ସରକାରୀ ସୁବିଧାରୁ ବଁଚିତ୍‌ ସିଦ୍ରିଆ ସମାଜ: ଜାତି, ଭେଲିକେ ନେଇ ଗୁପାରେ ପରଶାସନ

ବିନିକା, ୧୮।୧ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂହିଯୁବା ପଁଚେତ୍‌ ଅଧୀନ ଜାମପାଲି ଗଁାର କେନାଲ ପଡ଼ା, ଟାଙ୍ଗର ପଡ଼ା ଆର ଜଙ୍ଗଲ ପଡ଼ାରେ ଅନେକ ବଛର ହେଲା ରହିଆସୁଛନ୍‌ ସିଦ୍ରିଆ ସମାଜର ୫୦ ପରିବାରର ପାଖାପାଖି ୩ଶହ ଲୋକ୍‌। ସମାଜର ବଡ଼ଭାଗି ଲୁକ୍‌କର ଜମିବାଡ଼ି ନଁାଇଁନ, ସରକାରନୁ ପାଇଥିବାର ୫ ଡେସିମିଲ ଜାଗାରେ ଘରର କରି ବଛର ବଛର ହେଲା ରହିଆସୁଛନ୍‌। ନିଜର କଉଲିକ୍‌ ବୁର୍‌ତି ହିସାବେ ପିତଲର ମାନ, ତାମ୍ବି, ଭିନେ ଭିନେ ଦେବାଦେବୀ ମୁର୍‌ତି ତିଆରି ବିକାଭଂଗା କରି ଚଲୁଛନ୍‌। ଆରକେତେ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଇ ସମାଜର ଲୋକ୍‌ କହୁଥିବାର ଭାଷା ବି ଭିନେ, ଯେନ୍‌ଟା ଝନେ ସାଧାରନ୍‌ ଲୋକ୍‌ ବୁଝି ନିପାରେ। ଗଁାରେ ବଡ଼ଭାଗି ଲୋକ୍‌ ଅଶିକ୍ଷିତ। ସମାଜର ୩୦ରୁ ଅଧ୍‌କା ଛୁଆ ୫ମରୁ ୭ମ ଭିତ୍‌ରେ ପାଠ୍‌ପଢ଼ା ଛାଡ଼ିଛନ୍‌। ସେନ୍‌ତା ଆଏଜ୍‌ତକ ଗଁାର ୩ ଝନ୍‌ ପିଲା ହେମନ୍ତ ଝରା, ସୁଶାନ୍ତ ଝରା, ପ୍ରଶାନ୍ତ ଝରା କଲେଜର ମାଏଟ୍‌ ମାଡ଼ି ପାରିଛନ୍‌। ଇତାର ମୂଲ କାରନ୍‌ ସିଦ୍ରିଆ ଭାଷା ଅଲଗ ହେଇଥିଲାବେଲେ ସ୍କୁଲରେ ଛୁଆମାନକୁ ଓଡ଼ିଆ ଭାଷାଥି ପଢ଼ାଯାଉଛେ। ଯେନ୍‌ଟା ଛୁଆକର ମଗଜରେ ନାଇଁ ପଶବାର ବଲି କେତେ ଅଭିଭାବକ ଆର କଲେଜର ମାଏଟ୍‌ ମାଡ଼ିଥିବାର ଯୁବକମାନେ କହିଛନ୍‌। ଯେନ୍‌ଥିରଲାଗି ଇ ସମାଜର ଅନେକ ପିଲା ଶିକ୍ଷା ଲେଖେଁ ଗୁଟେ ଗୁରୁତ୍‌ ବିଷେରୁ ଦିନୁଦିନ୍‌କେ ଦୂରେଇ ଯାଉଛନ୍‌। ଶିକ୍ଷାଦିକ୍ଷା ଅଭାବୁ ସମାଜରେ ଆଏଜ୍‌ ବି ଅନେକ୍‌ କୁସଁସ୍‌କାର ରହିଛେ। ସରକାର ନାବାଲିକ ବିହାକେ ବେଆଇନ୍‌ ଘୋଷନା କରିଛନ୍‌। ଇ ଦିଗେ ସଚେତନତା ଲାଗି ଅନେକ ସ୍ବେଚ୍ଛାସେବୀ ସଂଗଠନ ବି କାମ୍‌ କରୁଛନ୍‌। ହେଲେ ଶିକ୍ଷାର ଅଭାବ୍‌ରୁ ଇ ସମାଜରେ ଆଏଜ୍‌ ବି ନାବାଲିକ, ନାବାଲକ ବିହାର ପରଚଲନ ଥିବାର ଖବର ଠୁଲାଲାବେଲେ ଜନାପଡ଼ିଛେ। ଇତାର ବାହାରେ ଇ ସମାଜର ଲୋକ୍‌ ଏସ୍‌.ସି, ଏସ୍‌.ଟି, ଓ.ବି.ସି. କି ସାଧାରନ ଭେଲିରେ ଯିବେ ସେଟା ଆଏଜ୍‌ତକ ଜାନି ନାଇଁପାରବାର। ଥାନୀଅ ପରଶାସନ ପାସେ ବି ଇତାର ଉତର ନଁାଇଁନ। ଯେନ୍‌ଥିରଲାଗି ଇ ସମାଜର ଲୋକ୍‌, ଛାତ୍ରୀଛାତ୍ର ସରକାରକଁର ଅନେକ ଜନହିତକର ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଉଛନ୍‌। ୨୦୧୪ ସାଲେ ଇ ଗଁାର ସୁଶାନ୍ତ ଝରା ବିନିକା ତହସିଲରୁ କେଶ୍‌ (ନଂ. ଇ-ସିଏଏସ୍‌/୧୫୧୧ ଅଫ୍‌ ୨୦୧୪)ରେ ଏସ୍‌.ସି. ଭେଲିର ବଲି ଜାତିଗତ ପରମାନପତର ପାଇଥିଲେ। ହେଲେ ୫ ବଛର ଉତାରୁ ସେ ଉଚ ଶିକ୍ଷା ଲାଗି ଯେତେବେଲେ ଆରଘାଏ ଆବେଦନ କଲେ ତାହାକୁ ମନା କରିଦିଆଗଲା ବଲି ସେ କହିଛନ୍‌। ଇ ବାବ୍‌ଦେ ସିଂଘିଯୁବା ରାଜସ୍ବ ନିରୀକ୍ଷକ ସରୋଜ ବାଘକୁଁ ପଚ୍‌ରାଲାରୁ ସିଦ୍ରିଆମାନେ କେନ୍‌ ଭେଲିଥି ସାମିଲ ହେବେ ତାର କିଛି ସୂଚନା ଆମ୍‌କୁ ବିଭାଗୀୟ ଉଚ କତୁରପକ୍ଷ ନାଇଁଦେଇ। ଆଗ୍‌ରୁ ଝନେ ସିଦ୍ରିଆ ଯୁବକ ଏସ୍‌.ସି. ଜାତିଗତ ପରମାନପତର ପାଇଥିଲେ। ହେଲେ ସେ କେନ୍‌ଥେଇ ଆର କାହାର ଜରିଆରେ ପାଇଥିଲେ ସେଟା ମୁଇଁ ନାଇଁ ଜାନି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ତହସିଲଦାର ତ୍ରୀପୁର ମହାନନ୍ଦକୁଁ ପଚ୍‌ରାଲାରୁ ୨ ମାସ୍‌ ହେଲା ମୁଇଁ ଇଠାନକେ ଆସିଛେଁ। ଇ ବିଷେରେ ମୋର ପାସେ କିଛି ସୂଚନା ନଁାଇଁନ। ଇ ଦିଗେ ଜିଲାପାଳ ଯାହା କରବାର କଥା କରିପାରବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?