ସକାଳେ ପିଇଲେ କପେ ଲବଙ୍ଗ ଚା’…

ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ସକାଳୁ କପେ ଲବଙ୍ଗ ଚା’ ପିଇଲେ ଏହା ଶରୀର ଲାଗି ହିତକର ହୋଇଥାଏ । କିଛି ପାଣିରେ ତୁଳସୀ ପତ୍ର, ପୋଦିନା ପତ୍ର ଓ ଲବଙ୍ଗ ପକାଇ ନାଲି ଚା’ କରି ପିଇଲେ ଥଣ୍ଡା ହେବାର ଆଶଙ୍କା ଦୂର ହୋଇଥାଏ। ଏଥିରେ ଏକ ଚାମଚ ମହୁ ମିଶାଇ ପିଇଲେ ସମସ୍ତ ପ୍ରକାର ଟେନ୍‌ସନ୍‌ ସହଜରେ ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଲବଙ୍ଗକୁ ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ଓ ଅନ୍ୟ ମସଲାଗୁଣ୍ଡରେ ମିଶାଇ ବ୍ୟବହାର କଲେ ଶରୀରର ଯନ୍ତ୍ରଣା ଦୂର ହୋଇଥାଏ। ଦାନ୍ତ ବିନ୍ଧୁଥିଲେ ଲବଙ୍ଗ ତେଲକୁ ଯନ୍ତ୍ରଣା ହେଉଥିବା ଦାନ୍ତ ମୂଳରେ ଘଷିଲେ ବିନ୍ଧା ଦୂର ହୁଏ। ଏହା ହଜମ ଶକ୍ତି ମଧ୍ୟ ବୃଦ୍ଧି କରି ଶରୀରର ଆଳସ୍ୟପଣକୁ ଦୂରେଇ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମ ‘ଏକ୍ସପାଏରି ଡେଟ୍‌’

ପ୍ରତ୍ୟେକ ଔଷଧ ଖୋଳ ବା ପ୍ୟାକେଟ୍‌ ହୋଇ ବିକ୍ରି ହେଉଥିବା ଖାଦ୍ୟସାମଗ୍ରୀ ଉପରେ ତାହା କେଉଁ ତାରିଖରୁ ବ୍ୟବହାର ଉପଯୋଗିତା ହରାଇବ ତାହାର ସୂଚନା ଦିଆଯାଇଥାଏ।...

ପ୍ରଫେଶନାଲ ଫୁଟ୍‌ଓ୍ବେର୍‌

ଅଫିସ୍‌କୁ ଯିବା ସମୟରେ ଫର୍ମାଲ ଡ୍ରେସ୍‌ ସହ ସେହିଭଳି ଫର୍ମାଲ ଶୁ ମଧ୍ୟ ପିନ୍ଧିବାକୁ ପଡ଼େ। ସେଥିପାଇଁ କିଭଳି ଫୁଟ୍‌ଓ୍ବେର ପିନ୍ଧିବେ, ତାକୁ ନେଇ ଅନେକ...

ଏହି ୮ ପ୍ରକାର ଲୋକଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

ଫୁଲର ମହକ: ରୋଗ ନିବାରକ

ପ୍ରକୃତିର ଅନ୍ୟତମ ସୁନ୍ଦରତମ ସୃଷ୍ଟି ହେଲା ‘ଫୁଲ’। ତା’ର ସୁନ୍ଦରତା ଯେ କେବଳ ଆମକୁ ବିମୋହିତ କରେ ତାହା ନୁହେଁ, ମହକ ମଧ୍ୟ ଆମ ମନକୁ...

ଷ୍ଟାଇଲିଶ୍‌ ସହ ନିଆରା ଲୁକ୍‌

ଲୁକ୍‌କୁ ଗ୍ଲାମର୍ସ ଟଚ୍‌ ଦେବାରେ ସ୍କାର୍ଫର ରହିଥାଏ ବିଶେଷ ଭୂମିକା। ପ୍ଲେନ୍‌ ଡ୍ରେସ୍‌ରେ ଲୁକ୍‌ ଫିକାଫିକା ଲାଗିଲେ ସ୍କାର୍ଫ ବ୍ୟବହାର କରି ଏହାକୁ ଆକର୍ଷଣୀୟ କରିହୁଏ।...

ଖାଦ୍ୟରୁଚିରୁ ଜାଣନ୍ତୁ ଝିଅଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କିତ କିଛି ରହସ୍ୟପୂର୍ଣ୍ଣ କଥା

ଖାଦ୍ୟପେୟରେ ସମସ୍ତଙ୍କ ରୁଚି ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଖଟା ଖାଇବାକୁ ଭଲ ଲାଗୁ ଥିବାବେଳେ କାହାକୁ ମିଠା ଅଧିକ ପସନ୍ଦ ହୋଇଥାଏ। ତେବେ ଆପଣ...

ଅଶକ୍ତ ଅସ୍ଥି

ଅଷ୍ଟିଓପୋରୋସିସ୍‌ ରୋଗର କାରଣ, ପ୍ରତିକାର ତଥା ନିବାରଣ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ନିମନ୍ତେ ହିଁ ପ୍ରତିବର୍ଷ ଅକ୍ଟୋବର ୨୦ ତାରିଖରେ ପାଳିତ ହୋଇଥାଏ...

ମହାଦେବଙ୍କର ଅଶ୍ରୁରୁ ସୃଷ୍ଟି ରୁଦ୍ରାକ୍ଷ

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ଖୁବ୍‌ ପବିତ୍ର ବୋଲି ବିବେଚନା କରାଯାଇଥାଏ। ଏହାର ଉଭୟ ଆଧ୍ୟାତ୍ମିକ ତଥା ଜ୍ୟୋତିଷ ମହତ୍ତ୍ୱ ରହିଛି। ଅନେକେ ରୁଦ୍ରାକ୍ଷକୁ ଦେବ ଦେବ...

Advertisement
Archives

Model This Week