ସୃଷ୍ଟିଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ମନୀଷ: ଇନଷ୍ଟାରେ ଲେଖିଲେ ଛଅ ପୃଷ୍ଠାର ଚିଠି

ମୁମ୍ବାଇ: ସୁପରହିଟ୍‌ ରିଆଲିଟି ଶୋ’ ‘ବିଗ୍‌ ବସ’ରୁ ବାହାରିବା ପରେ ଲୋକପ୍ରିୟ ହୋଇଥିବା ଟେଲି ଷ୍ଟାର ସୃଷ୍ଟି ରୋଡେଙ୍କ ବ୍ୟକ୍ତିଗତ ଜୀବନ ପୁଣି ଚର୍ଚ୍ଚାରେ। ପ୍ରେମିକ ମନୀଷ ନାଗଦେବଙ୍କଠାରୁ ଅଲଗା ହେବା ପରେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା। ଏବେ ଶେଷରେ ମନୀଷ ଏ ନେଇ ମୁହଁ ଖୋଲିଛନ୍ତି। ସୃଷ୍ଟିଙ୍କ ତାଙ୍କ ସହ ବିଶ୍ୱାସଘାତକତା କରିଥିବା ସେ କହିବା ସହ ନିଜର ଇନଷ୍ଟା ପୃଷ୍ଠାରେ ଛଅ ପୃଷ୍ଠାର ଚିଠି ଲେଖି ମନକଥା କହିଛନ୍ତି।

ସୃଷ୍ଟିଙ୍କ ସହ ବ୍ରେକ୍‌ଅପ୍‌ ହେବାର ଛଅ ମାସ ପରେ ମନୀଷ ପୂର୍ବରୁ ଭଲ ପାଇବା ସହ ଏବଂ ଏବେ ହୋସ୍‌ରେ ଚିଠି ଲେଖୁଛନ୍ତି ବୋଲି କହିଛନ୍ତି। ଗୋଟିଏ ଫୋନ୍‌ କଲରେ ସମ୍ପର୍କ ତୁଟାଇଥିଲେ ସୃଷ୍ଟି। ନିଜ କ୍ୟାରିଅରର ଭଲ ସମୟରେ ସେ ଅଛନ୍ତି। ତେଣୁ କାହା ସହ ସମ୍ପର୍କରେ ରହିବାକୁ ଚାହୁଁ ନ ଥିବା ସେ କହିଥିଲେ ବୋଲି ମନୀଷ ଚିଠିରେ ଉଲ୍ଲେଖ କରିଛନ୍ତି।

ସୃଷ୍ଟିଙ୍କ ବିରୋଧରେ ଅଭିଯୋଗ କରି ମନୀଷ କହିଛନ୍ତି, ସେ ବିଗ୍‌ବସ୍‌ରେ ଥିବା ବେଳେ ତାଙ୍କ ପ୍ରଚାର ଦାୟିତ୍ୱ ମନୀଷଙ୍କ ଉପରେ ଥିଲା। ସୋସିଆଲ ମିଡିଆ ଆକାଉଣ୍ଟରୁ ଆରମ୍ଭ କରି ପିଆର୍‌ ପର୍ଯ୍ୟସ୍ତ ସେ ସବୁ ସମ୍ଭାଳୁଥିଲେ। ହେଲେ ଶୋ’ରୁ ବାହାରିବା ପରେ ଧନ୍ୟବାଦ ସେ କହି ନ ଥିବା ମନୀଷ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍‌ ପୂର୍ବରୁ ବିବାଦରେ ଫିଲ୍ମ ‘ପାନିପତ’

ମୁମ୍ବାଇ: ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଚାଲିଆସିଛି ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ବାରିକରଙ୍କ ଫିଲ୍ମ ‘ପାନିପତ’। ଉକ୍ତ ଫିଲ୍ମରେ ମହାନ ମରାଠା ସେନାପତି ଓ ତାଙ୍କର ଦ୍ୱିତୀୟ...

ସାବାସ ଆମୀର

ଆମୀର ଖାନ୍‌ଙ୍କ ନାୟକ ଭାବରେ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍‌ ସେ କୟମତ୍‌ ତକ୍‌’ରୁ। ନାୟକ ଭାବେ କେବଳ ସେ ନୁହନ୍ତି ନାୟିକା ଭାବରେ...

ମୋଦି-କେଜରିଓ୍ବାଲଙ୍କ ସହାୟତା ଲୋଡ଼ିଲେ ଟିଭି ଅଭିନେତ୍ରୀ ଦୀପିକା ସିଂ

ମୁମ୍ବାଇ, ୧୩।୬: ଟିଭି ଅଭିନେତ୍ରୀ ଦୀପିକା ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କ ମା’ଙ୍କର ନମୁନା...

ଜୁନ୍‌ରେ ରିଲିଜ୍‌ ହେବ ‘ବଣ୍ଟି ଔର ବବଲି ୨’

ମୁମ୍ବାଇ: ୟଶ ରାଜ ଫିଲ୍ମ ବ୍ୟାନରରେ ନିର୍ମାଣ କରାଯାଇଥିବା ‘ବଣ୍ଟି ଔର ବବଲି ’ ର ସିକ୍ୟୁଏଲ ‘ବଣ୍ଟି ଔର ବବଲି ୨’ ଆସନ୍ତା ଜୁନ୍‌...

ସଙ୍ଗିତ ମାଧ୍ୟମରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନେହା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ସହଜରେ ଏହାକୁ ଗ୍ରହଣ...

ରିଲିଜ୍‌ ହେଲା ସଞ୍ଜୟଙ୍କ କେ.ଜି.ଏଫ୍‌-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ୬୦ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ବଡ଼ ଉପହାର ମିଳିଛି। ସାଉଥ୍‌ର ସୁପରହିଟ ଫିଲ୍ମ ‘କେ.ଜି.ଏଫ୍‌ର ଦ୍ୱିତୀୟ ଭାଗ...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ : ପକେଟ୍‌ ମନି ଦାନକଲେ ଜୁହି ଚାଓ୍ବଲାଙ୍କ ପୁଅ

ମୁମ୍ବାଇ: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଅଷ୍ଟ୍ରେଲିଆର ଏହି ବିପତ୍ତି ସମୟରେ ସମସ୍ତେ ସହାୟତାର ହାତ...

ଶିଶୁ କଳାକାରରୁ ହାସ୍ୟାଭିନେତା ଗୁରିଆ ସାହୁ

ଯାତ୍ରା ଜଗତର ଯୁବ ହାସ୍ୟାଭିନେତା ଗୁରିଆ ସାହୁ। ଘର ଜଗତ୍‌ସିଂହପୁର ଜିଲାର ରେଢୁଆ। ପିଲାଟି ବେଳରୁ କଳା ପ୍ରତି ସଉକ ଥିଲା। ଅଭିନୟ କ’ଣ ଜାଣିବା...

Coronavirus Update


Archives

Model This Week

Why Dharitri