ହାତୀ ଆକ୍ରମଣରେ ବୃଦ୍ଧା ମୃତ

ହିନ୍ଦୋଳ, ୨ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଖର୍ଦ୍ଦାଳି ଗ୍ରାମର ଦମୟନ୍ତୀ ବିଶ୍ୱାଳଙ୍କ ଶନିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ସକାଳେ ଦମୟନ୍ତୀ ଓ ତାଙ୍କ ପୁଅ ପାଖ କାଜୁ ବଗିଚାକୁ କାଜୁ ତୋଳିବାକୁ ଯାଇଥିବାବେଳେ ସେଠାରେ ଏକ ହାତୀ ହାବୁଡରେ ପଡିଯାଇଥିଲେ।  ପୁଅ ସେଠାରୁ ଦୌଡି ପଳାଇବାରୁ ସୌଭାଗ୍ୟ କ୍ରମେ ବର୍ତ୍ତି ଯାଇଥିଲେ। ଦମୟନ୍ତୀଙ୍କୁ ହାତୀ ଟେକି କଚାଡ଼ି ଦେବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ରାସୋଳ ଥାନା ପୋଲିସ ଓ ବିନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇଛନ୍ତି। ବନ ବିଭାଗ ତରଫରୁ ମୃତାଙ୍କ ପରିବାରକୁ ୪୦ ହଜାର ଟଙ୍କା ସହାୟତା ରାଶି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘର ଠିକଣା ବାଘୁଆମେଦ

ମହାକାଳପଡ଼ା,୯।୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ଅତୀତର ଅନେକ କାହାଣୀ ଏବେବି ସତେଜ ହୋଇରହିଛି। କାଳକ୍ରମେ ଅନୁପ୍ରବେଶକାରୀଙ୍କ ଯୋଗୁ ହେନ୍ତାଳବଣ ଧ୍ୱଂସ ପାଇ ଜନବସତି ଗଢିଉଠିଛି।...

୭୨ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ଖଇରା,୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତର ସରପଞ୍ଚ ଗଜେନ୍ଦ୍ର ପରିଡା ନିଜ ପଞ୍ଚାୟତ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁବାର ୭୨ ଘଣ୍ଟିଆ...

ମଉଳି ଗଲା ପିତାମାତାଙ୍କ ସ୍ବପ୍ନ: ପାଠପଢା ବୟସରେ ଦିବ୍ୟାଙ୍ଗ ହୋଇଗଲେ ପୁଅ

ନବରଙ୍ଗପୁର,୨୪।୬(ବି.ପ୍ର.)- ପୁଅ ପାଠ ପଢି ମଣିଷ ହେବ। ବାର୍ଦ୍ଧକ୍ୟ ବୟସରେ ସହାୟକ ହେବ। ଏଭଳି ଆଶା ରଖିଥିଲେ ମାଆ, ବାପା । କିନ୍ତୁ ସବୁ ଆଶା...

ସଧବାଙ୍କ ଶୁଭ ମନାସେ ସାବିତ୍ରୀଆଡ଼ି

ଭଦ୍ରକ ଅଫିସ,୩୦ା୫: ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ କେଉଁ ଆବହମାନ କାଳରୁ ସଧବାମାନେ ସ୍ବାମୀଙ୍କ ଶୁଭ ମନାସି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି।...

ଦୋଷ ନ ଥାଇ ଜେଲଦଣ୍ଡ

ବଲାଙ୍ଗୀର ଅଫିସ,୨୦ା୬: ଭାଷା ବୁଝି ନ ପାରି ରାଜ୍ୟ ବାହାରର ଜଣେ ମାନସିକ ରୋଗୀଙ୍କୁ ବଲାଙ୍ଗୀର ପୋଲିସ ଏଟିଏମ୍‌ ଲୁଟେରା ଭାବେ ଅଭିଯୁକ୍ତ କରି ମାମଲା...

ଭୋଟ୍‌ ନାକଚ, ରାତି ଗଣତି ଯୋଗୁ କଂଗ୍ରେସ ହାରିଛି: ସପ୍ତଗିରି

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଏବଂ କୋରାପୁଟ ଜିଲାରେ ୧୭ ଆସନ ପାଇଛୁ। ଜିଲା ପରିଷଦ ଗଠନ କରିବୁ ବୋଲି ଆଶା ରଖିଥିଲୁ। ରାୟଗଡ଼ା ଜିଲାରେ ଶନିବାର ‘କ’...

ଦୁନିଆରେ ମା’ ଶବ୍ଦର ବିକଳ୍ପ ନାହିଁ

ଛତ୍ରପୁର,୧୩ା୫(ଡି.ଏନ.ଏ.)-ଛତ୍ରପୁରସ୍ଥିତ ରୋଟାରୀ କ୍ଲବ ପରିସରରେ ରବିବାର ସର୍ବଶକ୍ତି ଏଜୁକେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ...

ଘରକୁ ଘର ବୁଲି ବହି ବାଣ୍ଟିଲେ ଶିକ୍ଷୟିତ୍ରୀଶିକ୍ଷକ: ଅବୁଝା ହେଲେ ପଚାରିବାକୁ ଦେଲେ ଫୋନ୍‌ ନମ୍ବର

କୃଷ୍ଣପ୍ରସାଦ, ୧୯।୪ (ଡି.ଏନ.ଏ.): କରୋନା ଯୋଗୁ ଜାରି ହୋଇଥିବା ଲକ୍‌ଡାଉନ ଲାଗି ଶିକ୍ଷାର୍ଥୀଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି। ପାଠ ପଢିବାର ସୁଯୋଗ ସୃଷ୍ଟି କରିବା...

Advertisement
Archives

Model This Week