ସର୍‌ପ୍ରାଇଜ୍‌ ଦେବେ ସଲମାନ !

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ସଲମାନ ଖାଁ ଲକ୍‌ଡାଉନ ସମୟରେ ବି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରି ଚାଲିଛନ୍ତି। ଏବେ ପାନଭେଲରେ ଥିବା ତାଙ୍କ ଫାର୍ମ ହାଉସରେ ସଲମାନ ବ୍ୟସ୍ତ ରହିଲେ ବି ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକମାନଙ୍କ ସହ ଯୋଡି ହୋଇ ରହୁଥିବା ଦେଖାଯାଇଛି। ଘରେ ରହି ମଧ୍ୟ ଏହାରି ଭିତରେ ସଲମାନ ତାଙ୍କ ଫ୍ୟାନମାନଙ୍କ ପାଇଁ ୩ଟି ଗୀତ ରିଲିଜ୍‌ କରି ସାରିଲେଣି। ଏଥିରୁ ୨ଟି ଗୀତ ସୋସିଆଲ୍‌ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି। ଏବେ କିନ୍ତୁ ସଲମାନ ତାଙ୍କ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍‌ ଦେବେ ବୋଲି ଶୁଣିବାକୁ ମିଳିଛି। ଏହି ନାୟକ ଏଥର ଜଣେ ନୂଆ ଅଭିନେତ୍ରୀଙ୍କ ସହ ଏକ ସର୍ଟ ଫିଲ୍ମରେ ନଜର ଆସୁଛନ୍ତି ବୋଲି ଶୁଣାଯାଉଛି। ସେ ଘରେ ରହି ଏହି ସର୍ଟ ଫିଲ୍ମର ଶୁଟିଂ କରିବେ। ତେବେ ନବାଗତା ନାୟିକାଙ୍କ ନାଁ ଏପର୍ଯ୍ୟନ୍ତ ସଲମାନ ପ୍ରକାଶ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରର୍‌ ଫିଲ୍ମ ‘ଛୋରୀ’ରେ ଦର୍ଶକଙ୍କୁ ଡରାଇବେ ନୁସରତ୍‌

ଅଭିନେତ୍ରୀ ନୁସରତ୍‌ ଭରୁଚା ହରର୍‌ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଡରାଇବା ପାଇଁ ରେଡ୍ଡି ହେଉଛନ୍ତି। ହରର ଫିଲ୍ମ ‘ଛୋରୀ’ରେ ତାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।...

ଅକ୍ଷୟଙ୍କ ସହ ରୋମାଣ୍ଟିକ୍‌ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ପୃଥୀରାଜ’ ରିଲିଜ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟଙ୍କର ଆଉ...

କିଙ୍ଗ ଖାଁନଙ୍କ ନାଁରେ ଆଉ ଏକ ସଫଳତା

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ରୋମାନ୍ସର ବାଦଶାହ ଓ ମୋଷ୍ଟ ଚାର୍ମିଂ ଆକ୍ଟର ଶାହାରୁଖ ଖାଁଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଯାଇଛି ।...

ଅମିତାଭ, ଶାହାରୁଖଙ୍କୁ ଟକ୍କର ଦେଲେ ନେହା

ମୁମ୍ବାଇ: ମାତ୍ର ୩୨ ବର୍ଷ ବୟସରେ ବଲିଉଡ୍ ଗାୟିକା ନେହା କକ୍କଡ ଅନେକ ସମ୍ମାନର ଅଧିକାରିଣୀ ହୋଇ ପାରିଛନ୍ତି । ଏବେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିର...

ଏହି ଅଭିନେତ୍ରୀ ଭଲ ପାଉଥିଲେ ଅନ୍ୟ ଜଣଙ୍କୁ, କେବଳ ଏହି ରାଗରେ ବିବାହ କରିଥିଲେ କିଶୋର କୁମାରଙ୍କୁ

ହିନ୍ଦୀ ସିନେମାରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଭଲ ଅଭିନୟ କରୁଥିଲେ। ମାତ୍ର ସେମାନଙ୍କର ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଦୁଃଖଦାୟକ। ଆମେ ସେଭଳି...

ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ହେଉଛି ଭାଇରାଲ: ପ୍ରଶଂସକ କହିଲେ ଏମିତି

ଟିଭି ପରଦାର ସବୁଠୁ ହିଟ ଶୋ ‘ନାଗିନର’ରେ ଅଭିନୟ କରୁଥିବା ଅଭିନେତ୍ରୀ ସୁରଭୀ ଜ୍ୟୋତି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ସୁରଭୀ ସୋସିଆଲ ମିଡିଆରେ...

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ ଡିପ୍ରେସନ୍‌ରୁ ଓହରିବା ପାଇଁ ଏପରି କରୁଥିଲେ କଟ୍ରିନା

ଇଦ୍‌ ଅବସରରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଭାରତ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ସବୁଥର ଭଳି ଏଥର ମଧ୍ୟ ଦର୍ଶକ ସଲମାନ୍‌ ଖାନ୍‌ ଏବଂ...

ଏଆର୍‌ ରେହମାନଙ୍କୁ ମୁଣ୍ଡିଆ ମାରିଲେ ହନି ସିଂ

ବମ୍ବେ: ଚଳିତ ବର୍ଷ ଆବୁଧାବିରେ ଆଇଫା ଆଓ୍ବାର୍ଡସ୍‌ର ଆୟୋଜନ କରାଯାଇଛି। ବଲିଉଡର ବହୁ ଆଗଧାଡ଼ିର କଳାକାରଙ୍କଠାରୁ ଆରମ୍ଭ କରି ଗାୟକମାନେ ଏହି ସମାରୋହରେ ଯୋଗ ଦେଇଛନ୍ତି।...

Advertisement
Archives

Model This Week