ସବୁଠୁ ରଙ୍ଗିନ କାଫେ

ଯଦି ଆପଣ ଥାଇଲାଣ୍ଡ, ବ୍ୟାଙ୍କକ୍‌ ଯିବାକୁ ଯୋଜନା କରିଛନ୍ତି। ଆଉ ଆପଣ ୟୁନିକର୍ନ, ପୋନି ଏବଂ ରଙ୍ଗକୁ ଭଲ ପାଆନ୍ତି। ତେବେ ସେଠାକାର ସିଲୋମରେ ଥିବା ୟୁନିକର୍ନ କାଫେକୁ ନିଶ୍ଚିତଭାବେ ଯିବେ। କାରଣ ଏହି କାଫେ ବେଶ୍‌ ରଙ୍ଗିନ ହେବାସହ ୟୁନିକର୍ନ(ଏକ ଶିଙ୍ଗ ଥିବା ଘୋଡା) ଖେଳଣାରେ ଭରପୂର। ତେଣୁ ଏହା ‘ୟୁନିକର୍ନ କାଫେ’ଭାବେ ମଧ୍ୟ ପରିଚିତ। ଇନ୍ଦ୍ରଧନୁର ସାତ ରଙ୍ଗ ଏଠାରେ ରହିଛି। ଏଠାକାର ଖାଦ୍ୟ ବି ରଙ୍ଗିନ। ପ୍ଲାଷ୍ଟିକ ଚାଣ୍ଡେଲିୟର, ସିଲିଂରୁ ଝୁଲିଥିବା ୟୁନିକର୍ନ, ମଲ୍ଟି କଲର୍‌ ସୋଫା ସହ ଟେବୁଲରେ ସଜା ଯାଇଥିବା ଛୋଟ ଛୋଟ ଘୋଡ଼ାର ଖେଳଣା ବେଶ୍‌ ରଙ୍ଗିନ ଓ ଆକର୍ଷକ ଲାଗିଥାଏ। ଛୋଟ ପିଲାଙ୍କୁ ତ ଏହି କାଫେ ବହୁତ ଭଲ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଶେଫାଳି ନେଦରଲାଣ୍ଡ୍‌ସରେ ଆମେରିକା ରାଷ୍ଟ୍ରଦୂତ

ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ରାଜନୈତିକ କାର୍ଯ୍ୟକର୍ତ୍ତା ଶେଫାଳି ରାଜଦାନ ଦୁଗଲ୍‌ଙ୍କୁ ୟୁଏସ୍‌ ସିନେଟ୍‌ ନେଦରଲାଣ୍ଡ୍‌ସ ପାଇଁ ରାଷ୍ଟ୍ରଦୂତ ଚୟନ କରିଛି। ୫୦ ବର୍ଷୀୟା ଶେଫାଳିଙ୍କ...

ଯେଉଁଠି ଫୁଲ ତୋଡା ଧରିଲେ ଖୁବ୍‌ଶୀଘ୍ର ହୁଏ ବିବାହ

ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଚାଇନାରେ ଥିବା ଏକ ଅଜବ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏମିତି ପରମ୍ପରାରେ ଲୋକେ ଭାଗ...

ବିନା ଚାଳକରେ ବୋମା ବର୍ଷା କରିବ ଟ୍ୟାଙ୍କ

ମସ୍କୋ,୧।୩: ଧୀରେଧୀରେ ଯୁଦ୍ଧକୁ ଆଧୁନିକ କରାଯିବାର ପ୍ରୟାସ ଜାରି ରହିଛି। ଏହି ମର୍ମରେ ରଷିଆ ଏହାର ଟି-୧୪ ଆର୍ମଟା ଟ୍ୟାଙ୍କକୁ ସ୍ବୟଂଚାଳିତ କରିବା ଲାଗି ଯୋଜନା...

ଉତ୍ତେଜନାମୂଳକ କାର୍ଯ୍ୟ ବନ୍ଦ କରିବାକୁ ଚାଇନାକୁ କହିଲା ଆମେରିକା

ଓ୍ବାଶିଂଟନ,୩୦ା୪: ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନାମୂଳକ ତଥା ଅସୁରକ୍ଷିତ ଆଚରଣ ବନ୍ଦ କରିବାକୁ ଆମେରିକା ଚାଇନାକୁ ଆହ୍ବାନ କରିଛି। ସ୍ବରାଷ୍ଟ୍ର ବିଭାଗ ଏକ ବିବୃତ୍ତିରେ କହିଛି...

ଦୁଇଦିନ ପାଇଁ ଶାଶୁଙ୍କ ବୟଫ୍ରେଣ୍ଡ ହେବାକୁ ବିଜ୍ଞାପନ ଦେଲେ ବୋହୂ, କହିଲେ ମିଳିବ…

ଟଙ୍କା ଦେଲେ ଅନେକ କିଛି ମିଳିଥାଏ। ମାତ୍ର ନ୍ୟୁୟର୍କରେ ଜଣେ ମହିଳା ନିଜ ଶାଶୁଙ୍କ ପାଇଁ ଏମିତି ବିଜ୍ଞାପନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌...

ମିଳିଲା ବ୍ଲାକବକ୍ସ: ଜଣାପଡ଼ିବ ଦୁର୍ଘଟଣାର କାରଣ…

କାଠମାଣ୍ଡୁ,୧୬।୧ : ରବିବାର ଦିନ ନେପାଳର ପୋଖରାରେ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ୭୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୬୮ ଜଣଙ୍କ ମୃତଦେହ ଉଦ୍ଧାର...

ନେତାଜୀଙ୍କ ସ୍ମୃତିରେ…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଏହି ନାଁ ହିଁ ଯଥେଷ୍ଟ ମନରେ ଦେଶପ୍ରୀତି, ଦେଶଭକ୍ତି ଜାଗ୍ରତ କରିବା ପାଇଁ। ଓଡ଼ିଶା ମାଟିରେ ଜନ୍ମିତ ଏହି ମହାନ୍‌...

ଥରିଲା ବାଂଲାଦେଶ

ଢାକା, ୨୪।୧୦: ବାଂଲାଦେଶରେ ଶନିବାର ସକାଳ ୮ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ବୋଲି ଭୂକମ୍ପ ଗବେଷଣା...

Advertisement
Archives

Model This Week