Posted inଖେଳ

ଶ୍ରୀଲଙ୍କା-ସ୍କଟ୍‌ଲାଣ୍ଡ ମ୍ୟାଚ୍‌ ବାତିଲ

ଏଡିନବର୍ଗ, ୧୯।୫- ଶ୍ରୀଲଙ୍କା ଓ ଘରୋଇ ସ୍କଟ୍‌ଲାଣ୍ଡ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମ୍ୟାଚ୍‌ ଆରମ୍ଭରୁ ପ୍ରବଳ ବର୍ଷା ହେବାରୁ ଗୋଟିଏ ବି ବଲ୍‌ ବୋଲିଂ କରିବା ସମ୍ଭବପର ହୋଇ ନ ଥିଲା। ଫଳରେ ଦୁଇ ଅମ୍ପାୟର ଖେଳକୁ ବାତିଲ କରିଥିଲେ। ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍‌ ଆସନ୍ତା ୨୧ରେ ଖେଳାଯିବ। ବିଶ୍ୱକପ୍‌ ପୂର୍ବରୁ ଅଭ୍ୟାସ ଲାଗି ଶ୍ରୀଲଙ୍କା ଏହି ସଂକ୍ଷିପ୍ତ ଟୁର୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଇଚୁଙ୍ଗ ଭୂତିଆ ଷ୍ଟାଡିୟମ ଉଦ୍‌ଘାଟନରେ ବିଳମ୍ବ

ନୂଆଦିଲ୍ଲୀ, ୨୫ା୮ (ପି.ଟି.)-କୋଭିଡ୍‌-୧୯ ମହାମାରୀର ପ୍ରଭାବ ହ୍ରାସ ପାଇଲେ ଭାରତର ଅନ୍ୟତମ ମହାନ ଫୁଟ୍‌ବଲ ଖେଳାଳି ବାଇଚୁଙ୍ଗ ଭୂତିଆଙ୍କ ନାମରେ ତିଆରି କରାଯାଇଥିବା ଷ୍ଟାଡିୟମର ଉଦ୍‌ଘାଟନ...

‘ଦ୍ରାବିଡଙ୍କୁ ଏତେ ବ୍ରେକ୍‌ରେ ରହିବାର ଆବଶ୍ୟକତା କ’ଣ ଅଛି’

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ଟିମ୍‌ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଉଭୟ ଟିମ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି୨୦ ସିରିଜ ଖେଳାଯିବ। ଏହି...

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୩।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦବ୍‌ଦବା ଜାରି ରହିଛି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସେ ମଧ୍ୟ ପ୍ରଥମ ସ୍ଥାନରେ...

ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ

ମେଲବୋର୍ନ,୨୭ା୨(ପି.ଟି.)- ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଓପନର ଶେଫାଳି ବର୍ମାଙ୍କ ବିସ୍ଫୋରକ ୪୬ ଓ...

ଟ୍ରେନିଂକୁ ଫେରିଲେ ନାଡ଼ାଲ

ମାଡ୍ରିଡ, ୨୭।୫: ଦୀର୍ଘ ଦିନ ପରେ ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡ଼ାଲ ଟ୍ରେନିଂକୁ ଫେରିଛନ୍ତି। କୋଭିଡ-୧୯ ମହାମାରୀ କାରଣରୁ ସେ ଟ୍ରେନିଂରୁ ଦୂରେଇ...

ଅମ୍ଫନ ପୀଡ଼ିତଙ୍କ ପାଇଁ ବିଶୁଦ୍ଧ ଜଳ ଯୋଗାଡ କଲେ ବାଂଲାଦେଶ କ୍ରିକେଟର

ଢାକା,୬।୬(ପି.ଟି.): ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସହାଯ୍ୟ କରିବାକୁ ପାଇଁ ଦିନିକିଆ ଅଧିନାୟକ ତାମିମ ଇକ୍‌ବାଲଙ୍କ ନେତୃତ୍ୱରେ ବାଂଲାଦେଶ କ୍ରିକେଟ ଦଳ ଆଗକୁ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଡୋଡିଗ୍‌- ପୋଲାସେକ ଚାମ୍ପିୟନ

ମେଲବୋର୍ନ,୨୨।୨(ଏପି): ଅଷ୍ଟ୍ରେଲିଆନ ଓପନ୍‌ ପୁରୁଷ ଡବଲ୍ସ ମୁକାବିଲାରେ କ୍ରୋଏସିଆର ଇଭାନ ଡୋଡିଗ ଓ ସ୍ଲୋଭାକିଆର ଫିଲିପ୍‌ ପୋଲାସେକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ରବିବାର...

ଅଷ୍ଟ୍ରେଲିଆ ଟୁର୍‌:ପରାଜୟ ସହ ଭାରତର ଅଭିଯାନ ଶେଷ

ପର୍ଥ, ୧୮।୫-ଅଷ୍ଟ୍ରେଲିଆ ଟୁର୍‌ରେ ପ୍ରାରମ୍ଭିକ ସଫଳତା ହାସଲ କରିଥିବା ଭାରତୀୟ ହକି ଦଳ ପରାଜୟ ସହ ଏହାର ଅଭିଯାନ ଶେଷ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ...

Advertisement
Archives

Model This Week