ ଅଭିନୟ କରିଥିଲେ। ଏହି ଫିଲ୍ମ ୨୦୦୦ ମସିହାରେ ରିଲିଜ ହୋଇଥିଲା। ଦର୍ଶକ ଦୁଇଜଣଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରିଥିଲେ। ରାଜ କନଓ୍ବରଙ୍କ ନିର୍ଦ୍ଦେଶନାରେ  ନିର୍ମିତ ଏହି ଫିଲ୍ମରେ ଅଭିଷେକ ଜଣେ ଆର୍ମି କ୍ୟାପଟେନ୍‌ କରଣ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଐଶ୍ୱର୍ଯ୍ୟା ସାହିବା ନାମକ ଜଣେ ଝିଅ ଭୂମିକାରେ ଅଭିନୟ କରିଥିଲେ।

କୁଛ୍‌ ନା କହୋ : ଐଶ୍ୱର୍ଯ୍ୟା ଏବଂ ଅଭିଷେକ ରୋହନ୍‌ ସିପିଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘କୁଛ୍‌ ନା କହୋ’ରେ ନଜର ଆସିଥିଲେ। ୨୦୦୩ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ୮ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ୧୩ କୋଟିର ବିଜନେସ୍‌ କରିଥିଲା। ତଥାପି ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା। କିନ୍ତୁ ଦର୍ଶକ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଯୋଡ଼ିକୁ ବହୁ ପସନ୍ଦ କରିଥିଲେ।

ଉମରାଓ ଜାନ୍‌ : ୨୦୦୬ରେ ରିଲିଜ ହୋଇଥିଲା ‘ଉମରାଓ ଜାନ୍‌’। ଏଥିରେ ମଧ୍ୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଯୋଡ଼ି ଦେଖିବାକୁ ମିିଳିଥିଲା। ଏହି ଫିଲ୍ମରେ ବୋଲ୍‌ଡ ସିନ୍‌ରେ ନଜର ଆସିଥିଲେ ଐଶ୍ୱର୍ଯ୍ୟା।

ଗୁରୁ : ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ଗୁରୁ’ରେ ଐଶ୍ୱର୍ଯ୍ୟା-ଅଭିଷେକ ଦମ୍‌ଦାର ଅଭିନୟ କରିଥିଲେ। ଏହି ଫିଲ୍ମଟି ପ୍ରତ୍ୟେକ ସ୍ଥାନରେ ହିଟ୍‌ ହୋଇଥିଲା। ଆଉ ଏକ ଖାସ୍‌ କଥା ହେଉଛି ଫିଲ୍ମର ଶୁଟିଂ ସେଟ୍‌ରେ ଅଭିଷେକ କୁଆଡ଼େ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍‌ କରିଥିଲେ।

 

 

ରାବଣ : ଶେଷଥର ଅର୍ଥାତ୍‌ ୨୦୧୦ରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ‘ରାବଣ’ ଫିଲ୍ମରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପରେ ରଶ୍ମିକାଙ୍କ ପୁରୁଣା ପ୍ରେମକୁ ନେଇ ବିବାଦ: ଚେତାବନୀ ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ,୧୨।୩: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହର କିଛି ଦିନ ପରେ ଏକ ପୁରୁଣା ଅଡିଓ କ୍ଲିପ୍‌କୁ ନେଇ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି ହୋଇଛି।…

୨୭ ବର୍ଷ ବୟସରେ ସାଉଥ ଅଭିନେତାଙ୍କ ପରଲୋକ, ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ,୧୨ା୩: ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ଆସିଛି । ମାଲାୟଲମ ଅଭିନେତା ହରି ମୁରଲୀଙ୍କ ୨୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ମାତ୍ର ଚାରି…

ଭାଇରାଲ ଗର୍ଲ ମୋନାଲିସାଙ୍କୁ ବିବାହ କରିଥିବା ଫରମାନ କିଏ? କ’ଣ କରନ୍ତି? କେମିତି ହେଲେ ମୋନାଲିସାଙ୍କ ଜୀବନସାଥି? ଜାଣନ୍ତୁ…

ମୁମ୍ବାଇ,୧୨।୩: ମହାକୁମ୍ଭ ମେଳା ୨୦୨୫ ପରେ ରାତାରାତି ଭାଇରାଲ ହୋଇଥିବା ମୋନାଲିସା ପୁଣି ଥରେ ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ବିବାହ। ପ୍ରକୃତରେ, ମୋନାଲିସା…

୬ ମାସ ପ୍ରେମ ୬୦ ବର୍ଷ ପରି… ମୋନାଲିସାଙ୍କୁ ବିବାହ ପରେ ମୁହଁ ଖୋଲିଲେ ଫରମାନ

ମହାକୁମ୍ଭ ମେଳା ୨୦୨୫ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ…

ପ୍ରେମିକଙ୍କୁ ବିବାହ କଲେ ଭାଇରାଲ ଗର୍ଲ ମୋନାଲିସା: ବାପାଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ସେ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଥିଲେ।…

ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଲେ ଆଉ ଜଣେ ଅଭିନେତ୍ରୀ, ବିବାହର ୪ ବର୍ଷ ପରେ…

ମୁମ୍ବାଇ: ଏବେ ସେଲିବ୍ରିଟି ଛାଡ଼ପତ୍ର ତାଲିକାରେ ଯୋଡ଼ି ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ତାଙ୍କ ବ୍ୟବସାୟୀ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ସେମାନଙ୍କ ବିବାହରେ ଫାଟ ହେବାର…

ମଞ୍ଚରେ ଭୋ ଭୋ ହୋଇ କାନ୍ଦି କ୍ଷମା ମାଗିଲେ ସୁନିଧି

ସୁନିଧି ଚୌହାନ ଭାରତୀୟ ସଙ୍ଗୀତ ଶିଳ୍ପର ସବୁଠାରୁ ପ୍ରଶଂସନୀୟ ଗାୟିକାମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ଭାରତର ଶକିରା ଭାବରେ ଜଣାଯାଏ। ତାଙ୍କର ଗୀତ ଗାଇବା ଶୈଳୀ ସମସ୍ତଙ୍କୁ…

ସବୁ ସୀମା ଟପିଲେ ଏହି ଅଭିନେତ୍ରୀ! ୨୧ ବର୍ଷ ସାନ ଯୁବକଙ୍କ କୋଳରେ ଦେଖି ୟୁଜର୍ସ କହିଲେ…

ମୁମ୍ବାଇ,୧୦।୩: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ କ୍ୟାରିଅର ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ଅର୍ଜୁନ କପୁରଙ୍କ ସହ ବ୍ରେକଅପ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri