ଶ୍ୱାସରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଅରଖ ଫୁଲ

ଭଗବାନ ଶିବଙ୍କୁ ଅର୍ପଣ କରାଯାଉଥିବା ଅରଖ ଫୁଲର ବେଶ୍‌ ଉପକାରୀ ଗୁଣ ରହିଛି। ବିଭିନ୍ନ ରୋଗ ପାଇଁ ଏହି ଫୁଲ  ମହୌଷଧୀ ଭାବେ କାର୍ଯ୍ୟ କରେ। କେବଳ ଫୁଲ ନୁହେଁ ଏହାର ପତ୍ର ମଧ୍ୟ ଉପକାରୀ। ଅରଖ ଫୁଲ ଏବଂ ପତ୍ରକୁ ବ୍ୟବହାର କରି ଶ୍ୱାସ, ଡାଇବେଟିସ, ଶ୍ୱାସରୋଗ, ମଧୁମେହ, ଆଲର୍ଜି, କୁଷ୍ଠ ଓ ପାଇଲ୍ସ ପରି ରୋଗକୁ ଭଲ କରା ଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଶ୍ୱାସରୋଗୀ ପ୍ରତିଦିନ ସକାଳେ ନିୟମିତ ଅରଖ ଫୁଲ ସହିତ ଉଷୁମ ପାଣି ପିଇଲେ ଉପକାର ମିଳିଥାଏ। ସେହିପରି କୌଣସି ସ୍ଥାନରେ ଖଣ୍ଡିଆ ହୋଇଗଲେ, ସେହି ସ୍ଥାନରେ ଅରଖ ପତ୍ରକୁ ଗରମ କରି ବାନ୍ଧି ଦିଅନ୍ତୁ। ଏପରି କଲେ ଖଣ୍ଡିଆ ସ୍ଥାନରୁ ରକ୍ତ ବାହାରିବା ବନ୍ଦ ହେବା ସହିତ ଯନ୍ତ୍ରଣା ଏବଂ ଜଳାପୋଡା ମଧ୍ୟ ବନ୍ଦ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟେନ୍‌ସନ୍‌ରେ ଥିଲେ…

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଅନେକେ ଟେନ୍‌ସନ୍‌ର ବଶବର୍ତ୍ତୀ ହୋଇଥାଆନ୍ତି। ଏହାଦ୍ୱାରା ନିଜର କାର୍ଯ୍ୟ କରିବା କ୍ଷମତା ପ୍ରଭାବିତ ହୋଇଥାଏ। ଯଦି କୌଣସି କଥାକୁ ନେଇ...

ଗାଜର ଖାଇଲେ ଏସବୁ ରୋଗରୁ ମିଳେ ମୁକ୍ତି

ଗାଜର ଆମ ଶରୀର ପାଇଁ ବହୁ ଉପକାରୀ। ଏଥିରେ ପୋଷକ ତତ୍ତ୍ବ ଥିବାରୁ ଏହା ଶରୀର ପାଇଁ ନିହାତି ଆବଶ୍ୟକ। ଗାଜର ଖାଇବା ଦ୍ୱାରା ଶରୀର...

ଏକ୍ସ-ରେ

ମେଡିକାଲ ସାଇନ୍ସରେ ଏକ୍ସ-ରେର ବ୍ୟବହାର ଯେ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା ସମସ୍ତେ ଜାଣନ୍ତି। ହେଲେ ଏହା ବ୍ୟତୀତ ଏହାର ଅନ୍ୟ ବ୍ୟବହାର, ଉଦ୍ଭାବନ ଏବଂ ଏହା...

ଲିଭର ନଷ୍ଟ ହେଲେ ଦେଖାଦେଇଥାଏ ଏହିସବୁ ଲକ୍ଷଣ

ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ...

ଶୀତ ଦିନେ ଉଜ୍ଜ୍ୱଳ ତ୍ୱଚା ଚାହୁଁଥିଲେ ….

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା...

କେଶରୁ ଜାଣିହେବ ସ୍କିଜୋଫ୍ରେନିଆ ଲକ୍ଷଣ

ସ୍କିଜୋଫ୍ରେନିଆ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଏପରି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସ୍ମରଣଶକ୍ତି ପ୍ରଭାବିତ ହୋଇଥାଏ। ମସ୍ତିଷ୍କରେ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣ ହେଲେ...

ହେୟାର କେୟାର

କେଶ ବୃଦ୍ଧି କରିବାକୁ ଚାହୁଁଥିଲେ ନଡ଼ିଆ ତେଲକୁ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏହା ସହିତ ଗରମ ପାଣିରେ ଟାୱେଲ ଭିଜାଇ କେଶରେ...

ଯେଜେରୋ କ୍ରେଟର

ଅନନ୍ତ ଓ ରହସ୍ୟପୂର୍ଣ୍ଣ ବିଶ୍ୱବ୍ରହ୍ମାଣ୍ଡ। ଯେଉଁଠି ରହିଛନ୍ତି ଅଗଣିତ ଛାୟାପଥ, କୃଷ୍ଣ ଗହ୍ବର, ଗ୍ରହ ଓ ନକ୍ଷତ୍ର। ସ୍ବର୍ଗ ଗଙ୍ଗା ହେଉଛି ଏପରି ଏକ ଛାୟାପଥ,...

Advertisement
Archives

Model This Week