ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’ ହୋଇସାରିଥିବା ୨୦ ଓ ଅବଶିଷ୍ଟ ୧୬ ନର୍ସଙ୍କ ଖବର ଭାଇରାଲ ହେବାରେ ଲାଗିଛି। ହସ୍ପିଟାଲ ପକ୍ଷରୁ ସେମାନଙ୍କର ଫଟୋଗୁଡିକୁ ଏବେ ଶେୟାର କରାଯାଇଛି। ତେବେ ଜନ୍ମ ନେଇଥିବା ୨୦ ଶିଶୁଙ୍କ ଭିତରେ ମାତ୍ର ୨ ଶିଶୁକନ୍ୟା ରହିଥିବା ଜଣାପଡ଼ିଛି। ଅବଶିଷ୍ଟ ୧୬ ନର୍ସଙ୍କ ପ୍ରସବ ଚଳିତ ଡିସେମ୍ବର ଶେଷ ସୁଦ୍ଧା ହେବ ବୋଲି କୁହାଯାଇଛି।

ଆମେରିକାର କାନସାସ୍‌ ସହରରେ ଥିବା ଚିଲଡ୍ରେନ ମର୍ସି ହସ୍ପିଟାଲରେ ଏହି ରୋଚକ ଘଟଣା ଘଟିଛି। ସମସ୍ତ ନର୍ସ ନିଓନାଟାଲ ଇଣ୍ଟେନସିଭ କେୟାର ୟୁନିଟ୍‌(ଏନ୍‌ଆଇସିୟୁ)ରେ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ଏମାନେ ଶିଶୁ ରୋଗୀଙ୍କ ଯତ୍ନ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରାମ୍ୟାନକୁ ବଞ୍ଚାଇବା ପାଇଁ ପାହାଡ଼ରୁ ଡେଇଁଲେ ମନ୍ତ୍ରୀ

ମସ୍କୋ,୮।୯: ଜଣେ କ୍ୟାମେରାମ୍ୟାନକୁ ବଞ୍ଚାଇବା ପାଇଁ ରୁଷର ଜରୁରୀକାଳୀନ ମନ୍ତ୍ରୀ ଜିନଚେଭଙ୍କ ମୃତ୍ୟୁ ହୋଇଛି। ସୈନ୍ୟ ଅଭ୍ୟାସ ବେଳେ କ୍ୟାମେରାମ୍ୟାନ ପାହାଡ଼ରୁ ଖସି ପଡ଼ିଥିଲେ। କେହି...

ପରିବାର ସଦସ୍ୟଙ୍କୁ ଘରେ ପହଞ୍ଚାଇବାକୁ ଚୋରି କରିଥିବା ବାଇକକୁ ଦୁଇ ସପ୍ତାହ ପରେ ପାର୍ସଲ କରି ଫେରାଇ ଦେଲେ

କୋଏମ୍ବାଟୁର,୧।୬: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଜାରି କରାଯାଇଥିଲା ଲକ୍‌ଡାଉନ। ଏହି ସମୟରେ ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକମାନେ କାମଧନ୍ଦା ହରାଇବା ପରେ...

ରୁଷରେ ମିଳିଲା ୮୦ କୋଟି ବର୍ଷ ତଳର ବିଶେଷ ଧରଣର ହୀରା

ମସ୍କୋ,୬।୧୦: ହୀରା ସର୍ବଦା ମୂଲ୍ୟବାନ ହୋଇଥିବା ବେଳେ ତା’ର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ ହୀରା ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ରୁଷର...

ସ୍କୁଲ ପାଠପଢ଼ା ବେଳୁ ଥିଲା ସାହିତ୍ୟ ପ୍ରତି ଆକର୍ଷଣ:ପିଟର ହାଣ୍ଡ୍‌କେ

ଭିଏନା: ଅଷ୍ଟ୍ରିଆର ପିଟର ହାଣ୍ଡ୍‌କେଙ୍କୁ ୨୦୧୯ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସାହିତ୍ୟ ପ୍ରତି ତାଙ୍କର ରହିଥିବା ଅହେତୁକ ରୁଚି...

‘ଗଜ୍‌ନବୀ’ପରୀକ୍ଷା କଲା ପାକିସ୍ତାନ

ଜମ୍ମୁ-କଶ୍ମୀର ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଭାରତକୁ ବାରମ୍ବାର ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇ ଯୁଦ୍ଧ ଭୟ ଦେଖାଉଥିବା ପାକିସ୍ତାନ ଶେଷରେ ଏକ...

ଜେସିବି ମେଶିନର ନାଗିନ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଏକ...

ବର୍ଷା ପାଇଁ ମହିଳା ରାତିରେ କରନ୍ତି ହଳ….

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଉତ୍ତରପ୍ରଦେଶ କାନପୁରରେ ଇନ୍ଦ୍ରବେଦଙ୍କୁ ଖୁସି କରିବା ପାଇଁ ସ୍ଥାନୀୟ ଦୋଲପୁରରେ ରାତିରେ ମହିଳାମାନେ ହଳ...

୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଲା ସରକାରୀ ସ୍କୁଲ

ପାଟନା, ୧୬।୯: ଲଗାତାର ବର୍ଷା ଯୋଗୁ ବିହାରର ଏକ ସରକାରୀ ସ୍କୁଲ ମାତ୍ର ୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌...

Advertisement


Archives

Model This Week