ସାଇକେଲ୍‌ରେ ମୁମ୍ବାଇରୁ ଗୋରଖପୁର ଯାତ୍ରା

ମୁମ୍ବାଇ,୨୪।୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଏକପ୍ରକାର ସବୁ ଠପ୍‌ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତ ପ୍ରବାସୀଙ୍କୁ ଯିଏ ଯେଉଁଠାରେ ଅଛି ସେଠାରେ ରହିବାକୁ ନିବଦେନ କରିଥିଲେ। ମହାରାଷ୍ଟ୍ର ସରକାର ସମସ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ରହିବା ଖାଇବା ବ୍ୟବସ୍ଥା କରିବାକୁ ଆଶ୍ୱସନା ମଧ୍ୟ ଦେଇଥିଲେ। ହେଲେ ସବୁ ଉଦ୍ୟମ ପରେ ବି ପ୍ରବାସୀଙ୍କ ଘର ଓ ଗାଁ ବହୁଡା ଥମିବାରେ ନାଁ ନେଉନି। କୌଣସି ସାଧନ ନ ମିଳିଲେ ଲୋକମାନେ ଚାଲିକି କିମ୍ବା ସାଇକେଲ୍‌ରେ ଗାଁକୁ ଫେରୁଥିବା ଦେଖିବାକୁ ମିଳୁଛି।

ଇତିମଧ୍ୟରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ୨୦ଜଣ ଶ୍ରମିକ ଗୋଷ୍ଠୀ ୧୦ଟି ସାଇକେଲ୍‌ରେ ପ୍ରାୟ ୧୭୦୦ କିଲୋମିଟର ଦୂର ଉତ୍ତରପ୍ରଦେଶ ଗୋରଖପୁରକୁ ଯାତ୍ରା କରିଥିବା ଜଣାପଡ଼ିଛି। ମୁମ୍ବାଇରେ ରହିବା ଖାଇବା ଅସୁବିଧା ହେବା ସହ ପାଖରେ ଟଙ୍କା ନ ଥିବାରୁ ଶ୍ରମିକମାନେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସରକାର ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରି ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଆଉ କିଛି ଦିନ ସେଠାରେ ରହିଥିଲେ ଭୋକ ଉପାସରେ ତାଙ୍କର ମୃତ୍ୟୁ ଘଟିଥାନ୍ତା ବୋଲି ଶ୍ରମିକମାନେ କହିଛନ୍ତି। ତେଣୁ ସାଇକେଲ୍‌ରେ ଗାଁକୁ ଯିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ମୋବାଇଲ ଆପକୁ ଅବରୋଧ କଲେ ଭାରତ ସରକାର: ଆତଙ୍କବାଦୀଙ୍କ ଦ୍ୱାରା ହେଉଥିଲା ବ୍ୟବହାର…

ନୂଆଦିଲ୍ଲୀ,୧।୫ : ପାକିସ୍ତାନରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୧୪ ଟି ମେସେଞ୍ଜର ମୋବାଇଲ ଆପକୁ କେନ୍ଦ୍ର ସରକାର ଅବରୋଧ କରିଛନ୍ତି। କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି,...

ପଛୁଆ ଚାଲି ବିରୋଧ ପ୍ରଦର୍ଶନ କଲେ ଚନ୍ଦ୍ରାବାବୁ

ଅମରାବତୀ,୧୬।୧୨: ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ଅମରାବତୀରେ ନିଆରା ଢଙ୍ଗରେ ବିରୋଧ...

ଆଇନମନ୍ତ୍ରୀ ଅବସର ପ୍ରାପ୍ତ ବିଚାରପତି ମୁହାଁମୁହିଁ…

ନୂଆଦିଲ୍ଲୀ, ୪।୯ : ଅଭିବ୍ୟକ୍ତିର ସ୍ବାଧୀନତା ଅଭାବ ଥିବା ମନ୍ତବ୍ୟ ପାଇଁ ଆଇନ ମନ୍ତ୍ରୀ କିରେନ ରିଜିଜୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି.ଏନ. ଶ୍ରୀକୃଷ୍ଣଙ୍କୁ...

ସିଭିି ଆନନ୍ଦ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ

କୋଲକାତା,୧୭।୧୧: ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ନାମ ଗୁରୁବାର ଘୋଷଣା କରାଯାଇଛି। ୭୧ ବର୍ଷୀୟ ଡକ୍ଟର ସିଭି ଆନନ୍ଦ ବୋଷଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।...

ବଳାତ୍କାର ଅଭିଯୁକ୍ତଙ୍କୁ ୧୭ ଦିନରେ ଜେଲ

ଜୟପୁର, ୧୯।୧୨(ପି.ଟି.): ରାଜସ୍ଥାନର ଚୁରୁ ଜିଲାରେ ଜଣେ ଶିଶୁଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋକ୍ସୋ କୋର୍ଟ ମାତ୍ର ୧୭ ଦିନରେ ଅଭିଯୁକ୍ତ ଦୟାରାମ ମେଘଓ୍ବାଲ୍‌ଙ୍କୁ ଆଜୀବନ...

ପଶ୍ଚିମବଙ୍ଗ ହିଂସାକୁ ନେଇ କଡା ଚେତାବନୀ ଦେଲେ ରାଜ୍ୟପାଳ

କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଗଣନା ଜାରି ରହିଛି। ଏଠାରେ ଜୁଲାଇ ୮ରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ କରାଯାଇଥିଲା। ସେଥିରେ...

୧୬୫ କୋଟି ଟଙ୍କା ଲଟେରୀ ଜିତିବା ପରେ ଏହି ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ କଲେ ବ୍ୟକ୍ତି

ଜୀବନରେ ଟଙ୍କା ନା ବନ୍ଧୁତ୍ୱ ବଡ। ଦୁଇ ବୃଦ୍ଧ ସାଙ୍ଗକୁ ଦେଖିଲେ ଆପଣ ଟଙ୍କ କଥା କିଛି ସମୟ ପାଇଁ ଭୁଲି ଯିବେ। ବନ୍ଧୁତାର ଏକ...

ସତ୍ତା ନୁହେଁ, ସତ୍ୟମେବ

ନୂଆଦିଲ୍ଲୀ,୨୭ା୮: କ୍ଷମତା ନୁହେଁ, ସତ୍ୟର ବିଜୟ ହେବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ କେନ୍ଦ୍ରର ଭୁଲ୍‌ ନିଷ୍ପତ୍ତି ଓ ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ କ୍ରମାଗତ ଅବହେଳା ବିରୋଧରେ...

Advertisement
Archives

Model This Week