ପାଟପୁର,୧୬ା୪- ପାଟପୁର ଥାନା ଅଞ୍ଚଳରେ ସନ୍ଦେହଜନକ ଭାବେ ବୁଲୁଥିବା ୨ ସଂଖ୍ୟାଲଘୁ ଯୁବକଙ୍କୁ ପାଟପୁର ପୋଲିସ ଧରି ପ୍ରଶାସନ ଜରିଆରେ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଛି। ପାଟପୁର ଗ୍ରାମରେ ଜଣେ ବିହାର ଓ ଜଣେ ଯାଜପୁର ଜିଲାର ସଂଖ୍ୟାଲଘୁ ଯୁବକ ବେଡ଼ସିଟ ଓ କପଡା ଧରି ବିକୁଥିବା ଖବର ଖବର ପାଇ ପାଟପୁର ଉଭୟଙ୍କୁ ଥାନାକୁ ଆଣି ଜେରା କରିଥିଲା। ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଆଡ଼ପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରାପିଡ୍ ରେଷ୍ଟୋର ଟିମ୍ ଅନୁସନ୍ଧାନ ପରେ ତହସିଲଦାର ଅମିତ କୁମାର ନାୟକ, ବିଡ଼ିଓ ଗାୟତ୍ରୀଦତ୍ତ ନାୟକଙ୍କ ଜରିଆରେ ୧୪ ଦିନିଆ କ୍ୱାରାଣ୍ଟାଇନକୁ ପଠାଇଥିଲେ।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ View All

ବିଧାନସଭାରେ ଖୋଲିଲା ନିୟନ୍ତ୍ରଣ କକ୍ଷ
ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିିବା ପାଇଁ ଲକ୍ଡାଉନ ଜାରି ରହିଛି। ଓଡ଼ିଆ ଶ୍ରମିକ, କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ଭାରତର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନେ...

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; ପିଲାଙ୍କୁ ନେଇ ଚିନ୍ତା
ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

୧୬ ଦିନ ହେଲା ନ୍ୟାୟ ଅପେକ୍ଷାରେ ଗଣବଳାତ୍କାର ପୀଡ଼ିତା
ବରଗଡ଼ ଅଫିସ୍,୨୭।୮: ବରଗଡ଼ ଜିଲା ଗାଇସିଲେଟ ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଘରପୋଡ଼ି ମାମଲା ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ...

କରୋନାର ନୂଆ ସ୍ବରୂପ: ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ,୨୩।୧୨: କରୋନା ଭୂତାଣୁର ନୂଆ ସ୍ବରୂପ ନେଇ ଦିଲ୍ଲୀ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ବ୍ରିଟେନ୍ରୁ ଦିଲ୍ଲୀ ଫେରିଥିବା ଲୋକଙ୍କର ଯାଞ୍ଚ୍...

ମଦ ଦୋକାନ ବନ୍ଦ ଲାଗି ଅଣ୍ଟା ଭିଡିଲେ ମହିଳା
ଆସିକା,୧୭।୫(ଡି.ଏନ୍.ଏ.)- ଆସିକା ବ୍ଲକ ହରିଡାପଦର ଗ୍ରାମର ଅସବର୍ଣ୍ଣ ବସ୍ତିରେ ଏକ ଚୋରା ମଦ ଦୋକାନକୁ କେନ୍ଦ୍ର କରି ଶୁକ୍ରବାର ସମ୍ପୃକ୍ତ ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ...

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ଭବାନୀପାଟଣା,୨୪।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅର୍ନ୍ତଗତ ସିଂଝରଣ ଗ୍ରାମରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସିଂଝରଣ ଗ୍ରାମର...

ମାସେ ହେଲା ମଣ୍ଡିରୁ ଉଠୁନି ଧାନ
କେସିଙ୍ଗା, ୧୩।୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରେ ଦୀର୍ଘ ମାସେ ହେଲା ଧାନ ପଡିରହିଛି। ଚାଷୀମାନେ ଶୀତ କାକରରେ ଦିନରାତି ମଣ୍ଡିରେ ଜଗି...

ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭଦ୍ରକ ଅଫିସ, ୨୨।୫: ଗୁରୁବାର ଭୋଟ ଗଣତି। ଏହାକୁ ଠିକ୍ ଭାବେ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିଲାଗି ଜିଲା...