ହୋଇପାରୁନି ଅଘୋଷିତ ବିଦ୍ୟୁତକାଟର ସ୍ଥାୟୀ ସମାଧାନ:୧ତାରିଖରେ ତେଲକୋଇ ବନ୍ଦ

ତେଲକୋଇ, ୩୦।୬(ଡି.ଏନ.ଏ.)-ତେଲକୋଇ ଅଞ୍ଚଳରେ ଦୀର୍ଘଦିନ ଧରି ବିଦ୍ୟୁତ ବିଭ୍ରାଟ କୁ ନେଇ ବଣିକ ସଂଘ ଓ ଉପଭୋକ୍ତା ମାନେ ଆସନ୍ତା ୧ତାରିଖ ଠାରୁ ଏହାର ସ୍ଥାୟୀ ସମାଧାନ ପାଇଁ ତେଲକୋଇ ବନ୍ଦ ଡାକରା ଦେଇଛନ୍ତି । ଶନିବାର ବ୍ଲକ ମୁଖ୍ୟାଳୟରେ ପ୍ରଶାସନ ଅଧିକାରୀ ଓ ଆନ୍ଦୋଳନକାରୀ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଆଲୋଚନା ବିଫଳ ହେବା ଯୋଗୁଁ ଆସନ୍ତା ୧ତାରିଖ ଠାରୁ ତେଲକୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବା ଆନ୍ଦୋଳନକାରୀମାନେ ଜଣାଇଛନ୍ତି। ବିିଡିଓ ଦିଲୀପ କୁମାର ବାରାଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ଦାଶ, ପୋଲିସ ଅଧିକାରୀ ମଦନ ମୋହନ ନାଏକ, ବ୍ଲକ ପଞ୍ଚାୟତ ଅଧିକାରୀ ବିଶ୍ୱନାଥ ମଲ୍ଲିକଙ୍କ ସମେତ ବଣିକ ସଂଘର ସଭାପତି ବିଜୟ କୁମାର ସାହୁ, ଉପସଭାପତି ଅକ୍ଷୟ କୁମାର ପ୍ରଧାନ ପ୍ରମୁଖ ଉପଭୋକ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ବିଦ୍ୟୁତ ସମସ୍ୟା ପାଇଁ ଆଉ କିଛି ମାସ ସମୟ ଦେଲେ ଏହାର ସ୍ଥାୟୀ ସମାଧାନ ହେବା କହିଥିଲେ। ବିଦ୍ୟୁତ ସମସ୍ୟା ଯୋଗୁ ବ୍ଲକ ଅଧୀନରେ ଥିବା କାର୍ଯ୍ୟାଳୟ ଅଚଳ ହୋଇପଡଛି। ଏହି ଆନ୍ଦୋଳନକୁ ଜାରି ରଖିବା ପାଇଁ ଆନ୍ଦୋଳନକାରୀ ମତବ୍ୟକ୍ତ କରିଥିଲେ। ତେବେ ବିଡିଓ ଏହି


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?