ସାମାଜିକ ଦୂରତା ଲାଗି ୟୁରୋପ ରେଷ୍ଟୁରାଣ୍ଟ୍‌ରେ କାଚ ପାଚେରୀ

ପ୍ୟାରିସ୍‌,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ୟୁରୋପର କିଛି ଦଶେରେ ଧୀରେଧୀରେ ଲକ୍‌ ଡାଉନ୍‌ ଉଠୁଛି। ତେବେ କରୋନା ମହାମାରୀ ପରେ ସମସ୍ତଙ୍କ ମନରେ ଭୟ ଓ ଆତଙ୍କର ଛାପ ରହିଛି। କରୋନା ସମସ୍ତଙ୍କର ଜୀନଶୈଳୀରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ସାମାଜିକ ଦୂରତା ବଜାୟ ରଖିବା ଉପରେ ସବୁଠାରେ ଗୁରୁତ୍ୱ ଦିଆଯାଉଛି। ୟୁରୋପର କେତେକ ରେଷ୍ଟୁରାଣ୍ଟ୍‌ ପୂର୍ବପରି ସ୍ବାଭାବିକ ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପ୍ରତି ଖାଇବା ଟେବୁଲ ମଝିରେ ଏବେ କାଚ ପାଚେରୀ ଦିଆଯାଇଛି। ସ୍କୁଲ୍‌, ପାର୍କ ଆଦି ସ୍ଥାନରେ ସାମାଜିକ ଦୂରତା ବଜାୟ ଉପରେ ଗୁରୁତ୍ୱ ଦିଆଯାଉଛି। ଅଫିସ୍‌ରେ କର୍ମଚାରୀମାନେ ମାସ୍କ୍‌ ପିନ୍ଧିବା ସହିତ ପରସ୍ପରକୁ ନମସ୍କାର ଦ୍ୱାରା ଅଭିବାଦନ ଜଣାଉଛନ୍ତି। ସେହିପରି ପ୍ରତି ଚେୟାର ମଧ୍ୟରେ ନିଦ୍ଦିଷ୍ଟ ଦୂରତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବଡ଼ ତାଲା, ଅଯୋଧ୍ୟାର ରାମମନ୍ଦିରରେ ହେବ ବ୍ୟବହାର; ଓଜନ ଜାଣିଲେ…

ଲକ୍ଷ୍ନୌ,୧୪ା୧: ଉତ୍ତରପ୍ରଦେଶର ଅଲିଗଡ଼ ବିଶ୍ୱର ସବୁଠୁ ବଡ଼ ତାଲା ତିଆରି ପାଇଁ ଜଣାଶୁଣା। ଏଠାରେ ରହୁଥିବା ଏକ ବୃଦ୍ଧ ଦମ୍ପତି ୩୦୦ କିଲୋ ଓଜନର ଏକ...

‘କ୍ରିପ୍ଟୋ କୁଇନ୍‌’ଙ୍କ ପଛରେ ଏଫ୍‌ବିଆଇ

ଓ୍ବାଶିଂଟନ୍‌, ୨୪ା୧:କ୍ରିପ୍ଟୋ କୁଇନ୍‌ ଭାବେ ଦେଶ ବିଦେଶରେ ଜଣାଯାଉଥିବା ରୁଜା ଇଗ୍‌ନାଟୋଭାଙ୍କୁ ଧରିବା ଲାଗି ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ (ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌)...

ଏମିତି ଶିଶୁ ଜନ୍ମଦେଲେ ମହିଳା; ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ଲଣ୍ଡନ,୧।୧୧: ବ୍ରିଟେନର ଜଣେ ବ୍ରିଟିଶ ମହିଳା ଏକ ଭାରୀ ସନ୍ତାନ ଜନ୍ମ ଦେଇଛନ୍ତି। ୩୧ ବର୍ଷିୟ ଚେରାଲ ମିଚେଲ ନାମକ ଜଣେ ମହିଳା ପ୍ରାୟ ସାଢେ...

ମୁମ୍ବାଇର ଓ୍ବୋକାର୍ଡ ହସ୍ପିଟାଲରେ ୩ଡାକ୍ତରଙ୍କ ସମେତ ୫୪ଜଣ ନର୍ସିଂ ଷ୍ଟାଫ୍‌ କରୋନା ପଜିଟିଭ୍‌

ମୁମ୍ବାଇ,୭।୪: ଦେଶରେ କରୋନା ଭାଇରସ୍‌ ସଂକ୍ରମଣରେ ଅତ୍ୟଧିକ ପ୍ରଭାବିତ ହୋଇଛି ମୁମ୍ବାଇ। କରୋନା କବଳରୁ ଏବେ ମୁମ୍ବାଇର ହସ୍ପିଟାଲ ମଧ୍ୟ ବର୍ତ୍ତି ପାରିନାହିଁ। ମୁମ୍ବାଇର ପ୍ରସିଦ୍ଧ...

କରୋନା ସରିବା ପରେ ବି ବିଶ୍ୱର ୨କୋଟି କନ୍ୟା ଯାଇପାରିବେନି ସ୍କୁଲ: ମଲାଲା

ଇସ୍‌ଲାମାବାଦ,୨୦ ।୯: ପାକିସ୍ତାନର ଶିକ୍ଷାକର୍ମୀ ତଥା ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚେତାବନୀ ଦେଇ କହିଛନ୍ତି କରୋନା ଭାଇରସ ଭଳି ମହାମାରୀ ସଂକ୍ରମଣ ଶେଷ ହେବା...

ଜୟପୁର ଯନ୍ତର ମନ୍ତର: କିଛି ଅଜଣା କଥା

ଯନ୍ତର ମନ୍ତର ହେଉଛି ଏମିତି ଏକ ପର୍ଯ୍ୟବେକ୍ଷଣାଗାର, ଯେଉଁଠାରେ ପୂର୍ବେ ବିଭିନ୍ନ ଯନ୍ତ୍ର ତଥା ବସ୍ତୁ ସାହାଯ୍ୟରେ ସମୟ ନିର୍ଦ୍ଧାରଣ କରାଯିବା ସହିତ ସୂର୍ଯ୍ୟ, ଚନ୍ଦ୍ର...

ବିପଦ ଟଳିଲା: ଭାରତ ମହାସାଗରରେ ପଡ଼ିଲା ଚାଇନା ରକେଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୫: ଶେଷରେ ବିପଦ ଟଳିଯାଇଛି। ଆତଙ୍କର ଅନ୍ତ ଘଟିଛି। ନିୟନ୍ତ୍ରଣ ହରାଇ ପୃଥିବୀ ମୁହାଁ ହୋଇଥିବା ଚାଇନାର ଜଳନ୍ତା ରକେଟ ଲଙ୍ଗ୍‌ ମାର୍ଚ୍ଚ ୫-ବି ରବିବାର...

କରୋନା ସଙ୍କଟ: ୪୦,୦୦୦ କଏଦୀଙ୍କୁ ମିଳିଛି ଅସ୍ଥାୟୀ ଜାମିନ

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଦେଶରେ ଲକ୍‌ଡାଉନ୍‌...

Advertisement
Archives

Model This Week