ସିଞ୍ଜୋ ଆବେ ଅଧିକ ଦିନ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କଲେ

ଟୋକିଓ,୨୦।୧୧: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶର ଅଧିକ ଦିନ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି। ଇତିମଧ୍ୟରେ ବୁଧବାର ସୁଦ୍ଧା ସେ ୨,୮୮୭ ଦିନ ଧରି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ତାରୋ କାଟସୁରାଙ୍କ ନାମରେ ଏହି ରେକର୍ଡ ଥିଲା। ସେ ୧୯୦୧ଠାରୁ ୧୯୧୩ ମଧ୍ୟରେ ୩ଥର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପୋଲିସ କ୍ୟାମ୍ପ୍‌ରେ ଆକ୍ରମଣ: ୫ ପୋଲିସ କର୍ମଚାରୀ ମୃତ

କରାଚୀ, ୬।୧୧: ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଅଧୀନ ରୋଣ୍ଟି ଏବଂ ଘୋଟ୍‌କିରେ ଥିବା ପୋଲିସ କ୍ୟାମ୍ପ୍‌ ଉପରେ ୧୫୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ଡକାୟତ ଆକ୍ରମଣ କରିଛନ୍ତି।...

ଇସ୍ରାଏଲ ସୈନିକଙ୍କ ଆକ୍ରମଣରେ ନିହତ ପାଲେଷ୍ଟାଇନ ଉଗ୍ରବାଦୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଲା,୧୦୦ ଆହତ…

ନାବଲୁସ,୨୩।୨ : େଓଷ୍ଟ ବ୍ୟାଙ୍କରଏକ ଫ୍ଲାସପଏଣ୍ଟ ସହରରେ ହୋଇଥିବା ଆକ୍ରମଣରେ ଇସ୍ରାଏଲ ସୈନ୍ୟମାନେ ଚାରିଜଣ ବନ୍ଧୁକଧାରୀ ଏବଂ ଚାରିଜଣ ସାଧାରଣ ନାଗରିକଙ୍କ ସମେତ ୧୧ ଜଣ...

ପୂର୍ବ ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ: ୫ ପାଲେଷ୍ଟାଇନ ଆତଙ୍କବାଦୀ ନିହତ, ୧୦ ଆହତ

ସିରିଆ,୩୧ା୫: ବୁଧବାର ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ୫ ଜଣ ପାଲେଷ୍ଟାଇନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଗୋଷ୍ଠୀର ଜଣେ ଅଧିକାରୀ...

ଟ୍ରମ୍ପ୍‌ଙ୍କୁ ଛାଡ଼ପତ୍ର ଦେବେ ମେଲାନିଆ: ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା !

ଓ୍ବାଶିଂଟନ,୮।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ପରାଜିତ ହୋଇଛନ୍ତି। ଟ୍ରମ୍ପ୍‌ଙ୍କ ତୃତୀୟ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍‌ ଏବେ ତାଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରିଥିବା...

ସାମାଜିକ ଦୂରତା ବଜାୟ ନ ରଖିବାରୁ ବୈଜ୍ଞାନିକ ଫର୍ଗୁସନ୍‌ଙ୍କୁ ଦେବାକୁ ପଡ଼ିଲା ଇସ୍ତଫା

ଲଣ୍ଡନ,୬।୫: ବ୍ରିଟେନ୍‌ରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଏଠାରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ସାମାଜିକ ଦୂରତା...

ସାମାଜିକ ଦୂରତା ଲାଗି ୟୁରୋପ ରେଷ୍ଟୁରାଣ୍ଟ୍‌ରେ କାଚ ପାଚେରୀ

ପ୍ୟାରିସ୍‌,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ୟୁରୋପର...

ବିଶ୍ୱର ବୃହତ୍ତମ ବିମାନ ନଷ୍ଟ

କ୍ୱିଭ,୧।୩: ମିଶାଇଲ ଅକ୍ରମଣରେ ବିଶ୍ୱର ବୃହତ୍ତମ ବିମାନ ଆଣ୍ଟୋନୋଭ ଏନ୍‌-୨୨୫ ତଥା ମରିୟା ନଷ୍ଟ ହୋଇଥିବା ୟୁକ୍ରେନ କହିଛି। ୟୁକ୍ରେନରେ ଏହି ବିମାନ ‘ଡ୍ରିମ୍‌’ଭାବେ ବେଶ୍‌...

ସିନେଟରେ ମହାଭିଯୋଗ ବିଚାର

ଓ୍ବାଶିଂଟନ,୧୧ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମଙ୍ଗଳବାର ସିନେଟରେ ମହାଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପୂର୍ବରୁ ଟ୍ରମ୍ପ୍‌ ଘଟାଇଥିବା...

Advertisement
Archives

Model This Week