ବାଲେଶ୍ୱରରେ ଅମ୍ଫନ: ୬୦-୭୦ କିମିରେ ପବନ ସାଙ୍ଗକୁ ପ୍ରବଳ ବର୍ଷା

ବାଲେଶ୍ଵର ଅଫିସ ୨୦।୫ – ବାଲେଶ୍ୱର ଜିଲାରେ ଅମ୍ଫନ ପ୍ରଭାବ ଅନୁଭୂତ ହୋଇଛି । ୬୦-୭୦ କିମିରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେଉଛି। ସମୁଦ୍ର କୂଳରେ ବଡ ବଡ ଜୁଆର ଉଠୁଛି। ବାତ୍ୟା ଅମ୍ଫାନ ଯୋଗୁଁ ତାଳସାରିରେ ସମୁଦ୍ର ଅଶାନ୍ତ ହେଉଛି । ତାଳସାରିରେ ୨୦ଫୁଟ୍ ଉଚ୍ଚର ଜୁଆର ଉଠୁଥିବା ସହ ସେଠାରେ ଅମ୍ଫନ ବର୍ଷା ଜାରି ରହିଥିବା ଜଣାପଡିଛି।