୨ ଶିକ୍ଷକଙ୍କ ଦରମା ବନ୍ଦ

ଚମ୍ପୁଆ, ୧ା୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଜିଲା ଶିକ୍ଷା ଅଧିକାରୀଙ୍କ ମନିଟରିଂ ପରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଥିବା ଜଣାପଡିଛି। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ନାଏକ ୧ ମାସର ଦରମା ବନ୍ଦ ରଖିଛନ୍ତି। ଉଲ୍ଲେଖନୀୟ ଯେ, ଗତ ୨୮ ତାରିଖରେ ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଅଚାନକ ଗସ୍ତ କରି ସେଠାରେ କିଭଳି ପାଠ ପଢାଯାଉଛି ଅନୁଧ୍ୟାନ କରିଥିଲେ। ଊପର କ୍ଲାସର ଛାତ୍ରମାନଙ୍କୁ ତଳ କ୍ଲାସର ପାଠ ଆସୁ ନ ଥିବା ଏବଂ ଛାତ୍ରମାନଙ୍କ ମଧ୍ୟରେ ପୁସ୍ତକ ପଢିବାର ଦକ୍ଷତା ନ ଥିବା ଜାଣି ସେ ବିରକ୍ତି ପ୍ରକାଶ କରିଥିଲେ। ଏ ନେଇ ଉକ୍ତ ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ ଓ ଶିକ୍ଷୟିତ୍ରୀ ଶାନ୍ତିଲତା ଗିରିଙ୍କ ୧ ମାସର ଦରମା ବନ୍ଦ କରାଯାଇଥିବା ଶିକ୍ଷା ବିଭାଗ ସୂତ୍ରରୁ ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ: ନୂଆପଡାକୁ ହରାଇ କୋମନା ଚାମ୍ପିୟନ

କୋମନା,୨୬।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି।...

ଏସିଆନ୍‌ କୋଚ୍‌ ଭାବେ ଏହେସାସ ହୋତାଙ୍କ ସଫଳତା

ବୀରମହାରାଜପୁର, ୧୦।୬ (ଡି.ଏନ୍‌.ଏ): ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା କ୍ଷେତ୍ରରେ ଲଗାତର ପାରଦର୍ଶିତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଯୁବ କ୍ରୀଡାବିତ୍‌...

ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ

ଭଦ୍ରକ ଅଫିସ/ ଭୁବନେଶ୍ୱର ୨୮ା୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଭଦ୍ରକ ଜିଲା ନଳାଙ୍ଗରୁ ସୋମବାର ଗିରଫ...

ପୋଖରୀରେ ପଡ଼ି ଶିଶୁପୁତ୍ର ମୃତ

ସୋର,୧୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ମଧୁସୂଦନପୁର ପଞ୍ଚାୟତର କୁରୁଣିଆ ଗ୍ରାମର ମାମୁଁ ରମାକାନ୍ତ ମହାକୁଡ଼ଙ୍କ ଘରକୁ ବୁଲିବାକୁ ଆସି ୩ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି...

ଭୋଜି ରନ୍ଧାକୁ ବନ୍ଦ କଲା ପ୍ରଶାସନ, ୫ ହଜାର ଟଙ୍କା ଜରିମାନା

ଦାରିଙ୍ଗବାଡ଼ି,୨୫।୫(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ତ୍ତମାହା ପଞ୍ଚାୟତ କେର୍କେବାଡ଼ିର ଏକ ଜଙ୍ଗଲ ପାହାଡ଼ ନିକଟରେ ଭୋଜି ଚାଲିଥିବା ଖବର ପାଇ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ...

ଉଚ୍ଛେଦ ହେଲା ପରିତ୍ୟକ୍ତ ସ୍କୁଲ ଗୃହ

ଅନୁଗୋଳ ଅଫିସ, ୧୩।୫: ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦର ସମ୍ମୁଖରେ ଥିବା ବଜାରପଡ଼ା ବିଦ୍ୟାଳୟର ପରିତ୍ୟକ୍ତ ଗୃହକୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଉକ୍ତ ଜାଗାକୁ ପ୍ରଶାସନ ହାତକୁ...

ଆଇନଜୀବୀଙ୍କୁ ଦୁର୍ବ୍ୟବହାର ନେଇ ବିବାଦ ତେଜୁଛି

ନୟାଗଡ଼ ଅଫିସ,୨୬।୫:ନୟାଗଡ଼ ଜିଲା ରଣପୁର ଖମାରସାହିର ଲିତାଞ୍ଜଳି ସାହୁ(୫୨) ନାମ୍ନୀ ଜଣେ ମହିଳା ଆଇନଜୀବୀଙ୍କୁ ରଣପୁର ତହସିଲଦାର ର୍ଦୁବ୍ୟବହାର କରିବା ଘଟଣା ବିବାଦୀୟ ହୋଇପଡିଛି ।...

ହୋଟେଲ, ପାନ୍ଥନିବାସରେ କ୍ବାରାଣ୍ଟାଇନ ବ୍ୟବସ୍ଥା

ପୁରୀ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସହରସ୍ଥ ୨ଟି ଘରୋଇ ହୋଟେଲ ଏବଂ ପାନ୍ଥନିବାସରେ ପେଡ୍‌ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି।...

Advertisement
Archives

Model This Week