ସୌଦିରେ ୨ ଭାରତୀୟଙ୍କ ମୁଣ୍ଡକାଟ

ରିୟାଦ୍‌,୧୭।୪: ସୌଦିରେ ୨ ଭାରତୀୟଙ୍କ ମୁଣ୍ଡ କାଟ କରାଯାଇଛି। ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା। ବିଚାରରେ ସେମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଏଭଳି ଦଣ୍ଡାଦେଶ କରାଯାଇଛି। ସେମାନେ ହେଉଛନ୍ତି ପଞ୍ଜାବ ହୋଶିଆରପୁରର ସତ୍‌ଓ୍ବିନ୍ଦର କୁମାର ଏବଂ ଲୁଧିଆନାର ହରଜିତ୍‌ ସିଂ। ଜଣେ ଭାରତୀୟ ବନ୍ଧୁ ଇମ୍ମାଉଦ୍ଦିନ୍‌ଙ୍କୁ ହତ୍ୟା କରିଥିବାରୁ ସେମାନଙ୍କର ମୁଣ୍ଡକାଟ ପାଇଁ ଦଣ୍ଡାଦେଶ କରାଯାଇଥିଲା। ସେମାନେ ଅଲ୍‌ ମଜିଦ୍‌ କମ୍ପାନୀରେ କାର୍ଯ୍ୟ କରୁଥିଲେ। ୨୦୧୫ରେ ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯାଇଥିଲା। ୨୦୧୯ ଫେବୃୟାରୀ ୨୮ରେ ସେମାନଙ୍କ ମୁଣ୍ଡକାଟ କରାଯାଇଥିବା  ସୌଦି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଲାଗିଲା ଆଉ ଏକ ଝଟକା, ଦଲାଇ ଲାମାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଚାଇନା କହିଲା…

ନୂଆଦିଲ୍ଲୀ/ବେଜିଂ,୭।୭: ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ...

ଟ୍ରମ୍ପଙ୍କ ଧମକକୁ ନେଇ ବର୍ଷିଲା ଚାଇନା କହିଲା, ଟାରିଫରେ କାହାର ଲାଭ ହେଉନାହିଁ, ଏହା କେବଳ…

ବେଜିଂ,୭।୭: ବ୍ରିକ୍ସ ଦେଶଗୁଡ଼ିକ ଉପରେ ୧୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପଙ୍କ ଧମକକୁ ଚାଇନା ନିନ୍ଦା କରିଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ...

ସ୍କୁଲ ଖୋଲିଲେ ଏଲନ ମସ୍କ, ପଢିପାରିବେ ସାରା ବିଶ୍ୱର ପିଲା, ଘଣ୍ଟାକୁ ଫି ରହିଛି…

ଓ୍ବାଶିଂଟନ,୭।୭: ଆଜିକାଲି ସ୍କୁଲଗୁଡ଼ିକରେ ପାଠପଢ଼ା ସମ୍ପର୍କରେ ଅନେକ ପ୍ରକାରର ପରୀକ୍ଷଣ କରାଯାଉଛି। ପିଲାମାନଙ୍କୁ ପାଠପଢ଼ାରେ ଧ୍ୟାନ ଦେବା ପାଇଁ ଖେଳ ଏବଂ ମଜା ଭଳି ଉପାଦାନ...

ପାକିସ୍ତାନ ପ୍ରତି ବନ୍ଧୁ ଚାଇନାର ସ୍ବର ବଦଳିଲା: ଭାରତର ବଡ଼ କୂଟନୈତିକ ବିଜୟ

ବ୍ରାସିଲିଆ,୭।୭: ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୫ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। ଏହି ଶିଖର ସମ୍ମିଳନୀ ଅଧୀନରେ, ପଶ୍ଚିମ ଦେଶଗୁଡ଼ିକ ବିଶେଷକରି ଆମେରିକା, ଏହି ବାର୍ତ୍ତା ପାଆନ୍ତି...

ଚାଇନାକୁ ଜୋରଦାର୍‌ ଝଟ୍‌କା ଦେଲା ପାକିସ୍ତାନ: ଏହି କାମ କରିବାକୁ ସିଧା ସିଧା କରିଦେଲା ମନା

ଇସଲାମାବାଦ୍‌,୭।୭: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଚାଇନାର ଉନ୍ନତ J-35A ଷ୍ଟେଲ୍ଥ ଲଢ଼ୁଆ ବିମାନ କିଣିବା ରିପୋର୍ଟକୁ ଖାରଜ କରିଛନ୍ତି। ଏକ ସାକ୍ଷାତକାରରେ, ସେ...

ଚାଇନାକୁ ଲାଗିବ ଜବରଦସ୍ତ ଝଟକା, ଦଲାଇ ଲାମାଙ୍କୁ ଦିଆଯିବ ଭାରତ ରତ୍ନ! ପ୍ରସ୍ତାବ ଉପରେ ହସ୍ତାକ୍ଷର କଲେ ୮୦ ସାଂସଦ, ରହିଛି ଓଡ଼ିଶା ଲିଙ୍କ

ନୂଆଦିଲ୍ଲୀ/ବେଜିଂ,୭।୭: ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମା ଏବେ ନିରନ୍ତର ଆଲୋଚନାରେ ରହି ଆସୁଛନ୍ତି। ହିମାଚଳ ପ୍ରଦେଶର ଧର୍ମଶାଳାରେ ତାଙ୍କ ୯୦ତମ ଜନ୍ମଦିନ ପାଳନ କରୁଥିବା...

ଭାରତକୁ ଧମକ ଦେଲେ ଟ୍ରମ୍ପ: ବନ୍ଦ ହୋଇଯିବ କି ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌

ଓ୍ବାଶିଂଟନ୍‌,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ BRICS ଦେଶଗୁଡ଼ିକର ସଦସ୍ୟମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ସେ ଆମେରିକା ବିରୋଧୀ ଯେକୌଣସି ନୀତିକୁ ସମର୍ଥନ କରୁଥିବା...

ଗ୍ଲୋବାଲ୍ ସାଉଥ୍ ବିନା ବିଶ୍ୱ ସଂସ୍ଥାଗୁଡ଼ିକ ନେଟୱାର୍କ ବିନା SIM ପରି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲର ରିଓ ଡି ଜାନେରୋରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଭାଷଣ ଦେଇ ଗ୍ଲୋବାଲ୍ ସାଉଥ୍‌ର ମହତ୍ୱ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri