ସ୍ବର୍ଗଠାରୁ କମ୍‌ ନୁହେଁ ବିଗ୍‌ ବି’ଙ୍କ ବଙ୍ଗଳା ‘ଜଲ୍‌ସା’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ ‘ସାତ୍‌ ହିନ୍ଦୁସ୍ତାନୀ’ଠାରୁ ଆଜିପର୍ଯ୍ୟନ୍ତ ଅମିତାଭ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିସାରିଛନ୍ତି। ତାଙ୍କର ଅନେକ ଫିଲ୍ମ ରିଲିଜ୍‌ ଅପେକ୍ଷାରେ ରହିଛି। ଅମିତାଭ ମୁମ୍ବାଇର ମୂଳ ବାସିନ୍ଦା ନୁହନ୍ତି, କିନ୍ତୁ ଫିଲ୍ମ ଜଗତକୁ ଆସିବା ପରେ ସେ ମୁମ୍ବାଇରେ ଘର କରିଥିଲେ। ମୁମ୍ବାଇରେ ଅମିତାଭଙ୍କର ଏକାଧିକ ବିଳାସପୂର୍ଣ୍ଣ ଘର ରହିଛି। ସେଥିମଧ୍ୟରୁ ‘ଜଲସା’ ଅନ୍ୟତମ। ତେବେ ଜଲ୍‌ସାର ଫଟୋ ଦେଖି ସ୍ବର୍ଗଠାରୁ କମ୍‌ ନୁହେଁ ବୋଲି ପ୍ରଶଂସକମାନେ କହିଛନ୍ତି।


ଅମିତାଭ୍‌ ସପରିବାର ଏହି ‘ଜଲ୍‌ସା’ରେ ରହୁଛନ୍ତି। ପ୍ରଶଂସକମାନେ ପ୍ରତି ରବିବାର ଅମିତାଭଙ୍କୁ ଏଠାକୁ ଭେଟିବାକୁ ଆସିଥାନ୍ତି। ଅମିତାଭ ପ୍ରଶଂସକଙ୍କୁ ଲିଭିଂ ରୁମ୍‌ରେ ସାକ୍ଷାତ କରିଥାନ୍ତି। ଏଠାରେ ସୁନ୍ଦର ସୋଫା, ବିଭିନ୍ନ ପ୍ରକାର ଗଛ ଦେଖିବାକୁ ମିଳିଥାଏ। ସେହିପରି ତାଙ୍କ ବେଡ୍‌ରୁମ୍‌ ବି ଖୁବ୍‌ ସୁନ୍ଦର। ଏହାର ଭିତର ଦେଖିଲେ ଯେ କେହି ଆକର୍ଷିତ ହୋଇଯିବ।

ଅମିତାଭଙ୍କ ଜଲ୍‌ସା ବଙ୍ଗଳା ମୁମ୍ବାଇର ଜୁହୁଠାରେ ରହିଛି। କାନ୍ଥଗୁଡ଼ିକରେ ସୁନ୍ଦର ସୁନ୍ଦର ପେଣ୍ଟିଂ ହୋଇଛି। ଏହି ଘରେ ଅମିତାଭଙ୍କ ସହ ସ୍ତ୍ରୀ ଜୟା ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୁତିଙ୍କ ସ୍ପେଶାଲ ସଜବାଜ

କମଲ ହାସନ୍‌ଙ୍କ ତନୟା ଶ୍ରୁତି ହାସନ ଏବେ ସଜବାଜ ହେଉଛନ୍ତି। କାରଣ ଅତିଶୀଘ୍ର ସେ ଏକ ଆକ୍ସନଭିତ୍ତିକ ସିନେମାରେ ଅଭିନୟ କରିବେ। ତେଣୁ ଏବେଠାରୁ ସେ...

ସାରାଙ୍କ ଶାଢୀରେ ବିଗ୍‌ବିଙ୍କ ଡାଇଲଗ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ତାଙ୍କ ଅଭିନୟ ଏବଂ ନୂଆ ନୂଆ ଲୁକ୍‌ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌...

ଶାହରୁଖ ଖାନଙ୍କ ପାଇଁ ତରଳିଲା ପାକିସ୍ତାନୀଙ୍କ ହୃଦୟ

ଇସଲାମାବାଦ,୨୬।୧୦:ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନ ଆଜିକାଲି...

ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତା

ତାମିଲ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥୀପାଟ୍ଟି ଗଣେଷାନଙ୍କର ସୋମବାର ସକାଳେ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ନେଇ...

ଷ୍ଟେଜ୍‌ରେ ସୁନ୍ଦରୀ ମୁକୁଟକୁ ନେଇ ଟଣାଓଟରା: ଆହତ ହେଲେ ମିସେସ୍‌ ଶ୍ରୀଲଙ୍କା, ମିସେସ୍‌ ଓ୍ବାଲର୍‌ଡ ଗିରଫ

ଶ୍ରୀଲଙ୍କାରେ ନିକଟରେ ଅନୁଷ୍ଠିତ ହୋଇଥିବା ସୁନ୍ଦରୀ ପ୍ରତିଯୋଗୀତା ସମୟରେ ବିଜେତାଙ୍କୁ ନେଇ ହୋଇଥିବା ବିବାଦ କାରଣରୁ କଲମ୍ବୋ ପୋଲିସ ମିସେସ ଓ୍ବାଲର୍‌ଡଙ୍କୁ ଗିରଫ କରିଛି। ମିସେସ...

ଦିୟାଙ୍କ ବିବାହ କରାଇଲେ ମହିଳା ପୁରୋହିତ, ଫଟୋ ଭାଇରାଲ ପରେ…

ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ଦିୟା ମିର୍ଜା। ଏହାକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଥମି ନ ଥିବା ବେଳେ ଦିୟାଙ୍କ ଏକ...

କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ନାଁରେ ଅଭିଯୋଗ

ମୁମ୍ବାଇ,୨୮।୧: କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବିବାଦରେ ଫସିଯାଇଛନ୍ତି। ଅଶ୍ଳୀଳ ଭିଡିଓ ଦେଖାଇବା ଅଭିଯୋଗରେ ୩୩ ବର୍ଷୀୟ ମହିଳା ସହଯୋଗୀ କୋରିଓଗ୍ରାଫର ତାଙ୍କ ବିରୋଧରେ ମହାରାଷ୍ଟ୍ର...

ନେତାଙ୍କ ପୁଅ ବାହାଘରରେ ଧୂମ୍‌ ନାଚିଲେ ଅଭିନେତା

ମୁମ୍ବାଇ: ଏନ୍‌ସିପି ନେତା ତଥା ରାଜ୍ୟସଭା ଏମ୍‌ପି ପ୍ରଫୁଲ୍ଲ ପଟେଲଙ୍କ ପୁଅ ଜୟପୁରରେ ବିବାହ କରୁଛନ୍ତି। ଏହି ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ‘ଜୁମ୍ମେ କି...

Advertisement
Archives

Model This Week