ଆଇନକୁ ବେଖାତିର: ହିଂସାକାଣ୍ଡ ପରେ ପୋଲିସ ସମ୍ମୁଖରେ ବାହାରିଗଲେ ଦୁର୍ବୁତ୍ତ; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦୁର୍ବୁତ୍ତମାନେ ହିଂସାକାଣ୍ଡ ଭିଆଇବା ପରେ ଆରାମରେ ପୋଲିସ ଆଗରେ ବିଶ୍ୱବିଦ୍ୟାଳୟ ଗେଟ୍‌ ବାହାରକୁ ବାହାରୁଥିତ୍ବାର ଦୃଶ୍ୟ ଫଟୋ ଓ ଭିଡ଼ିଓରେ ରହିଛି। ପୋଲିସ କେବଳ ନୀରବ ଦ୍ରଷ୍ଟା ପାଲଟିଥିବାର ପ୍ରକୃତ କାରଣ କଣ ସେ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

Share