୧୫୦ କୋଟି କ୍ଲବରେ ‘ଭାରତ’

ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଦେଢଶହ କୋଟି କ୍ଲବରେ ସାମିଲ ହୋଇଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ ରିମେକ ‘ଭାରତ’ ଦେଶର ୪୦୦୦ ସିନେମା ଘରେ ପ୍ରଦର୍ଶିତ ହୋଇଥିବାବେଳେ ପ୍ରଥମ ସପ୍ତାହରେ ୧୫୦ କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ଲିଡ ରୋଲରେ ଅଛନ୍ତିା ଦିଶା ପଟାନୀଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଅଲ୍ଲୀ ଅବାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ବହୁ ରେକର୍ଡ ଭାଙ୍ଗିଛି। ଫିଲ୍ମରେ ସଲମାନଙ୍କୁ ସମ୍ପୂର୍ଣ୍ଣ ନୁଆ ଲୁକରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଫିଲ୍ମରେ ସଲମାନଙ୍କ ସହ , କ୍ୟାଟ୍ରିନା, ଜାକି ଶ୍ରଫ, ଦିଶା ପଟାନୀ, ନୋରା ଫତେହି, ସୁନୀଲ ଗ୍ରୋଭର ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଆକ୍ସନ ଅବତାର

ଓଲିଉଡ୍‌ରେ ବାବୁସାନ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ ‘ରୋମିଓ ଦ ଲଭରବୟ’ ଚଳଚ୍ଚିତ୍ରରୁ। ଇତି ମଧ୍ୟରେ ସେ ବେଶ୍‌ କେତୋଟି ସିନେମାରେ ଅଭିନୟ କରି...

୪୪ ବର୍ଷରେ ଅଭିଷେକ: ଐଶ୍ଚର୍ଯ୍ୟାଙ୍କ ସହିତ ପ୍ରେମକାହାଣୀ ଆରମ୍ଭ ହୋଇଥିଲା ଶୁଟିଂ ସେଟ୍‌ରୁ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅଭିଷେକ ବଚ୍ଚନ ବୁଧବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୭୬ ଫେବୃୟାରୀ ୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସୁପରଷ୍ଟାର...

ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି...

ଆଉ ଏକ ଓଡ଼ିଆ ସିନେମା: ତିତିଲି

ଆଞ୍ଜେନେୟା ମିଡିଆ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ଆଉ ଏକ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ତିତିଲି’। ପ୍ରଯୋଜକ ଶିଶିର ଦାସ ଏଥିରେ ଦୁଇ...

କରୋନାରୁ ସୁସ୍ଥ ହେଲେ ଜେନେଲିଆ

ମୁମ୍ବାଇ,୩୦।୮-ବଲିଉଡ ଅଭିନେତ୍ରୀ ଜେନେଲିଆ ଦେଶମୁଖ ଶନିବାର କରୋନାରୁ ସୁସ୍ଥ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ତିନି...

ଆଗାମୀ ଇଦ୍‌ରେ ଆସିବ ସଲମାନ୍‌ଙ୍କ ‘ରାଧେ’

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’ ଆଗାମୀ ଡିସେମ୍ବରରେ ରିଲିଜ୍‌ ହେବ। ତେବେ ଇତିମଧ୍ୟରେ ତାଙ୍କ ଅଭିନୀତ ଆଉ ଏକ ସିନେମା ‘ରାଧେ’ର...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

ହୋଟେଲରୁ ସାମ୍ପୁ ଚୋରି କରନ୍ତି ଦୀପିକା

ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦ୍ୟୁକୋନ୍‌ ହୋଟେଲରୁ ସାମ୍ପୁ ଚୋରି କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ତାଙ୍କର ଜଣେ ନିକଟ ବନ୍ଧୁ ସ୍ନେହା...

Coronavirus Update

Archives

Model This Week

Why Dharitri