ସଫଳ ଅଭିନେତ୍ରୀ ତାପସୀ

ମୁମ୍ବାଇ: ଗତ ବର୍ଷ ବଲିଉଡ୍‌ ନାୟିକା ତାପସୀ ପନ୍ନୁଙ୍କ ପାଖାପାଖି ୫ଟି ଫିଲ୍ମ ରିଜ୍‌ ହେବା ସହ ଏହା ବକ୍ସ ଅଫିସରେ ମଧ୍ୟ ସଫଳ ହୋଇଛି। ଆଉ ଏହାକୁ ନେଇ ଏହି ଅଭିନେତ୍ରୀ ଗତ ଏକ ବର୍ଷ ମଧ୍ୟରେ ସବୁଠାରୁ ସଫଳ ଅଭିନେତ୍ରୀ ପାଲଟି ଯାଇଥିବା କୁହାଯାଉଛି। ଗତ ବର୍ଷ ତାପସୀ ଗୋଟିଏ ପରେ ଗୋଟିଏ ନାରୀ କୈନ୍ଦ୍ରିକ ଫିଲ୍ମରେ ଅଭିନୟ କରିଥିଲେ। ପ୍ରାୟତଃ ସବୁ ଫିଲ୍ମକୁ ବକ୍ସ ଅଫିସରେ ଭଲ ରେସପନ୍ସ ମଧ୍ୟ ମିଳିଥିଲା। ଜୁମ୍‌ ଟେଲିଭିଜନର ଏକ ରିପୋର୍ଟରୁ ଜଣାପଡିଛି କି ତାପସୀଙ୍କ ୫ଟି ଫିଲ୍ମ ମିଶି ୩୫୨ କୋଟି କଲେକ୍ସନ କରିଥିଲା। ଆଉ ଏହି ଫିଲ୍ମ ମଧ୍ୟରେ ଥିଲା ବଦଲା, ଗେମ୍‌ ଓଭର, ମିଶନ ମଙ୍ଗଲ, ସାଣ୍ଡ କି ଆଁଖ ଓ ଥପ୍ପଡ। ତେବେ ମିଶନ ମଙ୍ଗଲ ସବୁଠାରୁ ଭଲ ବିଜନେସ୍‌ କରିଥିଲା। ଏହି ଫିଲ୍ମର ମୋଟ କଲେକ୍ସନ୍‌ ୨୦୨.୯୮ ଥିଲା। ଏହାସହ ‘ବଦଲା’ ମଧ୍ୟ ୮୮ କୋଟି ଟଙ୍କାର ବିଜନେସ୍‌ କରିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଟ୍‌ ବିକିନି ପିନ୍ଧିବା ପଡିଲା ମହଙ୍ଗା: ଅଭିନେତ୍ରୀ ବାଣୀ କପୁରଙ୍କ ନାଁରେ ମାମଲା ରୁଜୁ

ବଲିଉଡ୍‌ ଅଭିନେତ୍ରୀ ବାଣୀ କପୁର ବିବାଦରେ ଫଶିଯାଇଛନ୍ତି। ବାଣୀଙ୍କ ଏକ ଫଟୋକୁ ନେଇ ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଛି। ନିକଟରେ ନିଜ ଇନଷ୍ଟାଗ୍ରାମରେ...

ଟ୍ରେନ୍‌ରେ ଟେଣ୍ଟ ତିଆରି କଲେ ଅକ୍ଷୟଙ୍କ ଲଳନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ ‘ହାଉସ୍‌ଫୁଲ-୪’ ଦୀପାବଳି ଅବସରରେ ଅକ୍ଟୋବର ୨୫ରେ ପରଦାକୁ ଆସିବ। ଆଉ ଏଥିପାଇଁ ଫିଲ୍ମର ପ୍ରୋମୋଶନରେ...

ଅଧ୍ୟକ୍ଷଙ୍କ ଆକଟ ଆଶୀର୍ବାଦ ପାଲଟିଗଲା

ଓଡ଼ିଆ ସାହିତ୍ୟରେ ପଦ୍ମଶ୍ରୀ ଡ.ପ୍ରତିଭା ରାୟ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ। ସାହିତ୍ୟରେ ରୁଚି ରଖୁଥିବା ପ୍ରତିଟି ଲୋକ ତାଙ୍କ ବିଷୟରେ ଅବଗତ। ରେଭେନ୍‌ଶା କଲେଜରେ ପାଠ...

ଖୁବ୍‌ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ

ବେଶ୍‌ କିଛିଦିନ ହେବ ମଲାଇକା ଅରୋଡ଼ା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ଉଭୟ ଏହା...

ହସ୍ପିଟାଲରୁ ଘରକୁ ଫେରିଲେ ଅମିତାଭ, ଫଟୋ ଶେୟାର କରି ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ

ଅମିତାଭ ବଚ୍ଚନ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇର ନାନାବତୀ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଘରକୁ କାର୍‌ରେ ଯିବା ସମୟରେ ତାଙ୍କୁ ରାସ୍ତାରେ ସ୍ପଟ୍‌ କରାଯାଇଛି। ତାଙ୍କ...

ବାଜି ମାରିନେଲା ହାଉସ୍‌ଫୁଲ୍‌-୪

ଦୀପାବଳିରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାରଙ୍କ ହାଉସ୍‌ଫୁଲ୍‌-୪ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜର ୪ ଦିନ ଭିତରେ ଫିଲ୍ମଟି ୮୩ କୋଟି ଟଙ୍କା...

ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଦେଖି ଇମୋଶନାଲ ହେଲେ ତାପସୀ

ମୁମ୍ବାଇ: କରୋନା ମହାମାରୀ ସହ ଏବେ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଏହି ସଂକ୍ରମଣକୁ ରୋକିବାକୁ...

ଭାରତ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଉପହାର ଦେବେ ବୀଣା

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପ୍ରତିଥର କିଛି ନା କିଛି ଭାରତ ବିରୋଧୀ କଥା କହି ଆସିଥାଆନ୍ତି ଚର୍ଚ୍ଚାକୁ। ବିଗ୍‌ ବସ୍‌ କଣ୍ଟେଷ୍ଟାଣ୍ଟ ଭାବେ...

Coronavirus Update


Archives

Model This Week

Why Dharitri