Posted inଫୁରସତ

ସ୍ନେଲଫିସ୍‌: ଗରମରେ ତରଳୁଥିବା ମାଛ

ଗରମରେ ବରଫ ତରଳିବା ସାଧାରଣ କଥା। ମାତ୍ର ଯଦି କୁହାଯାଏ ଗରମରେ ମାଛ ବି ତରଳିପାରେ, ତେବେ କଥା ଉପରେ ଅନେକେ ବିଶ୍ୱାସ କରି ନ ପାରନ୍ତି। ହେଲେ ବୈଜ୍ଞାନିକମାନେ ଏଭଳି ଏକ ମାଛକୁ ଆବିଷ୍କାର କରିଛନ୍ତି, ଯାହାକୁ ପାଣି ଉପରକୁ ଆଣିବା ମାତ୍ରେ ତାହା ବରଫ ଭଳି ତରଳିଥାଏ। ଏହି ମାଛଟି ହେଲା ସ୍ନେଲଫିସ୍‌। କ୍ୟାମେରା ମାଧ୍ୟମରେ ଏହି ମାଛର କିଛି ଫଟୋ ଉଠାଇବାରେ ବୈଜ୍ଞାନିକମାନେ ସଫଳ ମଧ୍ୟ ହୋଇଛନ୍ତି।

ପ୍ରଶାନ୍ତ ମହାସାଗରର ୮ କିମି ତଳେ ମାଛର ଏହି ପ୍ରଜାତି ମିଳିଥାଏ। ସେହିଭଳି ପେରୁ ଏବଂ ଚିଲି ଉପକୂଳଠାରୁ ୧୬୦କିମି ଦୂର ତଲହଟିରେ ମଧ୍ୟ ଏହି ମାଛ ଥିବା ଜଣାପଡ଼ିଛି। ଏହା ଦେଖିବାକୁ ବଡ଼ ବିଚିତ୍ର।

ସ୍ନେଲଫିସ୍‌ ସମୁଦ୍ର ତଳେ ରହିବାକୁ ପସନ୍ଦ କରିଥାଏ। କାରଣ ଏଠାରେ ପାଣି ଥଣ୍ଡା ଥାଏ। ଏହି ମାଛ ଜେଲି ପରି ହୋଇଥିବା ବେଳେ ଦୁର୍ବଳ ହୋଇଥାନ୍ତି। ଫଳରେ ଉପରକୁ ଆସିବା କ୍ଷଣି ତରଳି ଯାଇଥାନ୍ତି। ଏହି ମାଛର କାନ ଏବଂ ଦାନ୍ତରେ ମଜଭୂତ ହାଡ଼ ରହିଥାଏ। ଏହା ତାକୁ ସମୁଦ୍ର ମଧ୍ୟରେ ପାଣିର ପ୍ରଖର ସ୍ରୋତକୁ ସମ୍ଭାଳି ନେବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜର ସ୍ପ୍ରେ କରିବ ରୋବୋ

ନୂଆଦିଲ୍ଲୀ ,୩୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏଥିଲାଗି ସାମାଜିକ ଦୂରତା ସହିତ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ...

ଭାଇରାଲ ହେଉଛି ଆଇଏଏସ୍‌ଙ୍କ ୨୨ ବର୍ଷର ପୁରୁଣା ଚିଠି

ଆଇଏଏସ୍‌ ଉଦିତ ପ୍ରକାଶ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ମଜାଦାର କଥା ଶେୟାର କରନ୍ତି। ଏବେ ସେ...

ସନ୍ତାନ ଚିହ୍ନଟ ପାଇଁ ୩ ବର୍ଷ

ଦିସ୍‌ପୁର: ପୁଅ ହେଉ ଅବା ଝିଅ ଘରେ ସନ୍ତାନ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରି ଖେଳିଯାଏ। କିନ୍ତୁ ଏହି ଆନନ୍ଦକୁ ଅନୁଭବ କରିବା ପାଇଁ...

ହଠାତ୍‌ କୂଅରୁ ବାହାରିଲା ଗରମ ପାଣି, ଆଉ ତା’ ପରେ…

ମୁମ୍ବାଇ,୨୨ା୭: ମହାରାଷ୍ଟ୍ରର ବୁଲଢାପା ଜିଲାରେ ଏକ କୂଅରୁ ହଠାତ୍‌ ଗରମ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ପୂରା ଜିଲାରେ ଚର୍ଚ୍ଚା ହେଉଛି। ବୁଲଢାପା...

ଚତୁରତା ସହ ହାତୀ ଉପରେ ଚଢ଼ି ବସିଲା ସିଂହ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କାର୍‌ ଚଳାଇବେ ବେଳେ ହେଲ୍‌ମେଟ ନ ପିନ୍ଧିବାରୁ…

ସହାରନପୁର, ୧୫।୭- ବାଇକ୍‌ ଚଳାଉଥିବାବେଳେ ହେଲ୍‌ମେଟ୍‌ ନ ପିନ୍ଧିଲେ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରିଥାଏ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଉତ୍ତର ପ୍ରଦେଶର ସହରାନପୁର...

ରେଳ ଟ୍ରାକ୍‌ରେ ଚାଲିବ ଏହି ସ୍ବତନ୍ତ୍ର ସାଇକେଲ

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ସୋସିଆଲ ମିଡିଆ ଟୁଇଟରରେ ନିଆରା ଭିଡିଓମାନ ଶେୟାର କରିଥାନ୍ତି। ତେବେ ଚଳିତଥର ସେ ଜଣେ ଭାରତୀୟଙ୍କ...

ସ୍କାଏ ପୁଲ୍‌

ଖରାଦିନେ ସୁଇମିଂ ପୁଲ୍‌ର ମଜା ଉଠାଇବାକୁ କିଏ ବା ନ ଚାହାନ୍ତି। ପ୍ରବଳ ତାତିରୁ ନିସ୍ତାର ଦିଏ ପୁଲ୍‌। ତେବେ ବ୍ରିଟେନରେ ନିର୍ମାଣ ହେଉଥିବା ଏକ...

Advertisement
Archives

Model This Week