ସମୁଦ୍ର ଭିତରେ ବୋଇଂ ବିମାନ ବ୍ୟବହାର କରି ଥିମ୍‌ ପାର୍କ କରିବ ବାହାରିନ

ମନାମା,୧୪।୬: ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ପାଇଁ ବାହାରିନ ସରକାର ଏବେ ଏକ ନୂଆ ଉପାୟ ଆପଣେଇବାକୁ ଯାଉଛନ୍ତି। ଏଠାକାର ସରକାର ଆସନ୍ତା ଅଗଷ୍ଟରେ ସମୁଦ୍ର ମଧ୍ୟରେ ବୋଇଂ ବିମାନ ବ୍ୟବହାର କରି ଥିମ୍‌ ପାର୍କ ଖୋଲିବାକୁ ଯୋଜନା ରଖିଛନ୍ତି। ଏଥିପାଇଁ ଏକ ଲକ୍ଷ ବର୍ଗ କିଲୋମିଟର କ୍ଷେତ୍ରରେ ଏହି ଥିମ୍‌ ପାର୍କ ୭୦ ମିଟର ଲମ୍ବା ବୋଇଂ ୭୪୭ ବିମାନକୁ ସ୍ଥାପନ କରାଯିବ। ତେବେ ସମୁଦ୍ରରେ ବୁଡାଇବା ପୂର୍ବରୁ ବିମାନଟିକୁ ସ୍ବତନ୍ତ୍ର ଭାବେ ତିଆରି କରାଯିବ। ଏଥିରେ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରାଯିବା ସହ ଏହାର ଡାଇଓ୍ବିଙ୍ଗ ସାଇଟରେ ବାହାରିନ ମୋତିର ବ୍ୟବସାୟ ମଧ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାହବାଜ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲା ତହରିକ-ଏ-ତାଲିବାନ, କହିଲା ସମଗ୍ର ପାକିସ୍ତାନରେ କର ଆକ୍ରମଣ

ଇସଲାମାବାଦ,୨୯ ।୧୧: ତହରିକ-ଏ-ତଲିବାନ ପାକସ୍ତାନ(ଟିଟିପି) ସୋମବାର ପାକିସ୍ତାନ ସରକାରଙ୍କ ଦ୍ୱାରା ଗତ ଜୁନରେ କରାଯାଇଥିବା ଅନିର୍ଦ୍ଦିଷ୍ଟ କାଳୀନ ଅସ୍ତ୍ରବରିତି ଉଲ୍ଲଂଘନ ଚୁକ୍ତିନାମାକୁ ରଦ୍ଦ କରି ଦେଇଛି...

ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନ କରିବାକୁ ଟ୍ରମ୍ପ୍‌ଙ୍କ ଆହ୍ବାନ

ଓ୍ବାଶିଂଟନ,୧୭।୩(ପି.ଟି.): ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦ ଟପିଥିବାବେଳେ ସେଠାରେ ତେଜରାତି ଓ ଅନ୍ୟାନ୍ୟ ସାମଗ୍ରୀ ଆଗକୁ ନ ମିଳିବା ଆଶଙ୍କାରେ ଲୋକେ ତାହାକୁ ଗଚ୍ଛିତ...

‘ଅନ୍ୟ ସହ ନିଜକୁ ତୁଳନା ନ କରି ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଚିତ’ ଉତ୍ତର ଦେଲେ ହରନାଜ୍‌…

ଇଲାଟ୍‌, ୧୩।୧୨: ଲାରା ଦତ୍ତା ମିସ୍‌ ୟୁନିଭର୍ସ ଭାବରେ ବିଜୟୀ ହେବାର ୨୧ବର୍ଷ ପରେ ପୁଣି ଥରେ ଭାରତ ପାଇଁ ଗର୍ବର ଏକ ମୁହୂର୍ତ୍ତ ଆସିଛି।...

ଅଷ୍ଟ୍ରାଜେନିକା ଟିକା ବନ୍ଦ ନ କରିବାକୁ ଡବ୍ଲ୍ୟୁଏଚ୍‌ଓର ପରାମର୍ଶ

ନୂଆଦିଲ୍ଲୀ,୧୩।୩ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ବିକଶିତ କୋଭିଡ୍‌ ଟିକା ନେବା ପରେ କେତେଜଣଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ରିପୋର୍ଟ...

୧୦ ବର୍ଷ ମଧ୍ୟରେ ନଷ୍ଟ ହୋଇଛି ୧୪ ପ୍ରତିଶତ ଶୈବାଳ ପ୍ରାଚୀର, ବର୍ଷକୁ ୨.୭ ଟ୍ରିଲିୟନ୍‌ ଡଲାର କ୍ଷତି…

ଓ୍ବାଶିଂଟନ,୫।୧୦: ବିଶ୍ୱ ତାପନର ପ୍ରଭାବ ସାମୁଦ୍ରିକ ଜୈବ ବିବିଧତା ଉପରେ ପଡିବାରେ ଲାଗିଛି। ଏହା ଯୋଗୁ ଆସନ୍ତା ୧୦ ବର୍ଷ ମଧ୍ୟରେ ୧୪ ପ୍ରତିଶତ ଶୈବାଳ...

ଶୀର୍ଷ ସଂକ୍ରମଣଠାରୁ ୧୦ ଦିନ ଦୂରରେ ଚାଇନା: ଦିନକୁ ୨୫ ହଜାର ମୃତ୍ୟୁ ହେବା ଆଶଙ୍କା…

ବେଜିଂ,୨।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି...

କାଲିଫର୍ନିଆ ଗୁଳିକାଣ୍ଡ: ଜଣେ ମୃତ ୩ ଆହତ

କାଲିଫର୍ନିଆ,୨୮।୪: ଆମେରିକାର କାଲିଫର୍ନିଆରେ ଥିବା ଇହୁଦି ପ୍ରାର୍ଥନାସ୍ଥଳୀ ଉପରେ କେହି ଅଜ୍ଞାତ ବନ୍ଧୁକଧାରୀ ଗୁଳି କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩...

ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ୬ ମାସରେ ଆବଶ୍ୟକ ୩ ବିଲିୟନ୍‌ ଡଲାର, ଅର୍ଥମନ୍ତ୍ରୀଙ୍କ ସୂଚନା…

କଲମ୍ବୋ, ୯।୪ : ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ଜାରି ରହିଛି। ଏଥିରୁ ମୁକ୍ତି ଲାଗି ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ୍‌ ଡଲାର ଆବଶ୍ୟକ...

Advertisement
Archives

Model This Week