ଶ୍ରୀ ହଜୁର ଶାହିବରୁ ଫେରିଥିବା ୫ ଜଣଙ୍କ ରିପୋର୍ଟ କରୋନା ପଜିଟିଭ

ଚଣ୍ଡିଗଡ଼,୨୮।୪: ମହାରାଷ୍ଟ୍ର ନାନ୍ଦେଡର ଶ୍ରୀ ହଜୁର ଶାହିବରୁ ପଞ୍ଜାବର ତନ ତରନ ଜିଲାକୁ ଫେରିଥିବା ୫ ଶ୍ରଦ୍ଧାଳୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ନମୁନା ପରୀକ୍ଷାରୁ ସମସ୍ତ ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସେଠାରୁ ଫେରିଥିବା ଅନ୍ୟମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଅନୁରାଗ ଅଗ୍ରଓ୍ବାଲ। ଏମାନଙ୍କର ନମୁନା ପରୀକ୍ଷା ପରେ ଯଦି ପଜିଟିଭ ଆସିଲା ତେବେ ସେମାନଙ୍କୁ ରାଜ୍ୟ ସରକାରଙ୍କ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯିବ। ଯଦି ରିପୋର୍ଟ ନେଗେଟିଭ ଆସିଲା ତେବେ ସେମାନଙ୍କୁ ୧୪ ଦିନ ହୋମ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ‘ସ୍ବାମୀତ୍ୱ’ ଯୋଜନା ଆରମ୍ଭ କରିବେ ମୋଦି: ୭୬୩ ଗ୍ରାମର ହିତାଧିକାରୀ ହେବେ ଉପକୃତ

ନୂଆଦିଲ୍ଲୀ, ୧୦।୧୦: ଗ୍ରାମବାସୀଙ୍କ ଜମିର ମାଲିକାନା ସ୍ଥିତିିକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ସ୍ବାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିବେ। ଯୋଜନା ଅନ୍ତର୍ଗତ...

ଗେହଲଟ୍‌ଙ୍କ ରାଜସ୍ଥାନରେ ଭାଜପାର ପାଇଲଟ୍‌ ପ୍ରୋଜେକ୍ଟ

ଜୟପୁର,୧୩।୭: ରାଜସ୍ଥାନରେ ଭାଜପାର ଅପରେଶନ୍‌ ଲୋଟସ୍‌ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ନେବାକୁ...

ଏସ୍‌ଏଫ୍‌ଜେର ନୂଆ ଷଡ଼ଯନ୍ତ୍ର: ଖଲିସ୍ତାନ ପତାକା ଉଡ଼ାଇଲେ ମିଳିବ ୧୦ ହଜାର ଡଲାର ପୁରସ୍କାର

ନୂଆଦିଲ୍ଲୀ, ୪।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଶିଖ୍‌ ଫର ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ବିଚ୍ଛିନ୍ନତାବାଦୀ ସଂଗଠନ ପକ୍ଷରୁ ନୂଆ...

ଦିଲ୍ଲୀରେ ଆଇଏସ୍‌ଆଇ ତାଲିମ୍‌ ପ୍ରାପ୍ତ ୨ ଆତଙ୍କବାଦୀ: ଜାରି ହେଲା ସ୍କେଚ୍‌

ନୂଆଦିଲ୍ଲୀ,୨୯।୮: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ତାଲିମ୍‌ ପ୍ରାପ୍ତ ୨ ଆତଙ୍କବାଦୀଙ୍କୁ ଦିଲ୍ଲୀ ପଠାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା...

ସିଏଏର ବୈଧତା ପରଖିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୧୨,(ପି.ଟି./ଆଇଏଏନ୍‌ଏସ୍‌): ଦେଶବ୍ୟାପୀ ହିଂସାମତ୍କ ବିକ୍ଷୋଭର କାରଣ ପାଲଟିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଉପରେ ସ୍ଥଗିତାଦେଶ ଜାରି କରିବାକୁ ବୁଧବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତେବେ...

କୁକୁଡା ଲଢେଇରେ ଲାଗିଲା ୧କୋଟି ଟଙ୍କା ବାଜି

ରାୟପୁର,୧୪।୧୦: କ୍ରିକେଟ ଖେଳରେ କୋଟି କୋଟି ଟଙ୍କା ବାଜି ଲାଗୁଥିବା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କୁକୁଡା ଲଢେଇରେ ୧ କୋଟି ଟଙ୍କ ବାଜି...

କରବାଚୌଥ ଦିନ ସ୍ତ୍ରୀ ରଖିଥିଲେ ବ୍ରତ, ପୁଅଙ୍କୁ ଫୋନ୍‌ ଆସିଲା ବାପା ଶହୀଦ ହୋଇଗଲେ

କୋଲକାତା,୧୮।୧୦:ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ବିଏସଏଫ ଯବାନ ବିଜୟ ଭାନ ସିଂ ଶହୀଦ ହୋଇଛନ୍ତି। ଗୁରୁବାର ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିଜୟଙ୍କ...

ପୁଣି ରାଜ୍ୟରେ ୧୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୫୪ ରେ ପହଞ୍ଚିଥିବା...

Advertisement
Archives

Model This Week