ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଅଭ୍ୟାସକରି ପ୍ରତିଦିନ ସକାଳେ ଖାଲିପାଦରେ ଘାସରେ ଚାଲିଲେ ଅନେକ ଉପକାର ମିଳିଥାଏ। ଘାସ ଉପରେ ପଡ଼ିଥିବା କାକର ପାଦରେ ଲାଗିଲେ ମସ୍ତିଷ୍କର କାର୍ଯ୍ୟକାରୀତା ବୃଦ୍ଧି ପାଇଥାଏ। ଫଳରେ ଚିନ୍ତା ଓ ବିଚାର ଶକ୍ତି ବିକଶିତ ହୋଇପାରିଥାଏ। ଏହାଦ୍ୱାରା ଦୃଷ୍ଟିଶକ୍ତି ବଢ଼ିବା ସହିତ ପାଚନ କ୍ରିୟା ଉପରେ ସକାରାତ୍ମକ ପ୍ରଭାବ ପଡେ। ହାଇପୋଥାଲାମସ୍‌ ଏହାଦ୍ୱାରା ସକ୍ରିୟ ହୋଇ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ସହିତ ହରମୋନ କ୍ଷରଣକୁ ନିୟନ୍ତ୍ରିତ କରେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ବୁଧଙ୍କ ବିରଳ ସଂଯୋଗ: ଏହି ୪ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଭଗବାନ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି ବିବେଚନା କରାଯାଏ। ସୂର୍ଯ୍ୟ ଆତ୍ମାର ପ୍ରତିନିଧିତ୍ୱ କରନ୍ତି। ନଭେମ୍ବର ୧୬ରେ, ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ...

ନିଶାରୁ କେମିତି ମୁକୁଳିବେ? ଜାଣନ୍ତୁ ଏହାର ଅତି ସହଜ ଉପାୟ

କୌଣସି ନିଶାରେ ପଡ଼ିଯାଇଛନ୍ତି କି? ଏଥିରୁ କେମିତି ମୁକୁଳିବେ ସେହି ଚିନ୍ତା ଘାରୁଛି କି? ଯଦି ଏପରି କିଛି ହେଉଥାଏ ତେବେ ଏକ ସହଜ ଉପାୟ...

ଟିଭି ପାଖରେ ରଖନ୍ତୁ ନାହିଁ ଏସବୁ ଜିନିଷ: ନଚେତ୍‌…

ପରିବାର ସହ ଏକାଠି ସମୟ କଟାଇବା ସହ ମନୋରଞ୍ଜନର ମାଧ୍ୟମ ଭାବରେ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ ଟିଭି। ହେଲେ ଅଜାଣତରେ ବେଳେବେଳେ ଆମେ ଟିଭି...

ସୌରଜଗତରେ ଅଜଣା ପରିବ୍ରାଜକ

ଜେମ୍ସ ୱେବ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଉତ୍ତୋଳିତ ପ୍ରତ୍ୟେକ ନୂତନ ଚିତ୍ର ସହିତ ରହସ୍ୟ ଆହୁରି ଗଭୀର ହେଉଛି। ୩ଇ/ ଆଟଲାସ ଆମକୁ ଭେଟିବାକୁ ଆସିଥିବା...

ବିଭିନ୍ନ ପ୍ରକାର କ୍ଷୀର ଓ ଦୀର୍ଘାୟୁ ଜୀବନ

ଆମେ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ଖାଦ୍ୟପେୟ ପ୍ରତି ଗୁରୁତ୍ୱ ଦେଇଥାଉ। ପୃଥିବୀରେ ଯେଉଁସବୁ ଖାଦ୍ୟସାମଗ୍ରୀ ରହିଛି ସେହିସବୁ ମଧ୍ୟରେ କେତେକ ପ୍ରାକୃତିକ ଉପାୟରେ ମିଳିଥାଏ। ତନ୍ମଧ୍ୟରୁ...

୩୦ ବର୍ଷ ପରେ ଦୁର୍ଲଭ ସଂଯୋଗ: ୩ ରାଶିର ବ୍ୟକ୍ତି ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଏବଂ ଶୁକ୍ର ଉଭୟଙ୍କୁ ଅତ୍ୟନ୍ତ ଲାଭଦାୟକ ଗ୍ରହ ଭାବରେ ବିବେଚନା କରାଯାଏ। କୁହାଯାଏ ଯେ, ଯେଉଁମାନଙ୍କର ଜାତକରେ ଏହି ଗ୍ରହଗୁଡ଼ିକ ଏକ...

କାର୍ତ୍ତିକ ପୂର୍ଣ୍ଣିମାରେ ଏତେବର୍ଷ ପରେ ଲାଗିବ ସୁବର୍ଣ୍ଣ ଯୋଗ! ଏହି ୪ରାଶି ହେବେ ମାଲେମାଲ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା 2025 ରେ ଗ୍ରହ ସ୍ଥିତି ବହୁତ ଶକ୍ତିଶାଳୀ, ଯାହା ସାହସ, ପବିତ୍ରତା ଏବଂ ନୂତନତାର ଭାବନାକୁ ବୃଦ୍ଧି କରେ।...

ମେଟାଲ ଅର୍ଗାନିକ୍‌ ଫ୍ରେମ୍‌ଓ୍ବାର୍କ

ସୁଷୁମୁ କିଟାଗାଓ୍ବା ୧୯୫୧ ମସିହା ଜୁଲାଇ ୪ ତାରିଖରେ ଜାପାନର କ୍ୱିଟୋଠାରେ ଜନ୍ମଗ୍ରହଣ କରିଥିଲେ। ସେ କ୍ୱିଟୋ ବିଶ୍ୱବିଦ୍ୟାଳୟରୁ ରସାୟନବିଜ୍ଞାନରେ ଡକ୍ଟରେଟ (୧୯୭୯) ପ୍ରାପ୍ତ ହେଲା...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri