ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌…

କଫି ଓ ଚା’ ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। କଫିରେ ଥିବା କାଫିନ୍‌ ଓ ଚା’ରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ରେଡ୍‌ ବ୍ଲଡ୍‌ କୋଷିକା ଉତ୍ତେଜିତ ହୋଇଥାଏ। ଫଳରେ ହାର୍ଟର ସାଧାରଣ କାର୍ଯ୍ୟକାରିତା ବୃଦ୍ଧି ପାଏ। ଏହାଯୋଗୁ ହାର୍ଟ ଆଟାକ୍‌ ଆଶଙ୍କା ଦୂର ହୁଏ। ନିୟମିତ କଫି କିମ୍ବା ଚା’ପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ହାର୍ଟ ଆଟାକ୍‌ ଆଶଙ୍କା ଅପେକ୍ଷାକୃତ କମ୍‌ ରହିଥାଏ। ତେଣୁ ପ୍ରତିଦିନ ସକାଳେ ଅଧାକପ୍‌ କଫି କିମ୍ବା ଚା’ ପିଇଲେ ସୁଫଳ ମିଳିଥାଏ। ଏହା ଫୁର୍ତ୍ତି ଆଣିବା ସହିତ କୋଲେଷ୍ଟରଲସ୍ତରକୁ ସ୍ବାଭାବିକ କରେ। ଫଳରେ ରକ୍ତଚାପ ହ୍ରାସ ପାଇ ରକ୍ତ ସଞ୍ଚାଳନ ପ୍ରକ୍ରିୟା ସ୍ବାଭାବିକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ୍‌ ମିଡିଆ ଗ୍ରୁପ୍‌

ବର୍ତ୍ତମାନ ବିଭିନ୍ନ ସୋସିଆଲ୍‌ ସାଇଟ୍‌ ଗ୍ରୁପ୍‌ ଅନେକଙ୍କୁ ଏକାଠି ଯୋଡ଼ି ରଖିବା ସହ ବିଭିନ୍ନ ସୂଚନା ଏକା ସଙ୍ଗେ ସମସ୍ତଙ୍କ ପାଖରେ ପହଞ୍ଚାଇବାର ଉତ୍ତମ ମାଧ୍ୟମ...

ବହୁତ ରୋଜଗାର କରନ୍ତି; ହେଲେ ସ୍ବଭାବରେ ଭାରି ଖର୍ଚ୍ଚି ଏହି ରାଶିର ଲୋକେ; ଏହି କ୍ଷେତ୍ରରେ ପାଇଥାନ୍ତି ସଫଳତା

ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର ଲୋକଙ୍କ ସ୍ବଭାବ ଭିନ୍ନ । ସେମାନଙ୍କର ପସନ୍ଦ ନାପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ। ଆଜି ରାଶିର ଆଲୋଚନାରେ କର୍କଟ...

ବ୍ରାଣ୍ଡେଡ୍‌ ଆଉଟ୍‌ଫିଟ୍‌ ବାଛୁଥିଲେ…

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡେଡ୍‌ ସାମଗ୍ରୀର ଏକାଧିକ ନକଲ ମାର୍କେଟ୍‌କୁ ଆସୁଛି, ଯାହାକି ସହଜରେ ଚିହ୍ନିବା କଷ୍ଟ। ତେଣୁ କିଣିବା ସମୟରେ କେଉଁଟା ଅରିଜିନାଲ ଜାଣିବା ଲାଗି...

ଲାଭଦାୟକ ଗ୍ରୀନ ଟି

ନିୟମିତ ଗ୍ରୀନ ଟି ପିଇବା ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ବୋଲି କୁହାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ହେଲା ନିୟମିତ ଗ୍ରୀନ ଟି ପଇଲେ ଏହା...

ଟ୍ରେଣ୍ଡରେ ରଫଲ୍‌ ଲେହେଙ୍ଗା

ସାଧାରଣତଃ ପୋଷାକର କିଛି କିଛି ସ୍ଥାନରେ କପଡ଼ା କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିବାର ଷ୍ଟାଇଲ୍‌କୁ ରଫଲ୍‌ କୁହାଯାଇଥାଏ। ଆଉଟ୍‌ଫିଟ୍‌ ଯେତେ ସିମ୍ପଲ ହେଉନା କାହିଁକି,...

କଫ ସମସ୍ୟାର ଘରୋଇ ଉପଚାର

କଫଜନିତ ସମସ୍ୟା ଦେଖାଦେଲେ ଅବହେଳା କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ କରିଥାଏ। ଏପରି କି ସେହି ସମୟରେ ହସ୍ପିଟାଲରେ...

ଏ ସବୁ କାମ କରି ଜଣେ ବ୍ୟକ୍ତି ସମଗ୍ର ବିଶ୍ୱକୁ ନିୟନ୍ତ୍ରଣ କରିପାରିବେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ...

କିଡ୍‌ନୀ ରୋଗ ଓ ଡାଏଲିସିସ୍‌

ଡାଏଲିସିସ୍‌ର ପ୍ରକାର : ଡାଏଲିସିସ୍‌ ମୁଖ୍ୟତଃ ଦୁଇପ୍ରକାର- ହେମୋଡାଏଲିସିସ୍‌ ଏବଂ ମେଶିନ୍‌ ବା ଡାୟାଲାଇଜର୍‌। ଏହାକୁ କୃତ୍ରିମ କିଡ୍‌ନୀ ବୋଲି ମଧ୍ୟ କୁହନ୍ତି। ଏହି ମେଶିନ୍‌ରେ...

Advertisement
Archives

Model This Week