ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି, ସୌଭାଗ୍ୟକ୍ରମେ ତାଙ୍କ ସ୍ବାମୀ ରକ୍ଷା ପାଇଯାଇଛନ୍ତି। ମୃତ ମହିଳାଙ୍କ ଘର ଗତିରାଉତ ପାଟଣାରେ ବୋଲି ଜଣାପଡିଛି। ସ୍ବାମୀ, ସ୍ତ୍ରୀ ଦୁହେଁ ସକାଳୁ ଏକ ସ୍କୁଟିରେ କଟକ ଆସୁଥିଲେ। ଚାଉଳିଆଗଞ୍ଜ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାମେଲୀଙ୍କ ବିରୋଧରେ ଅନାସ୍ଥାକୁ ଅସିଦ୍ଧ ଘୋଷଣା କଲେ କୋର୍ଟ: ରହିଲା ସରପଞ୍ଚ ପଦ, ଚାମେଲୀ କହିଲେ…

ମହାକାଳପଡ଼ା/କଟକ,୨୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ/ପ୍ରଭୁକଲ୍ୟାଣ ପାଲ୍‌): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ବସ୍ତି। ଚାମେଲୀଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ…

ଦୀପାବଳି ପୂର୍ବରୁ ସରକାରଙ୍କ ବଡ଼ ଉପହାର: ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ; ଏବେ ପ୍ରତି ମାସରେ ମିଳିବ…

ନୂଆଦିଲ୍ଲୀ,୨୮।୧୦: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଏବଂ କର୍ମଚାରୀଙ୍କୁ ଦୀପାବଳି ତଥା ପାର୍ୱଣ ଋତୁରେ ଏକ ବଡ଼ ଉପହାର ଦେଇଛନ୍ତି।…

ବାଜି ମାରିଲା ଭାଜପା, ୩ ଆସନରେ ବିଜୟୀ; କଂଗ୍ରେସ ହାତ ଖାଲି

ବେଙ୍ଗାଲୁରୁ,୨୮।୧୦: କର୍ନାଟକ ବିଧାନ ପରିଷଦ ନିର୍ବାଚନରେ ଭାଜପା ଏକ ବଡ଼ ବିଜୟ ହାସଲ କରିଛି। ଦଳ ମୋଟ ୪ଟି ଆସନ ମଧ୍ୟରୁ ୩ଟିରେ ବିଜୟୀ ହୋଇଥିବା ବେଳେ,…

ଚାଞ୍ଚଲ୍ୟ… ସ୍ବର୍ଣ୍ଣ ବିଜେତା ନୀରଜଙ୍କ ଆତ୍ମହତ୍ୟା! ପାରା ଆଥଲେଟିକ୍ସ ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ,୨୮।୧୦: ଭାରତୀୟ ପାରା ଆଥଲେଟିକ୍ସ ଜଗତକୁ ସ୍ତବ୍ଧ କରିଦେଇଛି ତିନିଥର ଏସୀୟ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ ଖବର । ୪୨…

‘କଠୋର ଶୁଣାଯାଇପାରେ, କିନ୍ତୁ ତାଙ୍କୁ ବାହାରେ ବସିବାକୁ ପଡ଼ିବ…’ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୮।୧୨: ଆଘାତ କାରଣରୁ ଇଶାନ କିଶନ ଦଳରୁ ବାଦ ପଡ଼ିବା ପରେ, ବୈଭବ ସୂର୍ଯ୍ୟବଂଶୀ ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିବାର ସୁଯୋଗ ପାଇଲେ। ଭାରତ ଏବଂ…

ଅର୍ଣ୍ଣବକୁ ନେଇ ସମୁଦ୍ର କୂଳିଆ ଗାଁରେ ଛନକା, ବିପଦରେ ପେଣ୍ଠ ପୁରୁଣା ପଥରବନ୍ଧ

ରାଜନଗର, ୨୮ା୧୦(ଭାସ୍କର ରାଉତରାୟ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅର୍ଣ୍ଣବକୁ ନେଇ କେନ୍ଦ୍ରାପଡ଼ା ଜିଲାର ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଛନକା ପଶିଛି। ଅଶାନ୍ତ ସମୁଦ୍ରର…

ଫ୍ଲାଏଦୁବାଇ (flydubai) ପାଇଲଟ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ସମ୍ମାନିତ କଲା ୟୁଏଇ (UAE)

ଆବୁ ଧାବି,୨୮।୧୦: ୟୁନାଇଟେଡ ଆରବ ଏମିରେଟ୍ସ (UAE) ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ, ଆବୁଧାବିରେ ‘ଫ୍ଲାଏଦୁବାଇ’ (flydubai) ର ପାଇଲଟ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ…

ଅଭିଷେକଙ୍କ ବ୍ୟାଟିଂ ଦେଖି ପାକିସ୍ତାନର ଉଡ଼ିଗଲା ହୋଶ୍‌: ପୂର୍ବତନ କ୍ରିକେଟର୍‌ କହିଲେ, ଏଭଳି ତାଣ୍ଡବ କେବେ ଦେଖିନାହିଁ

ନୂଆଦିଲ୍ଲୀ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି। ମାତ୍ର ୩୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?