ସଂସଦର ଜଣେ ଅଧିକାରୀ କରୋନା ପଜିଟିଭ୍‌: ଆନେକ୍ସି ଭବନର ଦ୍ୱିତୀୟ ମହଲା ସିଲ୍‌

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ସ୍ଥିତ ସଂସଦରେ ରାଜ୍ୟସଭା ସଚିବାଳୟର ଜଣେ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନିର୍ଦ୍ଦେଶକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ ତାଙ୍କ ପୁରା ପରିବାର ମେ ୨୮ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଛନ୍ତି। ଏହାପରେ ସଂସଦର ଆନେକ୍ସି ଭବନର ଦ୍ୱିତୀୟ ମହଲାକୁ ପ୍ରଶାସନ ପକ୍ଷରୁ ସିଲ୍‌ କରିଦିଆଯାଇଛି। ତେବେ ସଂସଦ ପରିସରରୁ ଜଡିତ ଥିବା ଏହା ଚର୍ତୁଥ ମାମଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗା ଆରତିରେ ଯୋଗ ଦେବେ ରାଷ୍ଟ୍ରପତି

ବାରାଣସୀ,୧୦।୩: ବାରାଣସୀର ବିଶ୍ୱପ୍ରସିଦ୍ଧ ଗଙ୍ଗା ଆରତୀରେ ଦେଶବିଦେଶର ଅନେକ ଅତିଥି ଯୋଗ ଦେଇଥାନ୍ତି। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଙ୍ଗା ଆରତିରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି।...

କରୋନା ଆକ୍ରାନ୍ତଙ୍କଠାରେ ମିଶ୍ରିତ ସ୍ବରୂପରେ ବୃଦ୍ଧି, ୩ ମାସରେ ୭.୫ରୁ ୫୮ ପ୍ରତିଶତ ଛୁଇଁଛି…

ନୂଆଦିଲ୍ଲୀ,୨୬।୧୨ : ବିଭିନ୍ନ କରୋନା ଭାରିଆଣ୍ଟ ଏବଂ ଏହାର ଚିକିତ୍ସା ପ୍ରଭାବ ବିଷୟରେ ଇନସାକଗ୍‌ର ରିପୋର୍ଟ ପ୍ରକାଶ ପାଇଛି। ଏହା ଅନୁଯାୟୀ ଭାରତୀୟ କରୋନା ଆକ୍ରାନ୍ତଙ୍କଠାରେ...

ଆଜି କମଲନାଥଙ୍କ ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ/ଭୋପାଳ,୧୬।୩(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର କମଲନାଥ ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ। ଏହା ପୂର୍ବରୁ ଭୋପାଳରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ...

ଅଲ କାଏଦା ମୁଖ୍ୟଙ୍କ ମୃତ୍ୟୁ ସମ୍ପର୍କରେ ଭାରତ ପାଖରେ ରହିଥିଲା ସୂଚନା!

ନୂଆଦିଲ୍ଲୀ/ୱାଶିଂଟନ,୨ ।୮: କାବୁଲରେ ଆମେରିକାର ଡ୍ରୋନ ଆକ୍ରମଣରେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ମୁଖ୍ୟ ଅଲ-ଜବାହିରିଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପଟେ ଏହି ଅପରେଶନରେ...

ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ସଫା ମିଶନ ଜାରି ରହିଛି। ଶୁକ୍ରବାର ଶୋପିଆନ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ...

କରୋନା ଯୁଦ୍ଧରେ ହାରିଗଲେ ୪ ମାସର ଶିଶୁ

ଥିରୁଭାନନ୍ତପୁରମ,୨୪।୪: କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ କେରଳ କୋଜିକୋଡେ ଜିଲାର ୪ ମାସର ଶିଶୁ। ଏହି ଶିଶୁ ଶେଷରେ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଶୁକ୍ରବାର...

CORONAVIRUS UPDATE: ୭ ହଜାର ଛୁଇଁଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ପୁଣି ୨୦୬ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଥିବା...

ଆଜି ରାଜ୍ୟରୁ ୬୯ ପଜିଟିଭ୍‌ ଚିହ୍ନଟ, ୩୩୬୭୦୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସୋମବାର ରାଜ୍ୟରୁ ୬୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୭୦୫ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week