Posted inଖେଳ

ସୌରଭ ସେମିଫାଇନାଲରେ

ହୋ ଚି ମିନ୍‌ ସିଟି, ୧୩ା୯ (ପି.ଟି.)-ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସୌରଭ ବର୍ମା ଭିଏତ୍‌ନାମ ଓପନ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେ ସ୍ଥାନୀୟ ଖେଳାଳି ତିନ୍‌ ମିନ୍‌ ଏନ୍‌ଗୁଏନ୍‌ଙ୍କୁ ୨୧-୧୩, ୨୧-୧୮ ସେଟ୍‌ରେ ହରାଇ ଦେଇଛନ୍ତି। ବର୍ତ୍ତମାନର ଜାତୀୟ ଚାମ୍ପିୟନ ତଥା ଗତ ମାସରେ ହାଇଦ୍ରାବାଦ ଓପନ ଜିତିଥିବା ସୌରଭ ବର୍ତ୍ତମାନ ଜାପାନର ମିନୋରୁ କୋଗା କିମ୍ବା ଥାଇଲାଣ୍ଡର ତଥା ୬ଷ୍ଠ ସିଡ୍‌ ତାନଙ୍ଗସାକ୍‌ ସେନ୍‌ସୋମ୍ବୁନ୍‌ସୁକ୍‌ଙ୍କୁ ଭେଟିବେ। ସୂଚନାଯୋଗ୍ୟ, ୨୬ ବର୍ଷୀୟ ଭାରତୀୟ ଖେଳାଳି ଚଳିତ ମାସ ପ୍ରାରମ୍ଭରେ ଚାଇନିଜ୍‌ ତାଇପେ ଓପନ୍‌ର ପ୍ରିକ୍ୱାର୍ଟରରୁ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମ୍ପାୟର ଟଏଲେଟ୍‌କୁ ନ ଛାଡ଼ିବାରୁ ପ୍ୟାଣ୍ଟରେ ପରିସ୍ରା ଧମକ ଦେଲେ ଖେଳାଳି

ମେଲବୋର୍ନ, ୯ା୨- ଆରମ୍ଭରୁ ହିଁ ବିବାଦ ଘେରରେ ଥିବା ଟେନିସ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ...

ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କଲେ ବିରାଟ

ମାଞ୍ଚେଷ୍ଟର,୧୦।୭(ପିଟି)- ଶୀର୍ଷ ର଼୍ୟାଙ୍କ୍‌ଧାରୀ ଦିନିକିଆ ବ୍ୟାଟ୍ସମ୍ୟାନ ବିରାଟ କୋହଲି ବୁଧବାର ନଂ.୧ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କରିବାକୁ ଉଦ୍ୟମ କରିଛନ୍ତି। ନ୍ୟୁଜିଲାଣ୍ଡ...

ମାର୍ଚ୍ଚ ୨୯ରୁ ଆଇପିଏଲ୍‌: ଅଭ୍ୟାସ ଆରମ୍ଭ କଲେ ଧୋନୀ, ସ୍ବାଗତ କଲେ ରାଇନା

ବେଙ୍ଗାଲୁରୁ, ୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ...

ବୁଢ଼ା ହୋଇଗଲେ ବି ସିଂହ

ରାୟପୁର,୫।୩ : ବୁଢ଼ା ହୋଇଗଲେ ବି ସିଂହ। ଏଠାରେ ଆମେ ଜଙ୍ଗଲର ରାଜା ସିଂହ ସମ୍ପର୍କରେ ନୁହେଁ କ୍ରିକେଟର ସିଂହ କଥା କହୁଛୁ ଅର୍ଥାତ ବୀରେନ୍ଦ୍ର...

ସ୍ବାମୀଙ୍କ ନାମରେ ଟାଟୁ କରିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲର ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚରେ ୩୭୪ ରନ ସଂଗ୍ରହ...

ବେନ୍‌ ଷ୍ଟୋକ୍ସଙ୍କ ଜର୍ସିରେ ବିକାଶ କୁମାର

ଲଣ୍ଡନ,୧୧ା୭: କୋଭିଡ୍‌-୧୯ ମହାମାରୀ ଯୋଗୁ ଦୀର୍ଘ ୧୧୭ ଦିନ ପରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ ସହ ଅନ୍ତର୍ଜାତୀୟ କ୍ରିକେଟ ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରାକ୍ଟିସ ସେସନରେ...

ରଣଜୀ ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୭ା୨(ପି.ଟି):ଐତିହାସିକ ଇଡେନ ଗାର୍ଡେନ୍ସରେ ଗୁରୁବାର ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସୌରାଷ୍ଟ୍ର...

କୋହଲିଙ୍କ ହାତରୁ ଯାଇପାରେ ଦିନିକିଆ ଦଳର ନେତୃତ୍ୱ

ନୂଆଦିଲ୍ଲୀ,୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ରେ ବରିଷ୍ଠ ଓପନର...

Advertisement
Archives

Model This Week