ସିଲ୍‌ ହେବ ୧୪ ଦୋକାନ

ବାରିପଦା ଅଫିସ,୯ା୫: ସାମାଜିକ ଦୁରତ୍ୱ ପାଳନ ନ କରିଥିବା ଅଭିଯୋଗରେ ବାରିପଦା ସହରରେ ଥିବା ୧୪ଟି ଦୋକାନକୁ ସିଲ୍‌ କରାଯିବ ବୋଲି ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ୍‌ ପ୍ରକାଶ କରିଛନ୍ତି। କଚେରୀ ମାର୍କେଟ, ଲାଲ ବଜାର, ବାଣ୍ଠିଆ ଜଗନ୍ନାଥ ମନ୍ଦିର ସମ୍ମୁଖ, ଗଣେଶ ମାର୍କେଟରେ ଥିବା ଶାଢ଼ୀ, ଚୁଡ଼ି, ଷ୍ଟେଶନାରୀ ଆଦି ୧୪ଟି ଦୋକାନକୁ ସିଲ୍‌ କରାଯିବ। ବାରିପଦା ଥାନା ପକ୍ଷରୁ ଚେକିଂ କରାଯାଉଥିବା ବେଳେ ଏମାନେ ସାମଜିକ ଦୁରତ୍ୱ ପାଳନ କରୁ ନ ଥିବା ଦେଖିବାକୁ ମିଳିଥିଲା। ଏହାପରେ ବାରିପଦା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ନୋଟିସ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଗିଲାଣି ୧.୧୨ ଲକ୍ଷ ଗଛ

ଢେଙ୍କାନାଳ ଅଫିସ, ୧୩।୩ – ସବୁଜ ମହାନଦୀ ମିଶନକୁ ସଫଳ କରିବାକୁ ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ। ଶିଳ୍ପସମୃଦ୍ଧ ଜିଲାରେ...

ହଂସପୁର ଗ୍ରାମରେ ୭୦୦ଶହ ଲୋକଙ୍କ ପାଇଁ ଚାଲିଥିଲା ଭୋଜି: ଖାଇବାକୁ ବସିବା ବେଳେ ପ୍ରଶାସନର ଚଢ଼ାଉ, ଛତ୍ରଭଙ୍ଗ କଲେ ଲୋକେ

ଛତ୍ରପୁର, ୨୩।୪(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ହଂସପୁର ଗାଁରେ ବୁଧବାର ରାତିରେ ୭୦୦ ଲୋକଙ୍କ ପାଇଁ ଭୋଜି ରନ୍ଧା ସରିଥିଲା। ଏପରିକି...

ପୁରୀରେ ପହଞ୍ଚିଲେ ଏଏସ୍‌ଆଇ ଟିମ୍‌: କରିବେ ଐତିହ୍ୟ କରିଡର ପରିଦର୍ଶନ

ପୁରୀ ଅଫିସ, ୧।୫ : ଏଏସ୍‌ଆଇ ଟିମ୍‌ ରବିବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟଙ୍କ ସହ ଅନ୍ୟ ଅଧିକାରୀମାନେ...

ମୂର୍ତ୍ତି ଉଚ୍ଚତା ବିବାଦ:ହାଇକୋର୍ଟରେ ମାମଲା

କଟକ ଅଫିସ,୧୫ା୯:୮ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିବାକୁ କଟକ ବାଲୁବଜାର ପୂଜା କମିଟି ସମ୍ପାଦକ ରମେଶ ଚନ୍ଦ୍ର ବେହେରା ମଙ୍ଗଳବାର ହାଇକୋର୍ଟରେ ମାମଲା ଦାଏର...

ଜଳ ନିଷ୍କାସନ ଦାବିରେ ରାସ୍ତାରୋକୋ

ବାସୁଦେବପୁର,୨୬।୬(ଡି.ଏନ୍‌.ଏ.): ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ନରସିଂହପୁର ବଜାରଠାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି। ପଞ୍ଚାୟତ ଦେଇ ଯାଇଥିବା କାଡ଼ା ନାଳ ଓ ଡ୍ରେନେଜ୍‌କୁ ପୋତି ଦିଆଯାଇଥିବାରୁ ଜଳ...

ଫ୍ଲୋରୋସିସ୍‌ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତ ପୁଟୁବାରୀ ଗାଁର ଦଳିତ ଲୋକେ ବିକଳ୍ପ ନ ଥିବାରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଇ...

ଦାଦାବଟି ମାଗି ଅଭିଯୁକ୍ତ ଗିରଫ: ୩୫ ହଜାର ଟଙ୍କା ସହ ମୋବାଇଲ, ଗାଡ଼ି ଜବତ

ପଟ୍ଟାମୁଣ୍ଡାଇ, ୩।୭(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରର କପଡ଼ା ବ୍ୟବସାୟୀ ଉମେଶ ଚନ୍ଦ୍ର ସାହୁଙ୍କୁ ଫୋନରେ ଦାଦା ବଟି ମାଗିବା ସହ ଧମକ ଦେବା ଅଭିଯୋଗରେ...

ପୋଲ ତଳକୁ ଖସିଲା ଧାନ ବୋଝେଇ ଟ୍ରକ

ଠାକୁରମୁଣ୍ଡା/ଯଶିପୁର,୭ା୨(ଡ଼ି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଯଶୀପୁର-ରରୁଆଁ ରାସ୍ତାର ମଉଦି ଗ୍ରାମ ନିକଟରେ ଗୁରବାର ସାରେ ଏକ ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ପୋଲ ଉପରୁ ପ୍ରାୟ...

Advertisement
Archives

Model This Week