Posted inଖେଳ

ସ୍ତ୍ରୀଙ୍କ ପାଇଁ ଦିନେ ବ୍ୟବସାୟୀଙ୍କୁ ପିଟିଥିଲେ, ଏବେ ମ୍ୟାଚ୍‌ ଫିକ୍ସିଂ ଜାଲରେ ଫଶିଲେ

ଢାକା,୩୦।୧୦: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାଂଲାଦେଶର ଅଧିନାୟକ ତଥା ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ଶକିବ ଅଲ ହାସନଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ତେବେ  ଶକିବଙ୍କ କ୍ରିକେଟ କ୍ୟାରିୟର ଯେତିକି ରୋଚକ ତାଙ୍କ ପ୍ରେମ କାହାଣୀ ମଧ୍ୟ ତାଠୁ ଅଧିକ ଚର୍ଚ୍ଚିତ। ସେ ବାଲାଂଦେଶୀ ମଡେଲ ଉମିଦ ଅହମ୍ମଦ ଶିଶିରଙ୍କୁ ୨୦୧୨ ଡିସେମ୍ବର ୧୨ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ଅନେକ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ଶିଶିରଙ୍କୁ ମାତ୍ର ୮ ବର୍ଷ ହୋଇଥିବାବେଳେ ତାଙ୍କ ପରିବାର ଆମେରିକା ଶିଫ୍ଟ ହୋଇଯାଇଥିଲେ। ପରେ ସେ ଇଂଲଣ୍ଡରେ ସଫ୍ଟଓ୍ବେର ଇିଞ୍ଜିନିୟରିଂ ପାଠ ପଢିଥିଲେ। ସେଠାରେ ହିଁ କାଉଣ୍ଟି ଖେଳୁଥିବା ଶକିବଙ୍କ ସହ ତାଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ୨୦୧୪ରେ ଭାରତ ଏବଂ ବାଂଲାଦେଶ ମ୍ୟାଚ୍‌ ମୀରପୁର ଷ୍ଟାଡିୟମରେ ଖେଳାଯାଉଥିବାବେଳେ ଜଣେ ବ୍ୟବସାୟୀ ଶିଶିରଙ୍କୁ ଖରାପ ବ୍ୟବହାର କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶକିବ୍‌ ରହମାନ ନାମକ ଉକ୍ତ ବ୍ୟବସାୟୀଙ୍କୁ ଖୁବ୍‌ ପିଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ୍‌ ପାଇଁ ୟୁଏସ୍‌ ଓପନ ନ ଖେଳିବାକୁ ଜୋକୋଭିଚ୍‌ ଚିନ୍ତା କରୁଛନ୍ତି

ବେଲଗ୍ରେଡ,୧୦।୬(ଏ.ପି.): ଅଭିଜ୍ଞ ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ନ ଖେଳିବାକୁ ଚିନ୍ତା କରୁଛନ୍ତି।...

୨ଟି ବଲ୍‌ରୁ ବିସ୍ଫୋରକ ୨୧ ରନ୍‌ କରିଥିଲେ ସେହ୍ବାଗ:ଜାଣନ୍ତୁ କେମିତି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସମସ୍ତ ପ୍ରକାର କ୍ରିକେଟର ୍‌ବିପଜ୍ଜନକ ବ୍ୟାଟ୍ସମ୍ୟାନ ସେହ୍ବାଗ ଆରମ୍ଭରୁ ପ୍ରତିପକ୍ଷଙ୍କୁ...

ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ବଟଲର, ମୋର୍ଗାନଙ୍କ ବିରୋଧରେ ଇସିବିର ତଦନ୍ତ

ଲଣ୍ଡନ,୧୦।୬(ପି.ଟି.): ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ବଟଲର ଏବେ ହରଡ଼ଘଣାରେ...

ଦମ୍‌ଦାର ବ୍ୟାଟିଂକୁ ନେଇ ହୃଦୟ ଜିତିଲେ ଏହି ଭାରତୀୟ କ୍ରିକେଟର; କ୍ୟାରିୟରର ଦ୍ୱିତୀୟ ଟେଷ୍ଟରେ..

ସିଡନୀ,୮।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଶଂସନୀୟ ପାଳି ଖେଳିଛନ୍ତି ଯୁବ କ୍ରିକେଟର ଶୁଭମନ ଗିଲ। ନିଜ କ୍ୟାରିୟରର ଦ୍ୱିତୀୟ ଟେଷ୍ଟରେ ଶୁକ୍ରବାର ସେ...

ପଞ୍ଚମ ଓ୍ବିମ୍ବେଲଡନ୍‌ ଟାଇଟଲ୍‌ ଲକ୍ଷ୍ୟରେ ଜୋକୋଭିଚ୍‌

ଲଣ୍ଡନ, ୩୦।୬(ଏଏଫ୍‌ପି)- ଚଳିତ ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଓ୍ବିମ୍ବେଲଡନ ସୋମବାରଠାରୁ ସ୍ଥାନୀୟ ଅଲ୍‌ ଇଂଲଣ୍ଡ ଲନ୍‌ ଟେନିସ କ୍ଲବଠାରେ ଆରମ୍ଭ ହେବାକୁ ଯାଉଛି।...

ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ ବିଜନେସରେ ଜଣେ ସଫଳ ମହିଳା

ନୂଆଦିଲ୍ଲୀ, ୨୦।୭: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କ ସ୍ତ୍ରୀ ଜିନ୍ନା ଅଲିଙ୍କ ମଧ୍ୟ କ୍ରୀଡ଼ାପ୍ରତି ଅହେତୁକ ଦୁର୍ବଳତା ରହିଛି। ସ୍ବାମୀଙ୍କୁ ସମର୍ଥନ...

ନୂଆ ସ୍ପ୍ରିଣ୍ଟ ସେନ୍‌ସେସନ କୋଲମେନ

ଦୋହା ବିଶ୍ୱ ଚାମ୍ପିୟନଶିପ୍‌ରେ ୧୦୦ମି.ରେ ସ୍ବର୍ଣ୍ଣ ପଦକ ହାସଲ କରି ଆମେରିକୀୟ ଯୁବ ଧାବକ ଖ୍ରୀଷ୍ଟିଆନ କୋଲମେନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୯.୭୬...

ପନ୍ତଙ୍କ ବ୍ୟାଟିଂ ଟେକ୍‌ନିକ ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୯।୮: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟାଟିଂରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ହେଡିଂଲେ ଟେଷ୍ଟର...

Advertisement
Ten Cric Info


Archives

Model This Week