ସେନା ହେଲିକପ୍ଟର ଦୁର୍ଘଟଣାରେ ୪ ମୃତ

ଜାକର୍ତ୍ତା, ୭ା୬: ଇଣ୍ଡୋନେସିଆର ଏକ ସେନା ହେଲିକପ୍ଟର କେନ୍ଦ୍ରୀୟ ଜାଭା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ହେଲିକପ୍ଟରରେ ୯ ଜଣ ଥିଲେ। ଆହତଙ୍କୁ କେଣ୍ଡାଲ ଜିଲା ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ହେଲିକପ୍ଟରଟି ଖୁବ୍‌ ନିକଟରେ ଉଡ଼ୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି। ୨ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ଫୁ: ମ୍ୟୁଜିକ୍‌ ଫେଷ୍ଟିଭାଲରେ ନାଚିଲେ ଲୋକେ…

ଲଣ୍ଡନ, ୩।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ବ୍ରିଟେନ୍‌ରେ ଲୋକେ କରୋନା ସଂକ୍ରମଣକୁ ଫୁ ମନେକରି...

୪୭ ଆତଙ୍କବାଦୀ ନିହତ

କାଏରୋ,୧୭।୫: ଇଜିପ୍ଟର ସିନାଇ ଅଞ୍ଚଳରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ୫୨ ଜଣଙ୍କ ପ୍ରାଣହାନି ଘଟିଛି। ୪୭ ଆତଙ୍କବାଦୀ ନିହତ...

ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ କଲା ଆମେରିକା…

ଓ୍ବାଶିଂଟନ,୧।୧୨ : ଆମେରିକାର ସାଂସଦ ରାଜା କୃଷ୍ଣମୂର୍ତ୍ତି ଚାଇନାର ଭାରତ ବିରୋଧୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ବିଶ୍ୱ ସମ୍ମୁଖରେ କରିଛି। କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଭାରତ ଏବଂ...

ଆମେରିକାରେ ଶୀତକାଳୀନ ଝଡ ନେଇ ସତର୍କ ସୂଚନା ଜାରି…

ଓ୍ବାଶିଂଟନ,୧୫।୧୨ : ଆମେରିକାର ଟେକ୍ସାସ, ଓକଲାହୋମା ଏବଂ ଲୁଇସିୟାନାର କିଛି ଅଂଶରେ ଘୂର୍ଣ୍ଣିବଳୟ ହେବାର କିଛି ଘଣ୍ଟା ପରେ ୟଏକ ଭୟଙ୍କର ଶୀତକାଳୀନ ଝଡ ସୃଷ୍ଟି...

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କରାଗଲା ଜରୁରୀ ଅବତରଣ

କାଠମାଣ୍ଡୁ,୪।୯: ନେପାଳର ଏକ ଘରୋଇ ବିମାନ କମ୍ପାନୀ ସୀତା ଏୟାରର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। କାଠମାଣ୍ଡୁରୁ ଲୁକ୍ଲା ଯାଉଥିବା ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ...

ସହପାଠୀଙ୍କୁ ୧୧୪ ଥର ଛୁରାମାଡ଼: ନାବାଳକ ଦୋଷୀ

ଓ୍ବାଶିଂଟନ୍‌,୮।୨: ଆମେରିକାର ଜ୍ୟାକସୋନଭିଲେରେ ୧୬ ବର୍ଷୀୟ ଏଡେନ ଫୁକି ସହପାଠୀଙ୍କୁ ହତ୍ୟା ଅଭିଯୋଗରେ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୩ ବର୍ଷୀୟା ଚିୟରଲିଡର ଟ୍ରିଷ୍ଟିନ୍‌ ବିଲେଙ୍କୁ...

ଏବେ ଭାରତ ସହ ସମ୍ପର୍କ ଦୃଢ ବିଷୟରେ ଆଲୋଚନ କରିବା ଭଲ ସମୟ ନୁହେଁ: ଇମ୍ରାନ

ଇସଲାମାବାଦ,୨୬।୧୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସହ ସମ୍ପର୍କକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସାଉଦି ଆରବର ରାଜଧାନୀ ରିୟାଦରେ ପାକିସ୍ତାନ-ସାଉଦି ଇନଭେଷ୍ଟମେଣ୍ଟ...

ଭାରତକୁ ଆମେରିକାର ଭରସା

ଓ୍ବାଶିଂଟନ୍‌, ୧୮ା୨: ୟୁକ୍ରେନ ସଙ୍କଟ ଭିତରେ ଆମେରିକା ଭାରତ ଉପରେ ଆସ୍ଥା ପ୍ରକଟ କରିଛି। ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ, ତେବେ ଭାରତ...

Advertisement
Archives

Model This Week