ହଜାରେ ବଦଳରେ ରାଶନକାର୍ଡ ହିତାଧିକାରୀଙ୍କୁ ୯ଶହ ଟଙ୍କା

ପାତ୍ରପୁର,୧୭ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାର ରାଶନ କାର୍ଡ଼ ହିତାଧିକାରୀଙ୍କୁ ଆଗୁଆ ୩ମାସର ରାଶନ ସହ ହଜାରେ ଟଙ୍କା ଦେବାକୁ ଘୋଷଣା କରିଥିଲେ। ମାତ୍ର ପାତ୍ରପୁର ବ୍ଲକ ବରଙ୍ଗ ଓ କେଶରିପଡ଼ା ପଞ୍ଚାୟତ ଭେଜିପଦର ଗ୍ରାମର ହିତାଧିକାରୀଙ୍କୁ ହଜାରେ ଟଙ୍କା ବଦଳରେ ୯ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ପାଖ ଗାଁର ହିତାଧିକାରୀଙ୍କୁ ହଜାରେ ଟଙ୍କା ଦିଆଯାଇଥିବାବେଳେ ଆମକୁ କାହିଁକି କମ୍‌ ମିଳୁଛି ବୋଲି ସେମାନେ ପାଟିତୁଣ୍ଡ କରିବା ସହ ବିଡ଼ିଓଙ୍କୁ ଅବଗତ କରିଥିଲେ। ଏନେଇ କେତେଜଣ ବ୍ୟକ୍ତି ମୋବାଇଲରେ ଭିଡ଼ିଓ ଶୁଟିଂ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଛନ୍ତି। ଏନେଇ ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ଭାଇରାଲ ଭିଡ଼ିଓ ଦେଖିଛି, ମୋବାଇଲରେ ବି କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି, ଏନେଇ ତଦନ୍ତ କରିବି ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନିଆ ମାଲକାନଗିରି ଗସ୍ତରେ ୫-ଟି ସଚିବ: ପରିଦର୍ଶନ କଲେ ଚିତ୍ରକୋଣ୍ଡା ମାଟି ବନ୍ଧ ଡ୍ୟାମ୍‌

ଚିତ୍ରକୋଣ୍ଡା ୨୯ା୩ (ଡି.ଏନ୍‌.ଏ.): ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ୨ଦୁଇଦିନିଆ ମାଲକାନଗିରି ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କୁ...

ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଜିଲାପାଳ

ଦାରିଙ୍ଗବାଡ଼ି,୪।୧୨(ଡି.ଏନ.ଏ)-କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ମଙ୍ଗଳବାର ଦାରିଙ୍ଗବାଡ଼ି ଗସ୍ତ କରିଛନ୍ତ। ପ୍ରଥମେ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରିବା ସହ ତହସିଲଦାର ନୀତିଶ...

ମହାପ୍ରଭୁଙ୍କୁ ଲାଗିହେଲା ଫୁଲୁରି ତେଲ

ପୁରୀ ଅଫିସ, ୯ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଦଇତାପତି...

ଶାସନ ଶ୍ରୀରାମଚନ୍ଦ୍ରପୁରକୁ ଐତିହ୍ୟ ଗ୍ରାମ ମାନ୍ୟତା ଦିଆଯାଉ

ସାକ୍ଷୀଗୋପାଳ,୧୩।୨(ସ୍ବ.ପ୍ର./ଡି.ଏନ୍‌.ଏ.):ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦଙ୍କ ମିଳିତ ସହଯୋଗରେ ଆଚାର୍ଯ୍ୟ ହରିହର ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ରବିବାର ସାରେ ସାକ୍ଷୀଗୋପାଳ ନିକଟସ୍ଥ...

ଏଣିକି ଅନଲାଇନରେ ଅଧିକାରୀ ଦେବେ ପ୍ରାକୃତିକ ବିପର୍ଯ୍ୟୟର ସୂଚନା

ବରଗଡ଼ ଅଫିସ,୨୪।୯: ବରଗଡ଼ ସହରର ଏକ ହୋଟେଲ ସମ୍ମିଳନୀ କକ୍ଷରେ ମଙ୍ଗଳବାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଏକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ...

ଅସୁରକ୍ଷିତ ଶ୍ରେଣୀଗୃହରେ ଶିକ୍ଷାଦାନ

ଖଣ୍ଡପଡା,୧୯।୧୦(ସ୍ବ.ପ୍ର.)-ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ମାତ୍ର ଅନେକ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ...

କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ ଘଟନା: ସାହାଯ୍‌ର ହାତ୍‌ ବଢ଼ାଲା ଯୁବାମଞ୍ଚ, ଜାଗୃତି ଶାଖା

  ଗୁଡ଼ଭେଲା, ୨୫।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ପତିତପାବନ ପଡ଼ାର ଗିରିଧାରୀ କୁମ୍ଭାର(୩୫)। ପାଖାପାଖି ୩ ମାସ ହେଲା ସେ କିଡ଼୍‌ନୀ ରୋଗ୍‌ରେ...

ପଦ୍ମାବତୀ ପାଇଲେ ରାଜ୍ୟପାଳ ଟ୍ରଫି

କେନ୍ଦୁଝର,୩୦।୧୧( ସ୍ବ.ପ୍ର./ଡି.ଏନ.ଏ.)- ଭୁବନେଶ୍ୱର ଯାତ୍ରୀ ନିବାସଠାରେ ୨୦୧୭ – ୧୮ ବର୍ଷ ପାଇଁ ‘ପ୍ରତିଭା ଅନ୍ବେଷଣ’ କାର୍ଯ୍ୟକ୍ରମରେ ରାଜ୍ୟପାଳ ଟ୍ରଫି ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ...

Advertisement
Archives

Model This Week