୨ ଶହ ଫୁଟ ପାଣି ତଳୁ ମିଳିଲା ୧୪୧ ବର୍ଷ ତଳେ ନିଖୋଜ ହୋଇଥିବା ୨ ଜାହାଜ

ଲାସିଙ୍ଗ୍‌,୨୨।୯: ଆମେରିକା ମିସିଗାନ୍‌ରେ ୨ ଶହ ଫୁଟ ପାଣି ତଳୁ  କୋଇଲା ବୋଝେଇ ୨ ଜାହାଜର ସନ୍ଧାନ ମିଳିଛି। ୧୪୧ ବର୍ଷ ତଳେ ୧୮୭୮ରେ ଜାହାଜ ୨ଟି ନିଖୋଜ ହୋଇଯାଇଥିଲେ। ଜାହାଜ ଗୁଡ଼ିକର ସନ୍ଧାନ ପାଇଁ ଗତ ୧୦ ବର୍ଷ ଧରି ଖୋଜା ଖୋଜି ଆରମ୍ଭ ହୋଇଥିଲା। ଜାହାଜ ୨ଟିରେ ଜଣେ ଜଣେ କ୍ୟାପଟେନ୍‌ ସହିତ ଅନ୍ୟ ୨ ଜଣ ଲେଖାଏଁ କର୍ମଚାରୀ ଥିଲେ। ତେବେ କେଉଁ କାରଣରୁ ଜାହାଜ ୨ଟି ପାଣିରେ ବୁଡ଼ିଯାଇଥିଲା ଏବେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଜାହାଜ ୨ଟିର ଲମ୍ବା ଯଥାକ୍ରମେ ୧୬୧ ଫୁଟ ଓ ୧୪୩ ଫୁଟ ଥିଲା। ଏହି ଜାହାଜ ୨ଟିର ନାମ ଯଥାକ୍ରମେ ପେଶେଟିଗୋ ଏବଂ ସେଣ୍ଟ୍‌ ଏଣ୍ଡ୍ରୟୁଜ୍‌ ଥିଲା ବୋଲି ଐତିହାସିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ...

ଆଜି ସିରିଶାଙ୍କ ମହାକାଶ ଯାତ୍ରା

ଭାରତୀୟ ବଂଶୋଦ୍ଭବ ସିରିଶା ବାନ୍ଦଲା ରବିବାର ଆମେରିକୀୟ ବିଲିୟନେୟାର ତଥା ଭର୍ଜିନ ଗାଲାକ୍ଟିକ୍‌ ମାଲିକ ରିଚାର୍ଡ ବ୍ରାନସନ୍‌ଙ୍କ ସହ ନ୍ୟୁ ମେକ୍ସିକୋରୁ ମହାକାଶକୁ ଯାତ୍ରା କରିବେ।...

ପାକିସ୍ତାନ ସରକାରଙ୍କୁ ଡ୍ୟାନ୍ସର ଭରସା

ଇସ୍‌ଲାମାବାଦ,୯।୯: ପାକିସ୍ତାନ ଏବେ କାଙ୍ଗାଳ ହୋଇଯାଇଛି ବୋଲି ସାରା ବିଶ୍ୱରେ ଆଲୋଚନା ହେଉଛି। ଏଠାକାର ଅର୍ଥନୀତି ଏମିତି ବିଗିଡି ଯାଇଛି ଯେ ସାଧାରଣ ଜନତା ନାହିଁ...

କରାଚିରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ…

କରାଚି,୧୭।୭ : ସ୍ପାଇସଜେଟ ପରେ ଇଣ୍ଡିଗୋ ବିମାନ ଏବେ ପାକିସ୍ତାନରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ଯୋଗୁ ବିମାନଟିକୁ ପାକିସ୍ତାନର କରାଚିରେ ଅବତରଣ କରିଥିବା...

ପାକିସ୍ତାନରେ ଭାଙ୍ଗିଦେଲେ ଗଣେଶ ମନ୍ଦିର

ନୂଆଦିଲ୍ଲୀ, ୬।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଏକ ଗଣେଶ ମନ୍ଦିରକୁ ଶହ ଶହ ଲୋକ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ସେମିନାରିରେ ପରିସ୍ରା କରିବା ଅଭିଯୋଗରେ...

ପୁଲଓ୍ବାମା ଭଳି ଆକ୍ରମଣ ଘଟିବ

ଇସ୍‌ଲାମାବାଦ,୭ା୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ନୂଆଦିଲ୍ଲୀର ଏହି...

ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ଓଲେନା…

କ୍ୱିଭ୍‌, ୬।୩ : ଯେତେବେଳେ ୟୁକ୍ରେନ୍‌ ଉପରେ ଯୁଦ୍ଧର ସଙ୍କଟ ଦେଖାଦେଇଛି। ସେତେବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ତାଙ୍କ ସ୍ତ୍ରୀ ଓଲେନା...

‘ତୁମେ ପାକିସ୍ତାନର ହିରୋ’…

ଇସଲାମାବାଦ,୫ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ତାଙ୍କ ଡାହାଣ ଗୋଡରେ ଗୁଳି...

Advertisement
Archives

Model This Week