ସୌନ୍ଦର୍ଯ୍ୟ ବଢ଼ାଏ ନଡ଼ିଆ ତେଲ

ବେଳେବେଳେ ମହିଳାମାନଙ୍କ ମୁହଁରେ ଦାଗ ଓ ଅନ୍ୟ କେତେକ ସମସ୍ୟା ଦେଖାଯାଇଥାଏ। ନିଜ ସୌନ୍ଦର୍ଯ୍ୟକୁ ଆହୁରି ଚମକଦାର କରିବାକୁ ସେମାନେ ବଜାରରୁ ଏମିତି କିଛି ବିଉଟି ପ୍ରଡକ୍ଟ କିଣି ଆଣନ୍ତି। କିନ୍ତୁ ଏପରି କିଛି ପ୍ରାକୃତିକ ଉପଚାର ରହିଛି, ଯାହା ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷିତ କରିଥାଏ। ମୁହଁର ଏପରି ସମସ୍ୟା ଦୂର କରିବାକୁ ଆପଣ ନଡିଆତେଲ ବ୍ୟବହାର କରିପାରନ୍ତି। ତେବେ ଆସନ୍ତୁ ଜାଣିବା କିପରି ଏହାକୁ ବ୍ୟବହାର କରିବେ…

ନଡିଆ ତେଲରେ ଆପଣ ସ୍ପାର ଆନନ୍ଦ ଘରେ ନେଇପାରିବେ ଓ ତ୍ୱଚାକୁ ମୁଲାୟମ୍‌ କରିପାରିବେ। ଏଥିପାଇଁ ଆପଣ ଦୁଇରୁ ୩ ଚାମଚ ଓଟ୍ସ ନିଅନ୍ତୁ ଓ ସେଥିରେ ତେଲ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ୩୦ସେକେଣ୍ଡ ଲାଗି ମାଇକ୍ରୋଓ୍ବେଭରେ ଗରମ କରିଦିଅନ୍ତୁ। ଏହା ପରେ ମସ୍‌ଲିନ୍‌ ବ୍ୟାଗ୍‌ ସାହାଯ୍ୟରେ ଏହି ପେଷ୍ଟକୁ ପୂରା ଶରୀରରେ ଲଗାଇ ମସାଜ୍‌ କରନ୍ତୁ। ଏହି ପେଷ୍ଟ ଶରୀରର ପିଏଚ୍‌ ଲେଭଲ୍‌କୁ ସମାନ ରଖିଥାଏ।
ନିଜ କେଶକୁ କୁଣ୍ଡାଇବା ପରେ,ଏକ ଚାମଚ ନଡିଆ ତେଲ ନେଇ କେଶରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କେଶ ଡ୍ରାଏ ନ ହେବା ସହ କେଶରେ ଚମକ ଆସିଥାଏ। ଯେତେବେଳେ ଆପଣଙ୍କ କେଶ ଅଡୁଆ ତଡୁଆ ହୋଇଯାଇଛି ତେବେ ନିଜ ଆଙ୍ଗୁଠିରେ ତେଲ ନେଇ କେଶରେ ଲଗାନ୍ତୁ। ଯଦି ଆପଣ ବିଚ୍‌ କିମ୍ବା ପୁଲ୍‌କୁ ଯାଉଛନ୍ତି କେଶରେ ନଡିଆ ତେଲ ଲଗାଇବାକୁ ଭୁଲନ୍ତୁ ନାହିଁ। ତେଲ ଆପଣଙ୍କ କେଶକୁ ଡ୍ରାଏନେସ,ଖାରିଆ ପାଣିରୁ ରକ୍ଷା କରିଥାଏ।
ଶୀତଦିନରେ ଓଠ ଡ୍ରାଏ ହୋଇ ଫାଟେ। ବାରମ୍ବାର ଲିପ୍‌ବାମ୍‌ ଲଗାଇବାକୁ ପଡିଥାଏ। ଆପଣ ନିଜର ଓଠକୁ ମୁଲାୟମ୍‌ ରଖିବାକୁ ହେଲେ ନଡିଆ ତେଲକୁ ଲଗାଇ ପାରିବେ। ଆପଣ ଏହାକୁ ଓଠରେ ଲଗାଇ ରଖନ୍ତୁ। ଏହାର କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୃତ କୋଷ ବାହାରି ଯିବ। ଓଠକୁ ସଫା କରିବା କରିବା ପରେ ନଡିଆ ତେଲକୁ ବାମ୍‌ ପରି ଲଗାଇ ପାରିବେ।
ନଡିଆ ତେଲରେ ନାଚୁରାଲ ଆଣ୍ଟି ଫଙ୍ଗାଲ ଓ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ରହିଛି ଯାହା ଆପଣଙ୍କ ପାଦକୁ ଇନ୍‌ଫେକସନ୍‌ ଓ ଫଙ୍ଗସ୍‌ରୁ ଦୂର କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ନଡିଆ ତେଲକୁ ପ୍ରତିଦିନ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଦକୁ କୋମଳ ଓ ଫଙ୍ଗାଲ ଇନ୍‌ଫେକ୍‌ସନ୍‌ରୁ ଦୂରେଇ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri