ସୁନୀଲ୍‌ଙ୍କୁ ଥାପଡ଼ ମାରିଲେ କଟ୍ରିନା: ହସି ହସି ଗଡିଗଲେ ସଲମାନ୍‌

କମେଡି କଳାକାର ସୁନୀଲ ଗ୍ରୋଭର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କୁ ଦେଖି ଖୁବ୍‌ ଜୋର୍‌ରେ ହସିବାକୁ ଲାଗିଲେ। ଏହା ଦେଖି କ୍ୟାଟ୍‌ ଜୋର୍‌ରେ ରାଗି ଯିବା ସହ ସୁନୀଲଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ସମସ୍ତ ଘଟଣା ନିକଟରେ ଥାଇ ଦେଖୁଥିବା ସଲମାନ୍‌ ଖାନ୍‌ କିନ୍ତୁ ସୁନୀଲଙ୍କୁ ସହାନୁଭୂତି ଦେଖାଇବା ପରିବର୍ତ୍ତେ ଖୁବ୍‌ ଜୋର୍‌ରେ ହସିହସି ଗଡିଗଲେ। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ରିୟଲ୍‌ ନୁହେଁ ବରଂ ରିଲ୍‌ ଲାଇଫ୍‌ରେ ଏପରି ଘଟିଛି। ପ୍ରକୃତ ଘଟଣାଟା ହେଲା ଫିଲ୍ମ ‘ଭାରତ’ ମାଧ୍ୟମରେ ପ୍ରଥମ ଥର ପାଇଁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନୀଲ। ଏଥିରେ ତାଙ୍କୁ ସଲମାନ୍‌ ଏବଂ କଟ୍ରିନାଙ୍କ ସହ ଦେଖିବାକୁ ମିଳିବ। ଫିଲ୍ମରେ ସୁନୀଲଙ୍କ ଚରିତ୍ରର ନାମ ରହିଛି ବିଲାୟତି। ସଲମାନ୍‌ଙ୍କୁ ଚାରିଆଡେ ଖାଲି କଟ୍ରିନା ଦେଖାଯାଇଛନ୍ତି। ତେବେ ଏକ ଦୃଶ୍ୟରେ କଟ୍ରିନାଙ୍କୁ ସେ ଦେଖୁଛନ୍ତି। ଏହା ସତ କି ତାଙ୍କର ଭ୍ରମ ତାହା ଚେକ୍‌ କରିବା ପାଇଁ ସୁନୀଲ୍‌ କଟ୍ରିନାଙ୍କୁ ହାତମାରି ଚେକ୍‌ କରୁଛନ୍ତି। ଏହା ପରେ କ୍ୟାଟ୍‌ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରୁଛନ୍ତି। ନିକଟରେ ଛିଡ଼ାହୋଇଥିବା ସଲମାନ୍‌ ଏହା ଦେଖି ହସି ହସି ଗଡ଼ିଯାଉଛନ୍ତି। ଏକ ସାକ୍ଷାତକାରରେ ସୁନୀଲ ଏହି କଥାର ଖୁଲାସା କହିବା ସହ ଏହି ଦୃଶ୍ୟର ଶୁଟିଂ କରିବା କଷ୍ଟକର ଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

ବମ୍ବେ: ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନକାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ପ୍ରଯୋଜକ ସନ୍ଦୀପ ସିଂହ ଏହାର ପୋଷ୍ଟର ଶେୟାର କରି ବାୟୋପିକ୍‌...

ଲୋକେ ଭାବିଲେ କରିସ୍ମା କପୁର, ହେଲେ…

ବମ୍ବେ: ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି କ୍ରିକେଟର ବିରାଟ କୋହଲିଙ୍କ ଭଳି ଅବିକଳ ଦିଶୁଥିବା ଲୋକଙ୍କ ଫଟୋ ତଥା ଭିଡିଓ ସାମାଜିକ...

ନିଜ ପ୍ରିୟ ଖାଦ୍ୟ ଦେଖି ଏମିତି ହେଲେ କରୀନା: ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ କରୀନା କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରଶଂସକଙ୍କ ସହ ସର୍ବଦା ଯୋଡି ହୋଇ ରହିବାକୁ ଚେଷ୍ଟା କରନ୍ତି। ପ୍ରତିଦିନ ଫଟୋ...

ମନ୍ନତରେ ତ୍ରିରଙ୍ଗା ଉଡାଇଲେ ଶାହରୁଖ

ସମଗ୍ର ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ...

ଉତ୍ତର ପ୍ରଦେଶରେ ହେବ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୯ ।୯: ଗୋଟିଏ ପଟେ ମୁମ୍ବାଇ ଫିଲ୍ମ ସିଟିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଦେଶର...

ସୁଶାନ୍ତଙ୍କଠାରୁ କାର୍ତ୍ତିକଙ୍କ ପର୍ଯ୍ୟନ୍ତ ଏମିତି କେତେଜଣଙ୍କୁ ଡେଟ କରିଛନ୍ତି ସାରା

ମୁମ୍ବାଇ: ବଲିଉଡରେ ନିଜର ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଥିବା ସାରା ଅଲି ଖାଁ ୨୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୯୫ରେ ସାରାଙ୍କ...

ଆମେରିକାକୁ ସୁରକ୍ଷିତ ମଣିଲେ ସନି

ମୁମ୍ବାଇ: ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ୍‌ କବଳିତ। ଏହି ମହାମାରୀକୁ ନେଇ ସଙ୍କଟରେ ମନୁଷ୍ୟ ଜାତି। ବିଶ୍ୱର ଅନେକ ବିକଶିତ ଦେଶ କରୋନା ଦାଉରେ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଛିଣ୍ଡିଗଲା ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ ଚେନ୍‌ , ଭାଇରାଲ ହେଉଛି ଫଟୋ…

ବଲିଉଡର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଥିବା ନଜର...

Advertisement
Archives

Model This Week