ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ କୋଠା ଉଦ୍‌ଘାଟନ କଲେ କନ୍ଧମାଳ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି,୧୮।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର ମିଳିତ ଭାବେ କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତାନନ୍ଦ ସାମନ୍ତ,ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତ। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରୀଛାତ୍ର ଅତିଥିଙ୍କୁ ସ୍ବାଗତ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ,ସରପଞ୍ଚ ନିର୍ମାତା ପ୍ରଧାନ, ସମିତିସଭ୍ୟା ବିନୁରୀ ପ୍ରଧାନ, ବିଇଓ ବ୍ରହ୍ମାନନ୍ଦ ରାଉତ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିିର୍ବାହୀ ଯନ୍ତ୍ରୀ ଏସ୍‌ ସୁବ୍ରମନ୍ୟମ,ସହକାରୀ ନିର୍ବାହୀଯନ୍ତ୍ରୀ ମନ୍ମଥ ସୁବୁଦ୍ଧି, କନିଷ୍ଠଯନ୍ତ୍ରୀ ନିମୁରାମ ତୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଏମ୍‌ପି ଏବଂ ବିଧାୟକଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିକା ଚିନିଶିଳ୍ପର ସାଧାରଣ ବୈଠକ: ଆଧୁନିକୀକରଣ ନିମନ୍ତେ ୪୨କୋଟି ଟଙ୍କାର ବ୍ୟୟ ଅଟକଳ

ଆସିକା, ୨୮ା୧୧(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ସାଧାରଣ ବୈଠକ ବୁଧବାର ମଧ୍ୟାହ୍ନରେ ଚିନିଶିଳ୍ପ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ପରିଚାଳନା ପରିଷଦ ସଭାପତି ବିପିନ ବିହାରୀ...

ପରିମଳ ସଚେତନତା: ଝାଡୁ ଧରିଲେ ଜିଲାପାଳ

ଶେରଗଡ଼,୧୪।୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ରୁ ବୁଧବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଝାଡୁଧରି ପରିମଳ ସଚେତନତାର ଶୁଭାରମ୍ଭ କରିଛନ୍ତି। ସକାଳ ସାଢ଼େ ୬ଟାରେ...

ବଣୁଆ ମାଈ ଭାଲୁର ମୃତଦେହ ଉଦ୍ଧାର

କେନ୍ଦୁଝର, (ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଜଡ଼ିଖୁଣ୍ଟା ଗ୍ରାମ ନିକଟରୁ ବନ ବିଭାଗ ଏକ ବଣୁଆ ମାଈ ଭାଲୁର ମୃତ ଦେହ ଉଦ୍ଧାର କରିଛି।...

ମିଳିଲା ୩ ସାଙ୍ଗଙ୍କ ମୃତଦେହ

କଟକ ଅଫିସ,୧୨।୪: କଟକ ଯୋବ୍ରା ଆନିକଟରେ ୩ ଯୁବକ ଭାସିଯିବା ଘଟଣାରେ ମଙ୍ଗଳବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଥିବା...

କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ: ବଣିକ ସଂଘ ପକ୍ଷରୁ ନିନ୍ଦା

ଗଞ୍ଜାମ, ୩।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ମଧ୍ୟରେ ଥିବା ବଡ ବଜାର ଓ ସାନ ବଜାରରେ କ୍ୟାବିନ ଓ ଉଠା ଦୋକାନୀମାନେ ଦୀର୍ଘବର୍ଷ ହେବ ନିଜର ବ୍ୟବସାୟ...

ରଥକାଠ ଅନୁକୂଳ

ବାରିପଦା ଅଫିସ,୬ା୨: ଚଳିତବର୍ଷ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଶ୍ରୀପଞ୍ଚମୀ ଅବସରରେ ଶନିବାର ରଥକାଠ ଅନୁକୂଳ କରାଯାଇଛି। ବନ ବିଭାଗ...

ଦାରିଙ୍ଗବାଡ଼ିରେ ଅସହ୍ୟ ଗରମ, ତାପମାତ୍ରା ୩୬

ଦାରିଙ୍ଗବାଡ଼ି,୨୯।୪(ଡି.ଏନ.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପ୍ରଚଣ୍ଡ ଖରା ସହ ଗରମ ଗୁଳୁଗୁଳି ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଲାଣିା ତାପମାତ୍ରା ଯେଉଁଠି...

କୋଟାରୁ ଫେରିଥିବା ଛାତ୍ରୀଛାତ୍ରଙ୍କୁ ଅଟକ ରଖିଲା ସୁନ୍ଦରଗଡ଼ ଜିଲା ପ୍ରଶାସନ

ରାଉରକେଲା ଅଫିସ,୬ା୫: ରାଜସ୍ଥାନ କୋଟାରୁ ଛାତ୍ରୀଛାତ୍ରଙ୍କୁ ନେଇ ଆସିଥିବା ଏକ ବସ୍‌କୁ ଜିଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଟକ ରଖାଯାଇଛି। ମିଳିଥିବା...

Advertisement
Archives

Model This Week