ସର୍ବ ବୃହତ୍ତମ ତାରକାପୁଞ୍ଜର ସନ୍ଧାନ ମିଳିଲା: ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଏବେ ଜଣାପଡ଼ିବ

ବୋଷ୍ଟନ,୨୬।୧୦: ସର୍ବ ବୃହତ୍ତମ ତାରକାପୁଞ୍ଜର ସନ୍ଧାନ ମିଳିଛି। ଆମେରିକା ମାସାଚ୍ୟୁସେଟ୍‌ସର ଟେଲିସ୍କୋପ୍‌ ଆଲ୍ମା-୬୬ ଦ୍ୱାରା ଏହି ତାରକାପୁଞ୍ଜ ସମ୍ପର୍କରେ ଜଣାପଡ଼ିଛି। ଏହାର ଅନୁଧ୍ୟାନ ଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଜଣାପଡ଼ିବ ବୋଲି ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହି ନକ୍ଷତ୍ରପୁଞ୍ଜର ଗତିଶୀଳତା ଆମ ସୌରମଣ୍ଡଳ ଥିବା ନକ୍ଷତ୍ରପୁଞ୍ଜ ଆକାଶଗଙ୍ଗା ଠାରୁ ଶହେଗୁଣା ଅଧିକ ରହିଛି। ବ୍ରହ୍ମାଣ୍ଡ ସୃଷ୍ଟି ହେବାର ଶହେ କୋଟି ବର୍ଷ ପରେ ଏହି ନକ୍ଷତ୍ରପୁଞ୍ଜ ସୃଷ୍ଟି ହୋଇଥିବା ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଆଉ ଏକ ସୁପର୍‌ ଝଟ୍‌କା

ଓ୍ବାଶିଂଟନ୍‌,୬।୧୧: ଆମେରିକାରେ ମତଦାନର ଦୁଇ ଦିନ ପରେ ମଧ୍ୟ ରାଷ୍ଟ୍ରପତି ପଦବୀ ପାଇଁ ଚିତ୍ର ସ୍ପଷ୍ଟ ହୋଇନାହିଁ। ଭୋଟ ଗଣତି ମଧ୍ୟରେ ଡେମୋକ୍ରାଟ ପ୍ରାର୍ଥୀ ଜୋ...

ୟୁଟ୍ୟୁବରେ ୨ କୋଟି ସବ୍‌ସ୍କ୍ରାଇବର୍‌ ହେବାରୁ ଏମିତି ପଦକ୍ଷେପ ନେଲେ ଯୁବକ, ଜାଣି ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଚାରିଆଡେ ୟୁଟ୍ୟୁବ୍‌ର କ୍ରେଜ୍‌। ଭିଡିଓ କରି ୟୁଟ୍ୟୁବ୍‌ରେ ଛାଡିବା ଯେମିତି ଏକ ନିଶା ପାଲଟିଗଲାଣି। ସାଧାରଣତଃ ଆମେ ୟୁଟ୍ୟୁବରେ ସବ୍‌ସ୍କ୍ରାଇବର ସଂଖ୍ୟା ବଢିଲେ ଆମେ...

ଇରାନରେ ବନ୍ୟା ନେଲାଣି ୨୨ ଜୀବନ

ତେହରାନ,୨୬।୭: ଲଗାଣ ବର୍ଷା ଯୋଗୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ...

ସମୁଦ୍ର ତଳୁ ବି ମିଶାଇଲ ଆକ୍ରମଣ କରିପାରେ ଚାଇନା, ଟାର୍ଗେଟରେ ଆମେରିକା, ଭାରତ

ବେଜିଂ,୧ ।୮: ଚାଇନା ଲୁଚିଛପି ଦୀର୍ଘ ଓ ସ୍ୱଳ୍ପ ଦୂରଗାମୀ ପାରମ୍ପରିକ ମିଶାଇଲର ଷ୍ଟକ ବୃଦ୍ଧି କରିବାରେ ଲାଗିପଡିଛି । ଆମେରକିା ବିଶେଷଜ୍ଞଙ୍କ ଏକ ରିପୋର୍ଟ...

ଦକ୍ଷିଣ କୋରିଆରେ ପିଲାଙ୍କ ସଂଖ୍ୟା କମ୍‌ ଥିବାରୁ ବରିଷ୍ଠ ନାଗରିକ ଯାଉଛନ୍ତି ସ୍କୁଲ

ସିଓଲ,୨୯।୪: ଦକ୍ଷିଣ କୋରିଆରେ ଏବେ ଜନସଂଖ୍ୟା ଏତେ ପରିମାଣରେ କମିବାରେ ଲାଗିଛି ଯେ ଏଠାରେ ସ୍କୁଲ ଯିବା ପାଇଁ ପିଲାଙ୍କର ଅଭାବ ପରିଲକ୍ଷିତ ହେଉଛି। ତେଣୁ...

ବାଗ୍‌ଦାଦି ନିଜ ଜୀବନ ବଞ୍ଚାଇବା ପାଇଁ ୬୭ ହଜାର ଡଲାରରେ କିଣିଥିଲେ ଶତ୍ରୁକୁ; ବିଶ୍ୱାସଘାତକତା କଲେ ବିଶ୍ୱସ୍ତ

ଓ୍ବାଶିଂଟନ,୩୧।୧୦: ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦିଙ୍କ ନିଜ ଜୀବନ ବଞ୍ଚାଇବା ପାଇଁ ଶତ୍ରୁ ସଂଗଠନ ହୁର୍ଶସ ଅଲ୍‌...

ଥାଇଲାଣ୍ଡରେ ଗଞ୍ଜେଇ ବୈଧ

ବ୍ୟାଙ୍କକ୍‌, ୧୦ା୬:ଥାଇଲାଣ୍ଡ ଗଞ୍ଜେଇ ବ୍ୟବହାରକୁ ଗୁରୁବାର ବୈଧ ଘୋଷଣା କରିଛି। ଏପରି କରିବାରେ ଥାଇଲାଣ୍ଡ ଏସିଆ ମହାଦେଶର ପ୍ରଥମ ଦେଶ ହୋଇଛି। ଗଞ୍ଜେଇ ଚାଷ ଏବଂ...

ବାଘଛାଲ ଚାଲାଣରେ ଭାରତ ଆଗୁଆ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୭: ବାଘର ଛାଲ, ନଖ, ହାଡ଼ ଓ ଅଙ୍ଗଗୁଡ଼ିକ ଚୋରା ଚାଲାଣ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି। ଭାରତ ଓ ଥାଇଲାଣ୍ଡରୁ...

Advertisement
Archives

Model This Week