୨୭ ବର୍ଷରେ ଏତେ ବଦଳିଗଲେଣି ଅମିତାଭଙ୍କ ‘ଜୁମାଚୁମା’ ଗାର୍ଲ

ଅମିତାଭ ବଚ୍ଚନଙ୍କ ‘ଜୁମା ଚୁମା’ ଗାର୍ଲଙ୍କୁ କେହି ବି ଭୁଲିପାରିବେ ନାହିଁ। ୧୯୯୧ରେ ଆସିଥିବା ଫିଲ୍ମ ‘ହମ୍‌’ରେ ବୋଲ୍ଡ ସିନ୍‌ ଦେଇଥିଲେ ଏହି ଅଭିନେତ୍ରୀ। ସେ ଆଉ କେହି ନୁହନ୍ତି, କିମି କାଟ୍‌କର ହେଉଛନ୍ତି ବିଗ୍‌ ବିଙ୍କ ‘ଜୁମା ଚୁମା’ ଗାର୍ଲ।

ଆଜି ଅର୍ଥାତ ବୁଧବାର ତାଙ୍କର ୫୪ତମ ଜନ୍ମଦିବସ। କିମି କାଟ୍‌କର ୮୦-୯୦ ଦଶକରେ ବୋଲ୍ଡ ହିରୋଇନ୍‌ଙ୍କ ମଧ୍ୟରୁ ଜଣେ। ୧୯୮୫ରେ ଫିଲ୍ମ ‘ପଥର ଦିଲ୍‌’ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ତାଙ୍କୁ ‘Adventures of Tarzan’ରେ ମୁଖ୍ୟ ଭୂମିକା ମିଳିଥିଲା। ଫିଲ୍ମଟି ଫ୍ଲପ୍‌ ହୋଇଥିଲେ ମଧ୍ୟ କିମିଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଫିଲ୍ମରେ ସେ ଏତେ ବୋଲ୍ଡ ସିନ୍‌ ଦେଇଥିଲେ ଯେ, ତାଙ୍କୁ ସେକ୍ସି ହିରୋଇନ୍‌ ଭାବେ ସମସ୍ତେ ଜାଣିଗଲେ। ଏହି ଫିଲ୍ମ ପରଠାରୁ କିମିଙ୍କ ଭାଗ୍ୟ ବଦଳିଗଲା। ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ତାଙ୍କ ନିକଟକୁ ଆସିଲା। ‘ଜୈସି କର୍‌ନୀ ଉସ୍‌ସେ ଭରନୀ’, ‘ଗୈର କାନୁନି’, ‘ମେରା ଲହୁ’ ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି।

୧୯୯୧ରେ ଅମିତାଭଙ୍କ ସହ ଅଭିନୟ କରିଥିବା ‘ହମ୍‌’ ଫିଲ୍ମ ସବୁଠୁ ହିଟ୍‌ ହୋଇଥିଲା। ଏହା ପରଠାରୁ କିମି ଫିଲ୍ମ ଲାଇନ୍‌ରୁ ଦୂରେଇ ଗଲେ। କାରଣ ୧୯୯୨ରେ ସେ ଫଟୋଗ୍ରାଫର ତଥା ଆଡ୍‌ ଫିଲ୍ମ ମେକର ଶାନ୍ତନୁ ଶୌରୀଙ୍କୁ ବିବାହ କରିନେଲେ। ବିବାହ ପରେ ସେ ମେଲବର୍ଣ୍ଣ ଚାଲିଗଲେ। ତାଙ୍କର ସିଦ୍ଧାର୍ଥ ନାମକ ଜଣେ ପୁଅ ଅଛନ୍ତି। କିମି ଏବେ ସପରିବାର ପୁନେରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଫେରିଲା ପିସିଙ୍କ ଝିଅ. ଫାଷ୍ଟ ଲୁକ୍ ଶେୟାର କଲେ ଦମ୍ପତି

ମୁମ୍ବାଇ: ମଦର୍ସ ଡେ’ ସମସ୍ତ ମାଆ ଓ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ । ହେଲେ ଚଳିତ ବର୍ଷ ଏହି ଦିନ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା...

ପୁଅର ନାଁ ଘୋଷଣା କଲେ ଗୀତା

ଅଭିନେତ୍ରୀ ଗୀତା ବାସ୍‌ରା ତାଙ୍କ ନବଜାତ ପୁତ୍ରର ନାମ ପ୍ରକାଶ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଗୀତା ତାଙ୍କ ଝିଅ ହିନାୟା ହୀର୍‌...

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି। ବଲିଉଡ୍‌...

ମେଡ୍‌ ଇନ୍‌ ଓଡ଼ିଶା

‘ମେଡ୍‌ ଇନ୍‌ ଚାଇନା’ ନୁହେଁ କି ‘ମେଡ୍‌ ଇନ୍‌ ୟୁଏସ୍‌ଏ’ ନୁହେଁ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହା ସମ୍ପୂର୍ଣ୍ଣଭାବେ ‘ମେଡ୍‌ ଇନ୍‌ ଓଡ଼ିଶା’ ପ୍ରଡକ୍ଟ। କୌଣସି...

‘ଯଦି ମୋ ସହିତ କିଛି ଘଟେ, ନାନା ପାଟେକର ଦାୟୀ ରହିବେ’, ଏଭଳି କାହିଁକି କହିଲେ ଅଭିନେତ୍ରୀ?

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ୨୦୧୮ରେ ସୋସିଆଲ ମିଡିଆରେ ମିଟୁ ହ୍ୟାସଟ୍ୟାଗ ଆରମ୍ଭ କରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରଦେଇଥିଲେ। ଯେଉଁଥିରେ ସେ ବଡ଼ ଖୁଲାସା କରିଥିଲେ।...

କିଲି ପଲ୍‌ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା

ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ...

କେବିସି ମଞ୍ଚରେ ଭାବୁକ ହେଲେ ଅମିତାଭ, ଆଖି ହେଲା ଓଦା

ମୁମ୍ବାଇ: ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ। ୭୭ ବର୍ଷରେ ପାଦ ଦେବେ ବିଗ୍‌ ବି। ଏହି ଦିନଟକୁ ଆହୁରୀ...

ଧନୁଷଙ୍କୁ ସମନ କଲେ ମାଡ୍ରାସ ହାଇକୋର୍ଟ

ମାଡ୍ରାସ,୩।୫: ମାଡ୍ରାସ ହାଇକୋର୍ଟରେ ଜାଲ୍‌ ପ୍ରମାଣପତ୍ର ଦାଖଲ କରିବା ଅଭିଯୋଗରେ ମଙ୍ଗଳବାର କୋର୍ଟଙ୍କ ପକ୍ଷରୁ ସାଉଥ୍‌ ସୁପରଷ୍ଟାର ଧନୁଷଙ୍କୁ ସମନ ଜାରି କରାଯାଇଛି। ମାଡ୍ରାସର ଏକ...

Advertisement
Archives

Model This Week