Posted inଫୁରସତ

୨୦୧୯ରେ ଭାରତର ୧୦ ଧନୀ ରାଜ୍ୟ

ଭାରତ ସର୍ବଦା ସଂସ୍କୃତି ଏବଂ ଅର୍ଥବ୍ୟବସ୍ଥା ସହିତ ଯୋଡ଼ି ହୋଇରହିଛି। ଭାରତର କିଛି ରାଜ୍ୟ ସମୃଦ୍ଧିଶାଳୀ ଭାବେ ପରିଗଣିତ। ଯେଉଁ ରାଜ୍ୟର ବାର୍ଷିକ ଆୟ ଯେତେ ଅଧିକ ତା’ର ସେତିକି ପ୍ରଗତି ହୋଇଥାଏ। ଏକ ଆକଳନରୁ ଜଣାପଡ଼ିଛି, ବାର୍ଷିକ ଆୟ ହିସାବରେ ଭାରତରେ ୧୦ଟି ରାଜ୍ୟ ଧନୀ। ଜାଣନ୍ତୁ ଏ ସମ୍ପର୍କରେ …
ମହାରାଷ୍ଟ୍ର : ଏହାର ରାଜଧାନୀ ମୁମ୍ବାଇକୁ ଭାରତର ଆର୍ଥିକ ରାଜଧାନୀ କୁହାଯାଏ। ବ୍ୟାପକ ସୂଚନା ପ୍ରାଦ୍ୟୋଗିକ (ଆଇଟି) ଉଦ୍ୟୋଗ କ୍ଷେତ୍ରରେ ଏହା ସବୁଠୁ ଆଗରେ। ମହାରାଷ୍ଟ୍ରର ବାର୍ଷିକ ଆୟ ୨୫.୩୫ ଲକ୍ଷ କୋଟି।

ତାମିଲନାଡୁ : ଐତିହାସିକ ମନ୍ଦିର ଏବଂ ଅଦ୍ଭୁଦ ଖାଦ୍ୟପେୟ ପାଇଁ ତାମିଲନାଡୁ ପ୍ରସିଦ୍ଧ। ଏଠାରେ ସାକ୍ଷରତା ହାର ଅଧିକ। ଏଥିପାଇଁ ଏହାକୁ ‘ମଡେଲ ରାଜ୍ୟ’ କୁହାଯାଏ। ଏହାର ବାର୍ଷିକ ଆୟ ୧୩.୩୯ ଲକ୍ଷ କୋଟି।
କର୍ନାଟକ : ଏହାର ପ୍ରାଥମିକ କେନ୍ଦ୍ର ବେଙ୍ଗାଲୁରୁ ଦେଶର ସବୁଠୁ ବିକାଶଶୀଳ। ଏଠାରେ ଏକ ବିଶାଳ ଆଇଟି ଉଦ୍ୟୋଗ ରହିଛି। ଏହାର ବାର୍ଷିକ ଆୟ ୧୨.୮୦ କୋଟିରୁ ଊର୍ଦ୍ଧ୍ୱ।
ଗୁଜରାଟ : ଏହାଦେଶର ସବୁଠୁ ପ୍ରଭାବଶାଳୀ ରାଜ୍ୟ। ଏହାର ବର୍ତ୍ତମାନ ବାର୍ଷିକ ଆୟ ୧୨.୭୫ ଲକ୍ଷ କୋଟି। ଗୁଜରାଟକୁ ବ୍ୟବସାୟର ଅନୁକୂଳ ରାଜ୍ୟ କୁହାଯାଏ।

ପଶ୍ଚିମବଙ୍ଗ : କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଢାଞ୍ଚାଗତ ଗୁଣବତ୍ତାରେ ବୃଦ୍ଧି ଘଟୁଛି । ଏହାର ବାର୍ଷିକ ଆୟ ୯.୨୦ ଲକ୍ଷ କୋଟି।
ରାଜସ୍ଥାନ : ଏହାର ବର୍ତ୍ତମାନ ବାର୍ଷିକ ଆୟ ୭.୫୦ ଲକ୍ଷ କୋଟି। ରାଜସ୍ଥାନର ମୁଖ୍ୟ ଆୟ ପର୍ଯ୍ୟଟନ କ୍ଷେତ୍ରରୁ ହୋଇଥାଏ। ସେହିପରି କେରଳ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶର ବାର୍ଷିକ ଆୟ ଯଥାକ୍ରମେ ୭.୪୮ ଲକ୍ଷ କୋଟି, ୭.୫୦ ଲକ୍ଷ କୋଟି ଏବଂ ୭.୩୫ ଲକ୍ଷ କୋଟି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ନାଗ ସାପ, ଖୋଲିବା ମାତ୍ରେ କଲା ସୁ ସୁ ଗର୍ଜନ, ଭିଡିଓ ଦେଖିଲେ…

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ସାଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ବ୍ୟାଗରୁ ହଠାତ୍‌ ଏକ ସାପ ବାହାରିଲା। ବିଷାକ୍ତ ସାପ ଦେଖିବା ପରେ…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ଶାଳୀଙ୍କୁ ନେଇ ଫେରାର ହୋଇଯାଉଥିଲେ ଭିଣୋଇ: ବାଟରେ ଘଟିଲା…

ଭୋପାଳ,୧୬।୭:ମଧ୍ୟପ୍ରଦେଶର ମୋରେନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କ ଯୋଗୁ ସର୍ବସାଧାରଣରେ ନିର୍ମମ ଦଣ୍ଡ ଦିଆଯାଇଥିଲା। ଜିଲାର କିଚୋଲ…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଜଙ୍ଗଲ ଉପରେ ଚାଲିଲା ବୁଲ୍‌ଡୋଜର, ସାମ୍ନାରେ ପାଚେରୀ ଭଳି ଠିଆ ହେଲା ଗଜରାଜ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଦୁନିଆରେ ପ୍ରତିଦିନ ଏମିତି କିଛି ଭିଡିଓ ସାମ୍ନାକୁ ଆସେ, ଯାହା ମଣିଷକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ। କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଜିମ୍‌ରେ ଜେଜେବାପା: ବଡି ଓ ଫିଟ୍‌ନେସ୍ ଦେଖି ତାଟକା ହେଲେ ସୋସିଆଲ ମିଡିଆ ୟୁଜର୍ସ, VIDEO ଦେଖିଲେ ଆପଣ ବି…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ ମଜାଦାର ହୋଇଥିବା ବେଳେ କିଛି ଭିଡିଓ ଦେଖିଲେ ଆଖି ଖୋସି…

ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri