୨୪୦ ଚକା ବିଶିଷ୍ଟ ଟ୍ରକ୍‌ରେ ବୁହାହୋଇ ବନ୍ଦରରେ ପହଞ୍ଚିଲା ଜାକି ଚାନ୍‌ଙ୍କ ସୁପରୟାଚ୍‌: ଦାମ୍‌ ୩୧୫ କୋଟି

ବେଜିଂ,୧୫।୭: ଚାଇନାର ମାର୍ଶାଲ ଆର୍ଟ ଅଭିନେତା ଜାକି ଚାନ୍‌ଙ୍କ ସୁପରୟାଚ୍‌ ସ୍ଥାନୀୟ ଜିଙ୍ଗଲୋଗ୍‌ ସ୍ଥିତ ବନ୍ଦରରେ ପହଞ୍ଚିଛି। ଏହାକୁ ୨୪୦ ଚକା ବିଶିଷ୍ଟ ଟ୍ରକ୍‌ ଦ୍ୱାରା ବୁହାହୋଇ ଅଣାଯାଇଛି। ଏହାର ଲମ୍ବ ୪୬.୫ ମିଟର ଥିବାବେଳେ ଉଚ୍ଚତା ୨୨ ମିଟର ରହିଛି। ଏହାର ଦାମ୍‌ ୩୧୫ କୋଟି ଟଙ୍କା ଥିବା କୁହାଯାଉଛି। ଅଭିନେତା ଜାକି ଚାନ୍‌ଙ୍କ ଉପସ୍ଥିତିରେ ଏହାକୁ ସମୁଦ୍ରରେ ଭସା ଯାଇଥିଲା। ଏହା ଘଣ୍ଟା ପ୍ରତି ୪୪ କିଲୋମିଟର ବେଗରେ ଗତି କରିବାକୁ ସକ୍ଷମ। ଏହାକୁ ଡଚ୍‌ କମ୍ପାନୀ ନେବଲ ଆର୍କିଟେକଚର୍‌ ଦ୍ୱାରା ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା କୌଣସି ମ୍ୟାଜିକ ନୁହେଁ: ଡବ୍ଲୁଏଚ୍‌ଓ

ଓ୍ବାଶିଂଟନ,୧୦।୮: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଏକ ଚେତାବନୀ ଦେଇ କହିଛି କରୋନା ଭାଇରସର ଟିକା ବା ଭ୍ୟାକ୍ସିନ କୌଣସି ମ୍ୟାଜିକ ନୁହେଁ। ଏହା ଯେଉଁ ମାସରେ...

ବିନା ଚାଳକରେ ବୋମା ବର୍ଷା କରିବ ଟ୍ୟାଙ୍କ

ମସ୍କୋ,୧।୩: ଧୀରେଧୀରେ ଯୁଦ୍ଧକୁ ଆଧୁନିକ କରାଯିବାର ପ୍ରୟାସ ଜାରି ରହିଛି। ଏହି ମର୍ମରେ ରଷିଆ ଏହାର ଟି-୧୪ ଆର୍ମଟା ଟ୍ୟାଙ୍କକୁ ସ୍ବୟଂଚାଳିତ କରିବା ଲାଗି ଯୋଜନା...

ଚାଇନାକୁ ବଡ଼ ସଫଳତା: ମଙ୍ଗଳରେ ପହଞ୍ଚିଲା ଝୁରୋଙ୍ଗ ରୋଭର…

ବେଜିଂ,୧୫।୫: ମଙ୍ଗଳ ଯାତ୍ରାରେ ଚାଇନାକୁ ବଡ଼ ସଫଳତା ମିଳିଛି। ଚାଇନାର ଝୁରୋଙ୍ଗ ରୋଭର ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର ଭାରତୀୟ ସମୟ...

ଜାତିସଂଘରେ ଚ୍ୟାଲେଞ୍ଜ କରିବ ପାକିସ୍ତାନ

ନୂଆଦିଲ୍ଲୀ ,୬ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଭାରତ ସରକାର ସମ୍ବିଧାନର ୩୭୦ ଓ ୩୫ଏ ଧାରା ଉଚ୍ଛେଦ କରିବା ପରେ ଏହାକୁ ନେଇ ପାକିସ୍ତାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା...

ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜୋ ବିଡେନଙ୍କ ନାମ ଘୋଷଣା କଲା ଡେମୋକ୍ରାଟିକ ପାର୍ଟି

ଓ୍ବାଶିଂଟନ,୬।୬: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ ପାର୍ଟି, ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ନାମ ଔପଚାରିକ ଭାବେ ଘୋଷଣା କରିଛି। ଶୁକବ୍ରାର ରାତିରେ ଏକ...

ଚାଇନା ଉପରେ ମାଡ଼ି ଆସିଲା ବିପଦ: କରୋନା ପରେ ଏବେ ନୂଆ ସଂକ୍ରମଣ

ବେଜିଂ, ୬।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଉପରେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଛି। ଏଠାରେ ନୂଆ ସଂକ୍ରମଣରେ ୬୦...

ଚାଇନା ମାଟି କାରଖାନାରେ ବିସ୍ଫୋରଣ: ୨୩ ଶ୍ରମିକ ମୃତ; ୧୩୦ରୁ ଅଧିକ ଆହତ

ଖାର୍ତୁମ୍‌,୪।୧୨: ସୁଦାନରେ ଏକ ଚାଇନା ମାଟି କାରଖାନାରେ ବିସ୍ଫୋରଣ ଘଟି ୨୩ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ରାଜଧାନୀ ଖାର୍ତୁମ ନିକଟରେ ଥିବା କାରଖାନାରେ ଏଭଳି ଘଟିଛି।...

ବାଟହୁଡ଼ା ପିଲାଦିନ: ପୃଥିବୀରେ ୬୯ କୋଟି ଶିଶୁ ଅବହେଳିତ

ଓ୍ବାଶିଂଟନ, ୬।୬: ପୃଥିବୀର ୧୭୬ ଦେଶରେ ଶିଶୁଙ୍କ ପିଲାଦିନ ବାଟ ହୁଡ଼ିଛି। ପ୍ରାୟ ୬୯ କୋଟି ଶିଶୁଙ୍କର ପିଲାଦିନ ହଜିଯାଇଥିବା ସେଭ୍‌ ଦି ଚିଲଡ୍ରେନ୍‌ ସଂସ୍ଥା...

Advertisement


Archives

Model This Week

Why Dharitri