ସବୁଠୁ ରଙ୍ଗିନ କାଫେ

ଯଦି ଆପଣ ଥାଇଲାଣ୍ଡ, ବ୍ୟାଙ୍କକ୍‌ ଯିବାକୁ ଯୋଜନା କରିଛନ୍ତି। ଆଉ ଆପଣ ୟୁନିକର୍ନ, ପୋନି ଏବଂ ରଙ୍ଗକୁ ଭଲ ପାଆନ୍ତି। ତେବେ ସେଠାକାର ସିଲୋମରେ ଥିବା ୟୁନିକର୍ନ କାଫେକୁ ନିଶ୍ଚିତଭାବେ ଯିବେ। କାରଣ ଏହି କାଫେ ବେଶ୍‌ ରଙ୍ଗିନ ହେବାସହ ୟୁନିକର୍ନ(ଏକ ଶିଙ୍ଗ ଥିବା ଘୋଡା) ଖେଳଣାରେ ଭରପୂର। ତେଣୁ ଏହା ‘ୟୁନିକର୍ନ କାଫେ’ଭାବେ ମଧ୍ୟ ପରିଚିତ। ଇନ୍ଦ୍ରଧନୁର ସାତ ରଙ୍ଗ ଏଠାରେ ରହିଛି। ଏଠାକାର ଖାଦ୍ୟ ବି ରଙ୍ଗିନ। ପ୍ଲାଷ୍ଟିକ ଚାଣ୍ଡେଲିୟର, ସିଲିଂରୁ ଝୁଲିଥିବା ୟୁନିକର୍ନ, ମଲ୍ଟି କଲର୍‌ ସୋଫା ସହ ଟେବୁଲରେ ସଜା ଯାଇଥିବା ଛୋଟ ଛୋଟ ଘୋଡ଼ାର ଖେଳଣା ବେଶ୍‌ ରଙ୍ଗିନ ଓ ଆକର୍ଷକ ଲାଗିଥାଏ। ଛୋଟ ପିଲାଙ୍କୁ ତ ଏହି କାଫେ ବହୁତ ଭଲ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁସଲମାନ୍‌ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ପଢ଼ିଲେ ନମାଜ: ଶୁଣାଇଲେ ରାମଚରିତ ମାନସ

ମଥୁରା,୧।୧୧: ଦିଲ୍ଲୀରୁ ସଦ୍‌ଭାବନା ଯାତ୍ରା ଆରମ୍ଭ କରିଥିବା ଦୁଇ ମୁସଲମାନ୍‌ ଶ୍ରଦ୍ଧାଳୁ ମଥୁରାର ନନ୍ଦଗାଓ୍ବଁର ନନ୍ଦବାବା ମନ୍ଦିର ପରିସରରେ ଶନିବାର ନମାଜ ପଢ଼ିଛନ୍ତି। ଏହା ସହିତ...

ବାର୍‌ରେ ବିସ୍ଫୋରଣ: ୨୫ ନିହତ

କୋଟ୍‌ଜାକୋଲ୍‌କସ୍‌,(ମେକ୍ସିକୋ), ୨୯ା୮: ପୂର୍ବ ମେକ୍ସିକୋ କୋଟ୍‌ଜାକୋଲ୍‌କସ୍‌ ସହରରେ ଥିବା ଏକ ବାର୍‌ରେ ମଙ୍ଗଳବାର ରାତିରେ ପେଟ୍ରୋଲ ବୋମା ବିସ୍ଫୋରଣ କରାଯିବା ଯୋଗୁ ଅଗ୍ନିକାଣ୍ଡରେ ୨୫ ଜଣଙ୍କ...

ରାଷ୍ଟ୍ରପତିଙ୍କୁ ୧୦ ଦିନ ଧରି ହାକୁଟି, ହସ୍ପିଟାଲରେ ଭର୍ତ୍ତି…

ରିଓ ଡି ଜେନେରିଓ,୧୫।୭: ବ୍ରାଜିଲ୍‌ର ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଗତ ୧୦ ଦିନ ଧରି ହାକୁଟି ଆସୁଛି। ହାକୁଟି ବନ୍ଦ ନ ହେବାରୁ ତାଙ୍କୁ ଚିକିତ୍ସା...

ହାତରେ ପ୍ଲା-କାର୍ଡ ଧରି ବୁର୍ଜ ଖଲିଫା ଉପରେ ଛିଡ଼ା ହେଲେ ଏହି ମହିଳା; ଦେଖନ୍ତୁ ହୃଦ୍‌ସ୍ପନ୍ଦନ ରୋକି ଦେଉଥିବା ଉକ୍ତ ଭିଡିଓ…

ନୂଆଦିଲ୍ଲୀ: ବିଶ୍ୱର ବୃହତ୍ତମ ଯାତ୍ରୀବାହୀ ବିମାନ କମ୍ପାନୀ ମଧ୍ୟରୁ ଅନ୍ୟତମ ଏମିରେଟ୍ସ ଏୟାରଲାଇନ୍ସ ଏହାର ନୂତନ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ। ୟୁଏଇର ଏହି ବିମାନ କମ୍ପାନୀର...

ରେଷ୍ଟୁରାଣ୍ଟର ନାଁ ସୋନୁ ସୁଦ୍‌ ରଖିଲେ ଏହି ବ୍ୟକ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କୁ ନିରନ୍ତର ସାହାଯ୍ୟ ସହଯୋଗ କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।...

ଯେଉଁଠି ବିବାହରେ ବର ଘରକୁ ଆସନ୍ତି କନ୍ୟାଯାତ୍ରୀ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ସାଧାରଣତଃ ବିବାହରେ କନ୍ୟାଘରକୁ ବରଯାତ୍ରୀ ଆସିଥାନ୍ତି। ତେବେ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଆଦି...

ଫ୍ରାନ୍ସରେ ମୋଦିଙ୍କୁ ଜୋରଦାର ସ୍ବାଗତ କଲେ ମୁସଲମାନ: ଚିଡିଲା ପାକିସ୍ତାନ

ପ୍ୟାରିସ୍‌,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ଗୁଜରାଟର ବୋହରା ମୁସଲମାନମାନେ ତ୍ରିରଙ୍ଗା ଧରି ଜୋରଦାର ସ୍ବାଗତ କରିଥିଲେ। ଏହାସହ ଭାରତ...

ମହିଳାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଚାଇନା ସରକାର

ବେଜିଂ, ୧୦।୮: ଚାଇନାର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରାଜପଥ ଉପରେ ଏକ ଘର ରହିଛି। ଏହି ଘରଟିକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘରର...

Advertisement


Archives

Model This Week