ସହାୟତା ଦାବି କଲା ପଞ୍ଚତାଳ ଦୁଲଦୁଲି ସଂଘ

ଦେଓଗାଁ,୨୮ା୫(ଡି.ଏନ.ଏ)  ବଲାଙ୍ଗୀର ଜିଲା ଦେଓଗାଁ, ଗୁଡଭେଲା ଓ ସଇଁନ୍ତଲା ବ୍ଲକର ସମସ୍ତ ଦୁଲଦୁଲି ଓ ବ୍ୟାଣ୍ଡବାଜା ପାର୍ଟିକୁ ନେଇ ଗଠିତ ପଞ୍ଚତାଳ ଦୁଲଦୁଲି ସଂଘ ବୁଧବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ା ବର୍ତ୍ତମାନ କରୋନା ମହାମାରୀ ଯୋଗୁ ସରକାରୀ କଟକଣା ରହିଥିବାରୁ ଅଞ୍ଚଳରେ ବିବାହୋତ୍ସବ ତଥା ଅନ୍ୟାନ୍ୟ ଉତ୍ସବ ଆଡମ୍ବର ସହକାରେ ହୋଇପାରୁନାହିଁ ା ଫଳରେ ବ୍ୟାଣ୍ଡବାଜା ଓ ଦୁଲଦୁଲି ପାର୍ଟିର କଳାକାରମାନେ ରୋଜଗାର ହରାଇ ପେଟପାଟଣା ଚିନ୍ତାରେ ରହିଛନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସଂଘ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ସାକ୍ଷାତ୍‌ କରି ଦାବି ଉପସ୍ଥାପନ କରିଛି ବୋଲି ପଞ୍ଚତାଳ ଦୁଲଦୁଲି ସଂଘ ସଭାପତି ରାଜ ହେର୍ଣ୍ଣା ସୂଚନା ଦେଇଛନ୍ତି ା ଦାବିପତ୍ର ପ୍ରଦାନ ସମୟରେ ସଂଘ ସମ୍ପାଦକ ଜୟସିଂହ କୁମ୍ଭାର, କେଷାଧ୍ୟକ୍ଷ ସୌଭାଗ୍ୟ ରଞ୍ଜନ ବଗର୍ତ୍ତି, କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ ନନ୍ଦ, କେଶବ ଭୋଇ, ହୀରାମଣି ବାଗ, ଲିଙ୍ଗେ କଲେତ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ ବାର୍‌ହା ଶିକାର ପାଇଁ ବିଛାଯାଇଥିଲା

ନୟାଗଡ଼ ଅଫିସ,୨୨ା୧୦: ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସୋମବାର ନୟାଗଡ଼ ଜିଲାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ବେଆଇନ ପଥର, ବାଲି ଚାଲାଣ ବେଳେ ଚଢ଼ାଉ: ୧ଲକ୍ଷ ୪୪ ହଜାର ଆଦାୟ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଓ ପଥର ଚାଲାଣ ହେଉଥିଲା। ସୋମବାର ତହସିଲଦାର ଅରୁଣ କୁମାର ନାୟକ,...

ସମ୍ବଲପୁର, ବରଗଡ଼ରେ ୪ଦିନ ବିଦ୍ୟୁତ୍‌ କାଟ

ସମ୍ବଲପୁର,୫ା୭ (ବ୍ୟୁରୋ): ସମ୍ବଲପୁର ଚିପିଲିମା ପାୱାର ହାଉସ୍‌ରେ ମରାମତି କାମ ଯୋଗୁ ସମ୍ବଲପୁର ଓ ବରଗଡ ଜିଲାର ବିଭିନ୍ନ ଅଞ୍ଚଳକୁ ୪ଦିନ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ...

ଅଜା, ନାତିଙ୍କ ଉପରେ ଚଢିଗଲା ଚାଉଳ ବୋଝେଇ ଟ୍ରକ

ଆନନ୍ଦପୁର,୩୦।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ ନମ୍ବର ବରପଦା ବଜାର ନିକଟରେ ଶୁକ୍ରବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଚାଉଳ ବୋଝେଇ...

ସଫା ହେଉନି ବର୍ଜ୍ୟବସ୍ତୁ, ଆମିଷ ବଜାର ଦୁର୍ଗନ୍ଧମୟ

ରାଇଘର, ୨୩ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକ ସଦର ମହକୁମାସ୍ଥିତ ଧଡ଼ରାପାରାରେ ଥିବା ଆମିଷ ବଜାର ଅବ୍ୟବସ୍ଥାରେ ପଡ଼ିରହିଛି। ଫଳରେ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ...

ଶ୍ରୀଲୋକନାଥ ମନ୍ଦିର ଗମ୍ଭୀରାକୁ ଯିବେନି ଶ୍ରଦ୍ଧାଳୁ

ପୁରୀ ଅଫିସ,୫।୩: ଚଳିତ ବର୍ଷ କୋଭିଡ୍‌ କଟକଣା ମାନି ଶ୍ରୀଲୋକନାଥ ମନ୍ଦିରରେ ଜାଗରଯାତ୍ରା ପାଳନ ହେବ। ମନ୍ଦିର ଗମ୍ଭୀରା ଭିତରକୁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ନାହିଁ। ସେହିପରି...

ନିର୍ମଳା ଶିଶୁ ଭବନ ଗଲେ ଉଦ୍ଧାର ଯୁବତୀ

ବରଗଡ଼ ଅଫିସ,୧୩।୧୦: ବରଗଡ଼ ଜିଲା ଅଞ୍ଚଳରୁ ଦୁଇ ଦିନ ତଳେ ଉଦ୍ଧାର ହୋଇଥିବା ଜଣେ ଅସହାୟ, ମାନସିକ ରୋଗଗ୍ରସ୍ତ ଯୁବତୀଙ୍କୁ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ରଖାଯାଇଥିଲା।...

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ସ୍ବାମୀ ଗିରଫ

ବଇଣ୍ଡା,୧୫।୯(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅରଖକୁଦ ଗ୍ରାମର ବୈଜୟନ୍ତୀ ଭୋଇ(୨୬)ଙ୍କୁ ତାଙ୍କ ସ୍ବାମୀ ଅକ୍ଷୟ ଭୋଇ, ଶାଶୁ ଉମା ଭୋଇ, ଶ୍ୱଶୁର ସଞ୍ଜୟ ଭୋଇ ନିର୍ଯାତନା...

Advertisement
Archives

Model This Week