୪୪ ବର୍ଷରେ ଛୋଟ ପରଦାର କୁଇନ୍‌ ଏକତା

ଛୋଟ ପରଦାର କୁଇନ୍‌ ଏକତା କପୁରଙ୍କ ଆଜି ହେଉଛି ୪୪ତମ ଜନ୍ମଦିନ। ମେ’ ୭ରେ ଜନ୍ମଗ୍ରହଣ କରିଥିବା ଏକତା ବର୍ତ୍ତମାନ ସମୟରେ ଟେଲିଭିଜନ ଦୁନିଆର ଜଣେ ସଫଳ ତଥା ଚର୍ଚ୍ଚିତ ପ୍ରଯୋଜିକା। ଧାରାବାହିକଠାରୁ ଆରମ୍ଭ କରି ଓ୍ବେବ୍‌ ସିରିଜ୍‌ ପର୍ଯ୍ୟନ୍ତ ସବୁଠି ତାଙ୍କର ରାଜ୍‌। ଏକତାଙ୍କୁ ଷ୍ଟାର ମେକର କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ। ସେ ହେଉଛନ୍ତି ଏପରି ଜଣେ ପ୍ରଯୋଜିକା ଯିଏକି ଛୋଟ ପରଦାରୁ ମୋଟା ଅଙ୍କର ଆୟ କରୁଛନ୍ତି।
୨୩ ବର୍ଷ ପୂର୍ବେ ଏକତା ‘ମାନୋ ୟା ନା ମାନେ’ ସିରିିଏଲ୍‌ରୁ ଟେଲିଭିଜନ ଦୁନିଆରେ ପାଦ ରଖିଥିଲେ। ଏହା ପରେ ‘ହମ୍‌ ପାଞ୍ଚ’, ‘କୋଶିଶ-ଏକ ଆଶା ଏବଂ କସମ ଆଦି ଧାରାବାହିକ କରିଥିଲେ। ଏହି ଧାରାବାହିକଗୁଡିକ ତାଙ୍କୁ ଛୋଟ ପରଦାରେ ସ୍ବତନ୍ତ୍ର ପରିଚୟ ଆଣିଦେଇଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ସଫଳ ଧାରାବାହିକ ଦର୍ଶକଙ୍କୁ ଭେଟିଦେଇ ଚାଲିଛନ୍ତି। ତାଙ୍କ ସଫଳ ଧାରାବାହିକ ମଧ୍ୟରେ ରହିଛି ‘କ୍ୟୁଁ କି ଶାସ ଭି କଭି ବୋହୂ ଥୀ’, ‘କାହାନୀ ଘର୍‌ ଘର୍‌ କି’, ‘କସୌଟି ଜିନ୍ଦେଗୀ କି’, ‘କହିଁ ତୋ ହୋଗା’, ’କୁଟୁମ୍ବ’ ।


Enter your email to get our daily news in your inbox.

All Right Reserved By Dharitri.Com

ଇବ୍ରାହିମଙ୍କ କାନ୍ଧରେ ବସି ମୌସୁମୀର ମଜା ନେଉଛନ୍ତି ସାରା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ସାରା ଅଲି ଖାଁ ଏବେ ଖୁବ୍‌ ଚର୍ଚ୍ଚାରେ। ମଝିରେ ମଝିରେ ସେ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଶେୟାର...

ମା’ ହେଲେ ଶ୍ରେୟା

ବଲିଉଡ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର ଶ୍ରେୟା ଘୋଷାଲ ଓ ସ୍ବାମୀ ଶିଳାଦିତ୍ୟ ମୁଖୋପାଧ୍ୟାୟ ଶନିବାର ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଶ୍ରେୟା ମା’ ହେବା...

କପିଲଙ୍କ ବଲ୍‌ରେ ଚୌକା ଛକା ମାରିଲେ କରିନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିନା କପୁର ବର୍ତ୍ତମାନ ରିୟଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭’ରେ ବିଚାରକ ଭାବେ ନଜର ଆସିଛନ୍ତି। ବିଚାରକ ହୋଇ ଶୋ’ରେ ସେ...

ମୁହଁ ଲୁଚାଇ ଇଦ୍‌ ପାଳିଲେ ସାରା-କାର୍ତ୍ତିକ

ମୁମ୍ବାଇ,୬।୬: ବି ଟାଉନର ଚର୍ଚ୍ଚିତ ଯୋଡି ସାରା ଅଲ୍ଲୀ ଖାଁ ଓ କାର୍ତ୍ତିକ ଆର୍ୟନ ଏବେ ପୁଣି ଚର୍ଚ୍ଚା ପରିସରକୁ ଚାଲି ଆସିଛନ୍ତି। ବୁଧବାର ଇଦ୍‌...

ଅଭିନେତ୍ରୀଙ୍କ ଡ୍ୟାନ୍ସ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଏବେ ଇନଷ୍ଟାଗ୍ରାମରେ ଏକ ବୋଲ୍ଡ ଭିଡିଓ ଶେୟାର କରି ପୁଣି ଚର୍ଚ୍ଚାକୁ...

‘କଜରାରେ’ ଗୀତରେ ନାଚିବାକୁ ପସନ୍ଦ କରନ୍ତି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ମନପସନ୍ଦର ଗୀତ ହେଉଛି ‘କଜରାରେ’। ଏହି ଗୀତରେ ସେ ନାଚିବାକୁ ମଧ୍ୟ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ୟସ୍‌ରାଜ ଫିଲ୍ମସ୍‌ର...

ଏବେ ଓଟିଟିରେ ଉପଲବ୍ଧ ‘ସୀତା ରାମମ୍‌’

ମୁମ୍ବାଇ: ସାଉଥ୍‌ ଅଭିନେତା ଦୁଲକୀର ସଲମାନ, ରଶ୍ମିକା ମନ୍ଦାନା ଏବଂ ମୃଣାଳ ଠାକୁରଙ୍କ ଅଭୀନିତ ଫିଲ୍ମ‘ସୀତା ରାମମ୍‌’ ଏବେ ଚର୍ଚ୍ଚାରେ। ଏହି ଫିଲ୍ମଟି ଦର୍ଶକଙ୍କ ମନକୁ...

‘ସିନେମାର କାହାଣୀ ଭଳି ମୋ ଜୀବନ’

ମୁମ୍ବାଇ: କୋଲକାତାର ରେଳଷ୍ଟେଶନ୍‌ରେ ସିନେମା ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ମୁମ୍ବାଇ ସଂଗୀତ ଜଗତର ଅନ୍ୟତମ ସେଲିବ୍ରିଟି। ତାଙ୍କ ଗାୟନ ଶୈଳୀକୁ...

Advertisement
Archives

Model This Week