Advertisement

୧୨୦ ଦେଶକୁ ସହାୟତା ଦେବ ଆମେରିକା

ଓ୍ବାଶିଂଟନ,୪ା୫: କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ଭାରତ ସମେତ ୧୨୦ ଦେଶକୁ ଆମେରିକା ୭୭୫ ନିୟୁତ ଡଲାର ସହାୟତାର ପ୍ରତିଶ୍ରୁତି ଦେଇଛି। ଜରୁରୀ ସ୍ବାସ୍ଥ୍ୟସେବା, ମାନବୀୟ ଓ ଅର୍ଥନୈତିକ ସହାୟତା ଭାବେ ଏହି ଅର୍ଥ ମିଳିବ ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି। ଏହି ମହାମାରୀ ସାରା ବିଶ୍ୱରେ ୨ ଲକ୍ଷ ୪୭ ହଜାର ଲୋକଙ୍କ ଜୀବନ ନେଲାଣି। ଆମେରିକାର ଏହି ସହାୟତା ବିଭିନ୍ନ ଦେଶର ସରକାର, କରୋନା ବିରୋଧରେ ଲଢ଼ୁଥିବା ଅନ୍ତର୍ଜାତୀୟ ସଂଗଠନ ଏବଂ ଏନ୍‌ଜିଓଗୁଡ଼ିକୁ ଯୋଗାଇଦିଆଯିବ। ସ୍ବାସ୍ଥ୍ୟସେବା ସହାୟତା ସ୍ବରୂପ ଭାରତକୁ ୫.୯ ନିୟୁତ ଡଲାର ମିଳିଛି। ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ଆଫଗାନିସ୍ତାନକୁ ୧୮ ନିୟୁତ, ପାକିସ୍ତାନକୁ ୧୫ ନିୟୁତ, ବାଂଲାଦେଶକୁ ୧୨.୩ ନିୟୁତ ଡଲାର ସ୍ବାସ୍ଥ୍ୟ ସହାୟତା ଆମେରିକା ଯୋଗାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲିକଙ୍କୁ ଖାଇଗଲେ କୁକୁର

ଡଲାସ, ୧୨।୭:ଟେକ୍ସାସ୍‌ର ୫୭ ବର୍ଷୀୟ ଫ୍ରେଡି ମାକ୍‌ଙ୍କୁ ତାଙ୍କର ୧୮ଟି ପୋଷାକୁକୁର ଖାଇଦେଇଛନ୍ତି। କିଛି ମାସ ହେଲା ମାକ୍‌ ନିଖୋଜ ଥିଲେ। ଡିଏନ୍‌ଏ ପରୀକ୍ଷାରୁ ତାଙ୍କୁ...

ହାଇତି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ପୋର୍ଟ- ଅଉ-ପ୍ରିନ୍ସ, ୧୫।୪ : ହାଇତି ପ୍ରଧାନମନ୍ତ୍ରୀ ଯୋସେଫ୍‌ ଜୌଟ୍‌ ତାଙ୍କ ପଦରୁ ଇସ୍ତଫା ଦେଇଥିବା ବୁଧବାର ଘୋଷଣା କରିଛନ୍ତି। ଦେଶରେ ଅପହରଣ, ହତ୍ୟାକାଣ୍ଡ ଅନିୟନ୍ତ୍ରିତ...

ମେ’ ଶେଷ ସୁଦ୍ଧା ଭାରତକୁ ମିଳିବ ୩୦ ଲକ୍ଷ ସ୍ପୁଟନିକ୍‌-ଭି ଡୋଜ୍‌: ଅଗଷ୍ଟରେ ଉତ୍ପାଦନ ହେବ ଆରମ୍ଭ…

ନୂଆଦିଲ୍ଲୀ,୨୨।୫: ଭାରତରେ କରୋନା ମହାମାରୀ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଦେଶରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡର ସାର୍ବଜନୀକ ଟିକାକରଣ ଜାରି ରହିଛି। ଦେଶରେ ରୁଷିଆ ଟିକା...

ଭୋକ ଜ୍ୱାଳାରେ ଆଫ୍‌ଗାନ ଶିଶୁ

କାବୁଲ, ୨୨।୧୧ : ପାଦେ ପାଦେ ବିପଦ। କେତେବେଳେ ବର୍ଷୁଛି ଗୁଳି ତ ଆଉ କେତେବେଳେ ବିସ୍ଫୋରଣ। ସବୁଠି ତ୍ରାହି ତ୍ରାହି ଏବଂ ହା’ ଅନ୍ନର...

‘ମୃତ୍ୟୁ ପ୍ରମାଣପତ୍ରରେ ରହୁ ମୋଦିଙ୍କ ଫଟୋ’

ଚଣ୍ଡିଗଡ଼, ୧୯ା୪: ଟିକା ପ୍ରମାଣପତ୍ରରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରେୟ ନେବାକୁ ନିଜ ଫଟୋ ଛାପୁଛନ୍ତି ତେବେ କୋଭିଡ୍‌ରେ ପ୍ରାଣ ହରାଉଥିବା ଲୋକଙ୍କ ମୃତ୍ୟୁ...

ଲକ୍ଷ୍ମଣ ରେଖା ଟପିଲେ ସ୍ଥିତି ହେବ ଭୟଙ୍କର, ପାକିସ୍ତାନ-ତାଲିବାନକୁ ଇରାନର ଚେତାବନୀ…

ତେହରାନ,୬।୯: ପଞ୍ଜଶିରରେ ପାକିସ୍ତାନ ସହାୟତାରେ ତାଲିବାନ ପକ୍ଷରୁ ନରସଂହାର ଜାରି ରହିଛି। ଏହାକୁ ନେଇ ଇରାନ ମୁହଁ ଖୋଲିଛି। ଇରାନ କହିଛି ଲକ୍ଷ୍ମଣ ରେଖା ଟପିଲେ...

ଚୋରି ହେଲା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌

ଲଣ୍ଡନ,୧୫।୯:ବ୍ରିଟେନର ଅକ୍ସଫୋର୍ଡଶାୟରରେ ଥିବା ବ୍ଲେନହେମ୍‌ ପ୍ୟାଲେସ୍‌ରେ ଥିବା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌ଟି ଚୋରି ହୋଇଯାଇଛି। ୧୮ କ୍ୟାରେଟ୍‌ ସୁନାରେ ନିର୍ମିତ ଏହି...

ଶେଷରେ ମାନିଲା ରୁଷିଆ

ମସ୍କୋ,୧୯।୧୨: ୟୁକ୍ରେନ୍‌ ଉପରେ ରୁଷିଆ ୧୦ ମାସ ହେଲା ଆକ୍ରମଣ ଚଳାଇଥିବା ବେଳେ ଆମେରିକା ନିର୍ମିତ ୪ଟି କ୍ଷେପଣାସ୍ତ୍ରକୁ ଖସାଇଥିବା ପ୍ରଥମ ଥର ପାଇଁ ମସ୍କୋ...

Advertisement
Archives

Model This Week