ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବା ସମ୍ଭାବନା !

ଲଣ୍ଡନ,୮।୬: ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବାର ସମ୍ଭାବନା ରହିଛି। ଏନେଇ ମହାକାଶ ବିଜ୍ଞାନୀ ଯୁକ୍ତି ବାଢ଼ିଛନ୍ତି। ଏସବୁ ଚନ୍ଦ୍ରମାରେ ଥିବା ତରଳ ଜଳ ଏଠାରେ ଜୀବନସତ୍ତାର ସମ୍ଭାବନାକୁ ଦୃଢ଼ୀଭୁତ କରିଛି। ବ୍ରିଟେନ୍‌ର ଲିଙ୍କନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁସାରେ ଏପର୍ଯ୍ୟନ୍ତ ସୌରମଣଳ ବାହାରେ ୪ ହଜାର ଏକ୍ସୋପ୍ଲାନେଟ୍‌ ସମ୍ପର୍କରେ ତଥ୍ୟ ହାସଲ ହୋଇସାରିଛି। ଏସବୁର ଏକ୍ସୋଚନ୍ଦ୍ରମାରେ ଜଳ ଥିବାର ପ୍ରମାଣ ମିଳିଛି। ତେଣୁ ଏଠାରେ ଜୀବନ ଥିବାରୁ ଅନୁମାନ କରାଯାଉଛି। ଏଠାରେ ଥିବା ଜେ-୧୪୦୭ ଚନ୍ଦ୍ରମା ଉପରେ ଅଧ୍ୟୟନ କରାଯାଇ ମହାକାଶ ବିଜ୍ଞାନୀ ଏଭଳି ମତ ଦେଇଛନ୍ତି। ଏହାର ରିପୋର୍ଟ ରୟାଲ ଷ୍ଟୋଲନାମିକାଲ ସୋସାଇଟିର ମାସିକ ପତ୍ରିକାରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌କୁ ଅଧ କିଲୋମିଟର ଘୋଷାଡି ନେଲା ଟ୍ରେନ :୧୨ ମୃତ , ୬ ଗୁରୁତର

ଢାକା,୧୯।୧୨-ବାଂଲାଦେଶରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେନ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି।...

ମୋଦିଙ୍କ ଆଲିଙ୍ଗନକୁ ମିସ୍‌ କଲେ ମୋରିସନ

କାନବେରା,୪।୬: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁବାର ଏକ ଭର୍ଚୁଆଲ ସାକ୍ଷାତ୍‌କାର ହୋଇଛି। ଏହି ସମୟରେ କିନ୍ତୁ ସ୍କଟ...

ବେଜୋସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରିଥିଲେ ଏମ୍‌ବିଏସ୍‌

ଡାଭୋସ୍‌,୨୪ା୧:୨୦୧୮ ଅକ୍ଟୋବରରେ ତୁର୍କୀସ୍ଥିତ ଇସ୍ତାନବୁଲ ଦୂତାବାସରେ ‘ଓ୍ବାଶିଂଟନ ପୋଷ୍ଟ’ ଖବରଦାତା ଜମାଲ କାଶୋଗୀଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ...

୧୩ ହଜାର ବର୍ଷର ପାଦଚିହ୍ନ

ମଣ୍ଟ୍ରିଆଲ,୨୩।୫: ପଶ୍ଚିମ କାନାଡାର ଉପକୂଳବର୍ତ୍ତୀ ଦ୍ୱୀପରେ ହାରାହାରି ୧୩ ହଜାର ବର୍ଷ ପୁରାତନ ପାଦଚିହ୍ନ ଆବିଷ୍କୃତ ହୋଇଛି। ଏ ନେଇ ପ୍ଲସ୍‌ ଜର୍ନାଲରେ ଗତ ବୁଧବାର...

ଭାରତରେ ୪.୫୮ କୋଟି ମହିଳା ନିଖୋଜ

ଜାତିସଂଘ,୧।୭: ବିଗତ ୫୦ ବର୍ଷ ମଧ୍ୟରେ ବିଶ୍ୱରେ ୧୪ କୋଟି ୨୬ ଲକ୍ଷ ମହିଳା ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକତୃତୀୟାଂଶ ଅର୍ଥାତ୍‌ ୪ କୋଟି...

ମ୍ୟାନ୍‌ମାର ଗସ୍ତରେ ଜିନ୍‌ପିଙ୍ଗ୍‌

ନାଏପିଡ଼ା,୧୮ା୧ (ଏଏଫ୍‌ପି): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦୁଇଦିନିଆ ମ୍ୟାନ୍‌ମାର୍‌ ଗସ୍ତରେ ଯାଇ ଶୁକ୍ରବାର ଏହାର ରାଜଧାନୀରେ ପହଞ୍ଚତ୍ଛନ୍ତି। ସଙ୍କଟରେ ପଡ଼ିଥିବା ଅଙ୍ଗ୍‌ ସାନ୍‌ ସୁ...

ରାଗିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୨୯।୭:। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଏକ ବେପରୁଆ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ତାଲିବାନ ଆତଙ୍କବାଦୀମାନେ ହେଉଛନ୍ତି ସାଧାରଣ ନାଗରିକ, ଆମେରିକା ସେଠାରେ...

ନେପାଳରେ ଭୂକମ୍ପ

କାଠମାଣ୍ଡୁ, ୧୯।୫: ନେପାଳର କେନ୍ଦ୍ରୀୟ ଲମଜୁଙ୍ଗ୍‌ ଜିଲାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୮ ରହିଥିଲା। ଏଥିରେ ୬ ଜଣ...

Advertisement


Archives

Model This Week

Why Dharitri