୧୫ ଦିନରେ ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ଏଥିରୁ ୪ କପ୍‌ ପିଇବା ଉଚିତ୍‌

ୟୁନିଭର୍‌ସିଟି ଇଲିନୋଇସ୍‌ର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି, କଫିର ଯେତିକି ଓଜନ କମାଇବା କ୍ଷମତା ରହିଛି ଅନ୍ୟ କୌଣସି ପାନୀୟରେ ନାହିଁ। କଫି ଶରୀରରେ କୋଲେଷ୍ଟରଲ ମାତ୍ରା ନିୟନ୍ତ୍ରଣ କରିଥାଏ। ଅତ୍ୟଧିକ ମିଠାଯୁକ୍ତ ଖାଦ୍ୟ କିମ୍ବା ଫ୍ୟାଟ୍‌ ଥିବା ଖାଦ୍ୟ ଗ୍ରହଣ କରିଥିଲେ କଫି ପିଇବା ପରେ ଏହା ଶରୀରରେ ନିୟନ୍ତ୍ରଣ ରକ୍ଷା କରିଥାଏ। ଏହା ସହିତ ଓଜନ ମଧ୍ୟ କମିଥାଏ।

ଗବେଷଣାରୁ ଜଣାପଡ଼ିଛି, କଫି ଆମ ଶରୀରରୁ ୨୦-୪୦ ପ୍ରତିଶତ ଫ୍ୟାଟ୍‌ ଅଂଶ କମ୍‌ କରିଥାଏ। ଫଳରେ କଫି ପିଇବା ଶରୀର ପାଇଁ ଲାଭଦାୟକ। ଯଦି ୧୫ ଦିନରେ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ୪ କପ୍‌ କଫି ପିଇବା ଉଚିତ୍‌ ବୋଲି ଇଲିନୋଇସ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞ ଗବେଷଣା କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରେ ଭିଟାମିନ୍‌ ‘ଡି’

ଭିଟାମିନ୍‌ ‘ଡି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଭିଟାମିନ୍‌ ‘ଡି’ଯୁକ୍ତ ଖାଦ୍ୟ ଖାଇଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରିଥାଏ ବୋଲି ଏକ...

ସୁସ୍ଥ ରହିବା ପାଇଁ ସନ୍ତୁଳିତ ଜୀବନଶୈଳୀ

ପୃଥିବୀପୃଷ୍ଠରେ ବସବାସ କରୁଥିବା ମନୁଷ୍ୟଙ୍କ ପାଇଁ ସୁସ୍ଥ ତଥା ନୀରୋଗ ଜୀବନଯାପନ ନିମନ୍ତେ ଏକ ଜୀବନଶୈଳୀ ରହିଛି। ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର, ପାରମ୍ପରିକ ରୀତିନୀତିକୁ...

ଶ୍ୱାସରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଅରଖ ଫୁଲ

ଭଗବାନ ଶିବଙ୍କୁ ଅର୍ପଣ କରାଯାଉଥିବା ଅରଖ ଫୁଲର ବେଶ୍‌ ଉପକାରୀ ଗୁଣ ରହିଛି। ବିଭିନ୍ନ ରୋଗ ପାଇଁ ଏହି ଫୁଲ  ମହୌଷଧୀ ଭାବେ କାର୍ଯ୍ୟ କରେ।...

ଉଜ୍ଜ୍ୱଳ ତ୍ୱଚା ଲାଗି ବ୍ୟବହାର କରନ୍ତୁ କମଳା ଚୋପା

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା...

ଭାଗ୍ୟ ବଦଳାଇବ ଗୋଲାପ ଫୁଲ

ଫୁଲର ସୌନ୍ଦର୍ଯ୍ୟ କାହାକୁ ବା ଆକର୍ଷିତ ନ କରେ। ବିଶେଷକରି ଗୋଲାପ ଫୁଲ, ଯାହାକୁ କି ସ୍ନେହ ଓ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଏହି...

ଡାଇବେଟିସ୍‌ ଓ ଦୃଷ୍ଟିଶକ୍ତି

ଡାଇବେଟିସ ବା ମଧୁମେହକୁ ନୀରବ ଘାତକ ଭାବରେ ବିବେଚନା କରାଯାଏ। କାରଣ ଏହାଦ୍ୱାରା ଶରୀରର ଅଧିକାଂଶ ଅଙ୍ଗ ଆକ୍ରାନ୍ତ ହୋଇଥାଏ, ଯାହାଫଳରେ ପରବର୍ତ୍ତୀ ସମୟରେ ରୋଗୀ...

ଇଚ୍ଛାକୃତ ସମ୍ମାନ ମିଳୁନାହିଁ କି?

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ ନୀତିକୁ ଗ୍ରହଣ କରି ଜଣେ...

ଶରୀରର ଓଜନ କମ୍ କରିବା ପାଇଁ.. ..

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ଏକ ମୁଖ୍ୟ ସମସ୍ୟା ହୋଇ ଦେଖା ଦେଇଛି ମେଦବହୁଳତା । ଆଉ ଏହାକୁ କମାଇବାକୁ ଲୋକେ ଜିମ୍ ଯିବାଠାରୁ ଆରମ୍ଭ...

Advertisement
Archives

Model This Week