ଭଦ୍ରକ ଅଫିସ, ୨୩।୫ – ୧୨ ରାଉଣ୍ଡରେ ଭଦ୍ରକ ଲୋକ ସଭାରେ ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ୯୦, ୬୩୩, ଭାଜପା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ୮୬,୧୦୦ ଓ କଂଗ୍ରେସ ପ୍ରାର୍ଥୀ ମଧୁମିତା ସେଠୀ ୩୯,୮୭୨ ଭୋଟ ପାଇଥିବା ଜଣାପଡ଼ିଛି।

୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଧାନ ଠକେଇ
ଖଇରା, ୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ସାରଡାଙ୍ଗ, ନନ୍ଦୁର, ଝିଙ୍କିରିଆ, ସୁଣ୍ଢିରା ଆଦି ପଞ୍ଚାୟତର ଚାଷୀମାନଙ୍କଠାରୁ ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଧାନ ନେଇ ଅର୍ଥ...

ବେଆଇନ ଇଟାଭାଟି ଉଚ୍ଛେଦକୁ ବିରୋଧ: ବିଫଳ ହୋଇ ଫେରିଲେ ଅଧିକାରୀ
ବାଲେଶ୍ୱର ଅଫିସ,୧୯।୧୨-ବାଲେଶ୍ୱର ଜିଲା ସଦର ତହସିଲ ଅନ୍ତର୍ଭୁକ୍ତ ଫୁଲାଡ଼ି ଅଞ୍ଚଳରେ ଥିବା ୪ଟି ବେଆଇନ ଇଟାଭାଟି ଉଚ୍ଛେଦ ଲାଗି ପ୍ରଶାସନ ପ୍ରସ୍ତୁତ ହୋଇ ଗୁରୁବାର ପୂର୍ବାହ୍ନରେ...

ରାଜପଥରେ ଓଲଟିଲା କାର
ରୂପସା,୧୫।୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ହଳଦୀପଦା ବାଇପାସଠାରେ ମଙ୍ଗଳବାର ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡିଛି । ଫଳରେ କାର ଡ୍ରାଇଭର...

ମରାମତି ଓ ପ୍ରଶସ୍ତୀକରଣ ଦାବି କରି ରାସ୍ତାରୋକୋ
ବାଲିଆପାଳ,୩୧।୭(ସ୍ବ.ପ୍ର.): ବାରମ୍ବାର ଦାବି ସତ୍ତ୍ୱେ ରାସ୍ତା ମରାମତି ଓ ପ୍ରଶସ୍ତୀକରଣ ନ ହେବାରୁ ବୁଧବାର ପୂର୍ବାହ୍ନରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମାନ୍ଧାତା ପଞ୍ଚୁପାଲି ରାସ୍ତାର...

ପଞ୍ଜାବ ବିଧାନସଭା ନିର୍ବାଚନ, ବଳାତ୍କାର-ହତ୍ୟା ଅଭିଯୁକ୍ତ ମଇଦାନରେ, ଶିରୋମଣୀ ଅକାଳୀ ଦଳ ଆଗରେ…
ଚଣ୍ଡିଗଡ଼, ୧୫।୨ : ଫେବୃୟାରୀ ୨୦ରେ ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନରେ ୧୩୦୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୦ ମନମୋହନ-୩ ଅମିତ ଶାହ-୪ ରାଜନାଥ
ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ମେ ୧୨ରେ ୬ଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଏଠାରେ ୪୦ରୁ ଅଧିକ ନାମଧାରୀ ଦିଗ୍ ବିଜୟ ସିଂ...

ବାରମ୍ବାର ଘଟୁଛି ଦୁର୍ଘଟଣା, ଅସୁରକ୍ଷିତ ଖଣି ଅଞ୍ଚଳ
କେନ୍ଦୁଝର, ୧୮ା୫ (ସ୍ବ.ପ୍ର.)-ସରକାରଙ୍କ ଓଡିଶା ଖଣି ନିଗମ ଅଧୀନ ଶୁଆକାଠି ଗନ୍ଧମାର୍ଦ୍ଦନ ଖଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ଅସୁରକ୍ଷିତ ହୋଇପଡ଼ିଛି। ଉପଯୁକ୍ତ ତଦାରଖର ଅଭାବରୁ...

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନ ଗଲା
ରୂପ୍ସା,୧୩।୬(ଡି.ଏନ୍.ଏ.): ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅଧୀନ ବଳବୁଧି ଗ୍ରାମର ଜଣେ ବୃଦ୍ଧ ପୋଖରୀରେ ବୁଡ଼ି ସୋମବାର ପ୍ରାଣ ହରାଇଛନ୍ତି। ସେ ହେଲେ ମଧୁସୂଦନ...