୫୦୨ଜଣଙ୍କ ଉପରେ ୩.୭୫ ଲକ୍ଷ ଜରିମାନା କଲା ପୋଲିସ

ଭୁବନେଶ୍ୱର,୨।୩(ବ୍ୟୁରୋ): କମିଶନରେଟ ପୋଲିସ ପକ୍ଷରୁ ୫୦୨ଜଣ ବେପରୁଆ ଗାଡି ଚାଳକଙ୍କୁ ଚିହ୍ନଟ କରି ୩ଲକ୍ଷ ୭୫ହଜାର ଟଙ୍କାର ଜରିମାନା କରିଛି ଟ୍ରାଫିକ ପୋଲିସ। ରଙ୍ଗରୁଟରେ ଯାଉଥିବାରୁ ୨୩ ଗାଡି ଜବତ କରାଯାଇଛି, ବେଆଇନ ପାର୍କିଂ ପାଇଁ ୩୫ ଜଣଙ୍କୁ ଜରିମାନା, ସିସିଟିଭି ଦ୍ୱାରା ୧୪୧ ଜଣଙ୍କୁ ଚିହ୍ନଟ କରାଯାଇ ଚାଲାଣ କଟାଯାଇଛି। ସେହିଭଳି ୮୭ଜଣ ବିନା ହେଲମେଟ୍‌ରେ ଯାଉଥିବାବେଳେ ଧରାପଡି ଜରିମାନା ଦେଇଛନ୍ତି। ୨୩ଜଣ ୪ ଚକିଆରେ ସିଟ୍‌ବେଲ୍ଡ ବାନ୍ଧି ନ ଥିବାରୁ ଓ ବାଇକରେ ୩ଜଣ ବସି ଯାଉଥିବାବେଳେ ୩୩ଜଣ ଧରାପଡି ଜରିମାନା ଗଣିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଏହାସହ ସୋମବାରଠାରୁ ମୋବାଇଲ୍‌ ଫୋନ୍‌ରେ କଥା ହୋଇ ଓ ରଙ୍ଗ୍‌ସାଇଡ୍‌ ଗାଡି ଚାଳନା ଉପରେ ଅଧିକ ଫୋକସ ଦିଆଯିବ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ୨୩୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୧- ରାଜ୍ୟରେ ଶନିବାର ୨୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୯୬୫ରେ ପହଞ୍ଚିଛି।...

ରଥ ରଙ୍ଗକାମ ଆରମ୍ଭ

ପୁରୀ ଅଫିସ,୨୫।୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ରଥଖଳାରେ ପ୍ରଥମ ପର୍ଯ୍ୟାୟ ଭୂଇଁ ଖଞ୍ଜା ସରିବା ପରେ ରଥରେ ଛ’କାଠ ଉଠିଥିଲା। ଏବେ ଦ୍ୱିତୀୟ...

ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର: ପୋଲିସ ହାତରେ ଲାଗିଲା ଠୋସ୍‌ ପ୍ରମାଣ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଖୋର୍ଦ୍ଧା ଜିଲାର ଏକ କ୍ଲିନିକରେ ପଶି ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିଛି।...

ଜମି ଅଧିଗ୍ରହଣରେ ଅଟକିଛି ଅଧିକାଂଶ ରେଳ ପ୍ରକଳ୍ପ

ଭୁବନେଶ୍ୱର,୬ା୧(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାରେ ଚାଲୁଥିବା ନୂଆ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଧିମେଇଛି। ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଆଦି କ୍ଷେତ୍ରରେ ଉପୁଜିଥିବା...

ଚୋରି କରି ଜରିମାନା ଦେଇଥିବା ଖଣି କମ୍ପାନୀକୁ ନିଲାମି ପ୍ରକ୍ରିୟାରୁ ବାଦ୍‌ ଦିଆଯାଉ

ଭୁବନେଶ୍ୱର,୧୨।୬(ବ୍ୟୁରୋ) : ପୂର୍ବରୁ ବେଆଇନ ଭାବେ ଖଣି ଉତ୍ତୋଳନ କରି ଜରିମାନା ଦେଇଥିବା କମ୍ପାନୀଗୁଡିକୁ ନୂଆ ନିଲାମିରୁ ବାଦ୍‌ ଦିଆଯାଉ। ରାଜ୍ୟ ସରକାର ଆଗାମୀ ଦୁଇ...

ରାତି ୯ଟା ଯାଏ ଖୋଲା ରହିଲା ରାଜାରାଣୀ ମନ୍ଦିର

ପୁରୁଣା ଭୁବନେଶ୍ୱର, ୨୩ା୧(ଡି.ଏନ.ଏ.): ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ରାଜାରାଣୀ ମନ୍ଦିର ବୁଧବାରଠାରୁ ସକାଳୁ ରାତି ୯ଟା ଯାଏ ଖୋଲା ରହିଛି। ପୂର୍ବରୁ ଟିକେଟ ହେବା...

ଦ୍ୱିତୀୟ ଡୋଜ୍‌ ପାଇଁ ହିତାଧିକାରୀ ହଟହଟା

ଭୁବନେଶ୍ୱର, ୮।୬ (ବ୍ୟୁରୋ):  ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି।...

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୬୨.୬୩ କୋଟି

ଭୁବନେଶ୍ୱର,୪।୧୧(ବ୍ୟୁରୋ):ପୁରୀ ଜିଲା ସତ୍ୟବାଦୀଠାରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଟେଣ୍ଡର ଶେଷ ହୋଇଛି। ଏଣିକି ଯୁଦ୍ଧକାଳୀନ ଭିତ୍ତିରେ କ୍ଷେତ୍ରସ୍ତରୀୟ କାମ ଆରମ୍ଭ ହେବ। ବିଶ୍ୱବିଦ୍ୟାଳୟ ନିର୍ମାଣ ଲାଗି...

Advertisement
Archives

Model This Week