ସାଉଥ୍‌ କାରୋଲିନା ପ୍ରାଇମେରି ଜିତିଲେ ଜୋ ବିଡେନ

କଲମ୍ବିଆ,୨ା୩: ଆଫ୍ରିକୀୟ ଆମେରିକୀୟମାନଙ୍କ ସମର୍ଥନ ବଳରେ ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ଶନିବାର ଅନୁଷ୍ଠିତ ସାଉଥ କାରୋଲିନା ଡେମୋକ୍ରାଟିକ୍‌ ପ୍ରାଇମେରିକୁ ସହଜରେ ଜିତିଯାଇଛନ୍ତି। ଫଳରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଦଳର ଅନ୍ୟତମ ଆଶାୟୀ ବେର୍ନି ସାଣ୍ଡର୍ସଙ୍କ ବିଜୟ ଧାରାରେ ରୋକ୍‌ ଲାଗିଛି। ଏହି ବିଜୟ ବିଡେନଙ୍କ ପାଇଁ ଅତି ଜରୁରୀ ଥିଲା। ଏବେ ସୁପର ଟିଉଜ୍‌ଡେ ଉପରେ ସମସ୍ତଙ୍କ ନଜର ରହିଛି। ସାଉଥ କାରୋଲିନା ବିଜୟ ତାଙ୍କୁ ସାଣ୍ଡର୍ସଙ୍କ ବିକଳ୍ପ ଭାବେ ପ୍ରତିଷ୍ଠିତ କରିବାକୁ ଯଥେଷ୍ଟ ହେବ ବୋଲି ବିଡେନ ଆଶା କରୁଛନ୍ତି। ବିଡେନଙ୍କର ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଲେ ନ୍ୟୁୟର୍କ ସହରର ପୂର୍ବତନ ମେୟର ମାଇକ ବ୍ଲୁମବର୍ଗ। ବିଶ୍ୱର ଅନ୍ୟତମ ଧନୀ ବ୍ଲୁମ୍‌ବର୍ଗ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ୫୦ କୋଟି ଡଲାରରୁ ଅଧିକ ଖର୍ଚ୍ଚ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡାରେ ହୃଦୟ ବିଦାରକ ଦୁର୍ଘଟଣା

ଟରୋଣ୍ଟୋ,୧୪।୩: କାନାଡାରେ ଏକ ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ରୀଛାତ୍ର ପ୍ରାଣ ହରାଇଛନ୍ତି। ସେମାନଙ୍କ ଭ୍ୟାନ ଓଣ୍ଟାରିଓ ହାଇଓ୍ବେରେ ଶନିବାର ଏକ ଟ୍ରାକଟର-ଟ୍ରେଲର ସହ ଧକ୍କା...

ମେ‘ ୯ ସୁଦ୍ଧା ଯୁଦ୍ଧ ଶେଷ ଲାଗି ଯୋଜନା !…

ମସ୍କୋ/କ୍ୱିଭ୍‌, ୨୬।୩ : ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମେ‘ ୯ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ଏନେଇ ୟୁକ୍ରେନ୍‌...

ଜୀବିତ ରହିବା ପାଇଁ ପ୍ରାଚୀନ ମାନବ ଖାଉଥିଲା ଅନ୍ୟ ମାନବଙ୍କ ମାଂସ: ୧୫ ଲକ୍ଷ ବର୍ଷ ପୂରାତନ ହାଡ଼ରେ ଦାନ୍ତ ଚିହ୍ନ…

ନାଇରୋବି,୨୭।୬ : ଏକ ପ୍ରାଚୀନ ମାନବ ପ୍ରଜାତିର ହାଡ଼ରେ ମିଳିଥିବା କଟା ଦାଗ ସୂଚିତ କରୁଛି ଏହାକୁ ୧୫ ଲକ୍ଷ ବର୍ଷ ପୂର୍ବେ ଅନ୍ୟ ଜଣେ...

ଭାରତର ଘଡିଆଲ- କୁମ୍ଭିର କାହିଁକି ନେବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୭: ଆମେରିକାର ସବୁଠାରୁ ବଡ ସରିସୃପ ବ୍ୟାଙ୍କ(ପେଟାଇଳ ବ୍ୟାଙ୍କ) ଭାରତରୁ ଘଡିଆଲ ଓ ‘ମଗର’ କୁମ୍ଭିର ନେବାକୁ ଚାହୁଁଛି। ଏହାକୁ ନେଇ ଆମେରିକା କେନ୍ଦ୍ର ସରକାରଙ୍କୁ...

କିଭ୍‌ ଉପରେ ପୁଣି ଆକ୍ରମଣ କଲା ରୁଷିଆ

କିଭ୍‌,୨୩।୧୧: ରୁଷିଆ ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ କରିଛି। ରାଜଧାନୀ କିଭ୍‌ ଉପରେ ଏହି ଆକ୍ରମଣ ହୋଇଛି। କିଭ୍‌ ପ୍ରଶାସନ ଅନୁଯାୟୀ ବୁଧବାର ରୁଷିଆ...

ଜୀବନକୁ ବାଜି ଲଗାଇ ସୁରକ୍ଷିତ ରଖିବାକୁ ପଡିବ କିମଙ୍କ ଫଟୋ, ନ ମାନିଲେ ମିଳିବ ମୃତ୍ୟୁ ଦଣ୍ଡ!

ପୋଙ୍ଗୟାଙ୍ଗ,୧୨।୮: ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଦେବାକୁ ବା ସାଇତି ରଖିବାକୁ...

୨୦୨୦ରେ ତାଲିବାନ ପକେଟକୁ ଯାଇଛି ୧୦୬ କୋଟି ଡଲାର…

କାବୁଲ,୧୭।୮: ଶକ୍ତିଶାଳୀ ଆମେରିକା ସୈନ୍ୟଙ୍କୁ ଆଫଗାନିସ୍ତାନରୁ ପଳାୟନ କରିବାକୁ ପଡ଼ିଛି। ତାଲିବାନର ଶକ୍ତିଶାଳୀ ଆର୍ଥିକ ଅବସ୍ଥା ମଧ୍ୟ ଏହା ପଛର ଏକ କାରଣ। ଏହା ଯୋଗୁ...

ଫ୍ରାନ୍ସ୍‌ ରାଷ୍ଟ୍ରପତିଙ୍କୁ ଧମକ ଦେଲା ଜୈଶ୍‌-ଇ-ମହମ୍ମଦ

ପ୍ୟାରିସ୍‌,୧୯।୧୧: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାର୍କନ୍‌ଙ୍କୁ ଧମକ ଦିଆଯାଇଛି। ମାର୍କନ୍‌ ପରବର୍ତ୍ତୀ ଟାର୍ଗେଟ୍‌ ବୋଲି ଜୈଶ୍‌ ପକ୍ଷରୁ କୁହାଯାଇଛି। ଏହା...

Advertisement
Archives

Model This Week